ଥମୁନି ଅଜଣା ଜନ୍ତୁ ଆତଙ୍କ: ରାଇଙ୍କପାଟଣାରେ ୧୨ଟି ମେଣ୍ଢାଙ୍କ ମୃତ୍ୟୁ

ଜଗତସିଂହପୁର: ନିଆଳି ପରେ ଜଗତସିଂହପୁର ଜିଲ୍ଲାରେ ଥମୁନି ଅଜଣା ଜନ୍ତୁ ଆତଙ୍କ। ଗତକାଲି ରାତିରେ ଆଳି ପିଙ୍ଗଳ ରାଇଙ୍କପାଟଣା ଗାଁରେ ୧୨ଟି ମେଣ୍ଢାଙ୍କର ମୃତ୍ୟୁ ହୋଇଛି। ଗାଁର ଅପର୍ତ୍ତି ଦାସଙ୍କ ଗୁହାଳରେ ପଶି ଅଜଣା ଜନ୍ତୁ ମେଣ୍ଢାଙ୍କୁ ମାରି ଦେଇଥିବା ସନ୍ଦେହ କରାଯାଉଛି। ୧୫ ଦିନ ତଳେ ଅପର୍ତ୍ତିଙ୍କର ୯ଟି ମେଣ୍ଢାଙ୍କୁ ମାରି ଦେଇଥିଲା ଅଜଣା ଜନ୍ତୁ।

[video width="640" height="480" mp4="]

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଦିନ ନୂଆଗାଁ ପଞ୍ଚାୟତ ବଡ଼କୋରକୋର ଗାଁରେ ୩ଟି ମେଣ୍ଢାଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଟି ନିଖୋଜ ଥିଲେ।

Ordigital Desk
• Published: Thursday, 27 July 2017
• Updated: 27 July 2017, 08:58 AM IST

Sports

Latest News

ଜଗତସିଂହପୁର: ନିଆଳି ପରେ ଜଗତସିଂହପୁର ଜିଲ୍ଲାରେ ଥମୁନି ଅଜଣା ଜନ୍ତୁ ଆତଙ୍କ। ଗତକାଲି ରାତିରେ ଆଳି ପିଙ୍ଗଳ ରାଇଙ୍କପାଟଣା ଗାଁରେ ୧୨ଟି ମେଣ୍ଢାଙ୍କର ମୃତ୍ୟୁ ହୋଇଛି। ଗାଁର ଅପର୍ତ୍ତି ଦାସଙ୍କ ଗୁହାଳରେ ପଶି ଅଜଣା ଜନ୍ତୁ ମେଣ୍ଢାଙ୍କୁ ମାରି ଦେଇଥିବା ସନ୍ଦେହ କରାଯାଉଛି। ୧୫ ଦିନ ତଳେ ଅପର୍ତ୍ତିଙ୍କର ୯ଟି ମେଣ୍ଢାଙ୍କୁ ମାରି ଦେଇଥିଲା ଅଜଣା ଜନ୍ତୁ।

[video width="640" height="480" mp4="]

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଦିନ ନୂଆଗାଁ ପଞ୍ଚାୟତ ବଡ଼କୋରକୋର ଗାଁରେ ୩ଟି ମେଣ୍ଢାଙ୍କର ମୃତ୍ୟୁ ଘଟିଥିବା ବେଳେ ୨ଟି ନିଖୋଜ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos