ଭୁବନେଶ୍ୱର: ଆଜି ୧୭ ଏପ୍ରିଲ । ବିଶ୍ୱ ହିମୋଫିଲିଆ ବା ରକ୍ତହୀନତା ଦିବସ। ଏହି ଦିବସକୁ ବିଶ୍ୱସ୍ତରରେ ବିଶ୍ୱ ଫେଡେରେସନ ଅଫ୍ ହେମୋଫେଲିଆ ଅନୁଷ୍ଠାନ ତରଫରୁ ପାଳନ କରାଯାଉଛି। ପ୍ରତି ୫ହଜାରରୁ ୧୦ହଜାରଙ୍କ ମଧ୍ୟରେ ଜଣଙ୍କ ଠାରେ ଏହି ରୋଗ ଦେଖାଯାଏ।
ଏହା ଏକ ଜନ୍ମଗତ ରୋଗ।ଏହି ରୋଗର ମୁଖ୍ୟ ଲକ୍ଷଣ ହେଲା କ୍ଷତରୁ ରକ୍ତ ବୋହିବା ବନ୍ଦ ନ ହେବା। ଏହି ଦିବସକୁ ପାଳନ କରାଯିବା ଅବସରରେ ଏବେ ବିଶ୍ୱସ୍ତରରେ ବ୍ୟାପକ ସଚେତନତା କାର୍ଯ୍ୟ ହାତକୁ ନିଆଯାଉଛି ।
ଚଳିତବର୍ଷ ଏହି ଦିବସକୁ ପାଳନ କରିବାର ମୁଖ୍ୟ ଥିମ ରହିଛି ‘କ୍ଲୋଜ ଦି ଗ୍ୟାଫ୍’। ଏହି ରୋଗୀମାନଙ୍କୁ ବିଭିନ୍ନ କ୍ଷେତ୍ରରୁ ସହଯୋଗ ମିଳବା ଦରକାର । ପରସ୍ପରର ସହଯୋଗରେ ହିଁ ଏହି ରୋଗକୁ ମୁକାବିଲା କରାଯାଇପାରିବ ବୋଲି ଡବ୍ଲୁ ଏଫ୍ ଏଚ୍ ଆଶା ରଖିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Health
ରାଜ୍ୟରେ HMPV ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି
ଭାରତ ସରକାରଙ୍କ ଯାହା ଗାଇଡଲାଇନ୍ ଆସିବ ପାଳନ ହେବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।
Lifestyle
ଶୀତଦିନେ ନଗାଧୋଇଲେ ବଢ଼େ ଆୟୁଷ! ଜାଣନ୍ତୁ କ'ଣ କହୁଛନ୍ତି ବିଶେଷଜ୍ଞ
ଡକ୍ଟର ରେବେକ୍କା ପିଣ୍ଟୋ ନଗାଧୋଇବାର ଲାଭ ବିଷୟରେ କରିଥିବା ଦାବିକୁ ନେଇ କୌଣସି ଗବେଷଣାତ୍ମକ ପ୍ରମାଣ ଶେୟାର କରିନାହାନ୍ତି।

Food
ବଡ଼ ଦିନରେ ଘରେ ପ୍ରସ୍ତୁତ କରନ୍ତୁ ଚିକେନର ଏହି ସୁନ୍ଦର ରେସିପି
ଏହାକୁ ଗରମାଗରମ ରୁଟି, ନାନ କିମ୍ବା ଭାତ ସହ ଖାଇପାରିବେ।

Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।

Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।