ରେଲୱେରେ ବାହାରିଲା ୧୧୩ ପଦବୀ

ନୂଆଦିଲ୍ଲୀ: କୋକଂଣ ରେଲୱେ କର୍ପୋରେସନ୍ ଲିମିଟେଡ୍‌(କେଆରସିଏଲ୍‌) ତରଫରୁ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଷ୍ଟେସନ୍‌ ମାଷ୍ଟର, ଗୁଡସ୍‌ ଗାର୍ଡ, ଆକାଉଣ୍ଟ ଆସିଷ୍ଟାଣ୍ଟ ଏବଂ ସିନିୟର କ୍ଳର୍କ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀ ୧୨ମେ ୨୦୧୮ ପୂର୍ବରୁ ଆବେଦନ କରିପାରିବେ। ପଦବୀ ସଂଖ୍ୟା- ଷ୍ଟେସନ୍‌ ମାଷ୍ଟର-୫୫ ଗୁଡସ୍‌ ଗାର୍ଡ-୩୭ ଆକାଉଣ୍ଟସ୍‌ ଆସିଷ୍ଟାଣ୍ଟ-୧୧ ସିନିୟର କ୍ଳର୍କ-୧୦ ଶିକ୍ଷାଗତ ଯୋଗ୍ୟତା- ଷ୍ଟେସନ୍‌ ମାଷ୍ଟର, ଗୁଡସ୍‌ ଗାର୍ଡ ଏବଂ ଆକାଉଣ୍ଟସ୍‌ ଆସିଷ୍ଟାଣ୍ଟ ପଦବୀ ପାଇଁ ପ୍ରାର୍ଥୀ […]

train-1

Rakesh Mallick
  • Published: Sunday, 22 April 2018
  • , Updated: 22 April 2018, 05:48 PM IST

ନୂଆଦିଲ୍ଲୀ: କୋକଂଣ ରେଲୱେ କର୍ପୋରେସନ୍ ଲିମିଟେଡ୍‌(କେଆରସିଏଲ୍‌) ତରଫରୁ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଷ୍ଟେସନ୍‌ ମାଷ୍ଟର, ଗୁଡସ୍‌ ଗାର୍ଡ, ଆକାଉଣ୍ଟ ଆସିଷ୍ଟାଣ୍ଟ ଏବଂ ସିନିୟର କ୍ଳର୍କ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରାର୍ଥୀ ୧୨ମେ ୨୦୧୮ ପୂର୍ବରୁ ଆବେଦନ କରିପାରିବେ।

ପଦବୀ ସଂଖ୍ୟା-

ଷ୍ଟେସନ୍‌ ମାଷ୍ଟର-୫୫

ଗୁଡସ୍‌ ଗାର୍ଡ-୩୭

ଆକାଉଣ୍ଟସ୍‌ ଆସିଷ୍ଟାଣ୍ଟ-୧୧

ସିନିୟର କ୍ଳର୍କ-୧୦

ଶିକ୍ଷାଗତ ଯୋଗ୍ୟତା-

ଷ୍ଟେସନ୍‌ ମାଷ୍ଟର, ଗୁଡସ୍‌ ଗାର୍ଡ ଏବଂ ଆକାଉଣ୍ଟସ୍‌ ଆସିଷ୍ଟାଣ୍ଟ ପଦବୀ ପାଇଁ ପ୍ରାର୍ଥୀ ସ୍ନାତକ ପାସ୍‌ କରିଥିବା ଆବଶ୍ୟକ। ସିନିୟର କ୍ଳର୍କ ପଦବୀ ପାଇଁ ପ୍ରାର୍ଥୀ ବାଣିଜ୍ୟରେ ସ୍ନାତକ କରିଥିବା ଆବଶ୍ୟକ।

ବୟସ ସୀମା-୧୮-୩୩

ଆବେଦନ ଫି-  ସାଧାରଣ ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ଫି ରହିଛି ୫୦୦ଟଙ୍କା। ଅନୂସୁଚିତ ଜାତି ଓ ଜନଜାତି ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ଫି ରହିଛି ୨୫୦ଟଙ୍କା।

Related story