ଜୁଲାଇ ୧ରୁ ୭: ଏହି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବ, ଖୁସିରେ ବିତିବ ଜୀବନ  

ନୂଆଦିଲ୍ଲୀ: ସୁଖ, ଦୁଃଖ ଓ ଯନ୍ତ୍ରଣା। ଏହାକୁ ନେଇ ମଣିଷ ଜୀବନ ଗତିଶୀଳ। ଏହାକୁ ଛାଡ଼ି କେହି କୌଣସି ପରିସ୍ଥିତିରେ ଜିଇଁ ପାରିବ ନାହିଁ। କିନ୍ତୁ ଜୁଲାଇ ୧ରୁ ୭ ତାରିଖ ଭିତରେ ୬ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବ। ହସ ଓ ଖୁସିରେ ଜୀବନ ଅତିବାହିତ ହେବ। ଜ୍ୟୋତିଷ ଶାସ୍ତ୍ରୀଙ୍କ ଗଣନାରୁ ଏହା ଜଣାପଡ଼ିଛି। ଆସନ୍ତୁ ଜାଣିବା ଏହି ରାଶି ଗୁଡ଼ିକ ବିଷୟରେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମେଷ, ମିଥୁନ୍‌, ଧନୁ, ସିଂହ, ମୀନ ଓ […]

laxmi maa

laxmi maa

Rakesh Mallick
  • Published: Sunday, 01 July 2018
  • Updated: 01 July 2018, 07:40 AM IST

Sports

Latest News

ନୂଆଦିଲ୍ଲୀ: ସୁଖ, ଦୁଃଖ ଓ ଯନ୍ତ୍ରଣା। ଏହାକୁ ନେଇ ମଣିଷ ଜୀବନ ଗତିଶୀଳ। ଏହାକୁ ଛାଡ଼ି କେହି କୌଣସି ପରିସ୍ଥିତିରେ ଜିଇଁ ପାରିବ ନାହିଁ। କିନ୍ତୁ ଜୁଲାଇ ୧ରୁ ୭ ତାରିଖ ଭିତରେ ୬ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବ। ହସ ଓ ଖୁସିରେ ଜୀବନ ଅତିବାହିତ ହେବ। ଜ୍ୟୋତିଷ ଶାସ୍ତ୍ରୀଙ୍କ ଗଣନାରୁ ଏହା ଜଣାପଡ଼ିଛି। ଆସନ୍ତୁ ଜାଣିବା ଏହି ରାଶି ଗୁଡ଼ିକ ବିଷୟରେ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମେଷ, ମିଥୁନ୍‌, ଧନୁ, ସିଂହ, ମୀନ ଓ କୁମ୍ଭ ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଜୁଲାଇ ୧ରୁ ୭ ତାରିଖ ଭିତରେ ଖୋଲିଯିବ। ନୂଆ କାମ କରିବା ପାଇଁ ଉତ୍ସାହ ମିଳିବ। ସବୁବେଳେ ଖୁସିରେ ରହିବ। ସବୁକ୍ଷେତ୍ରରେ ପରିବାର ଲୋକଙ୍କ ସହଯୋଗ ମିଳିବ। ସ୍ୱାସ୍ଥ୍ୟ ଠିକ୍‌ ରହିବ। ଦୀର୍ଘ ଦିନରୁ ଅଟକି ଥିବା କାମ ହୋଇଯିବ। ଜୀବନରେ ଥିବା ସବୁ ଦୁଃଖ ଦୂର ହୋଇଯିବ। ବିପଦ ସମୟରେ ସହଯୋଗ ମିଳିବ। ପ୍ରେମିକ ଓ ପ୍ରେମିକାଙ୍କ ଖୁସି ଖବର। ସେମାନେ ଚାହିଁଲେ ସେମାନଙ୍କ ସମ୍ପର୍କକୁ ଆଗକୁ ନେଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story