୧୪ଟି ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ୍‌ ବୈଠକରେ ୧୪ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ବୈଠକ ପରେ ଏ ନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ ସୂଚନା ଦେଇଥିଲେ। ବୈଠକରେ ବିଜୁ ଗ୍ରାମ୍ୟଜ୍ୟୋତି ଯୋଜନାରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି ମିଳିଛି। ସଂଶୋଧିତ ପ୍ରସ୍ତାବ ଅନୁସାରେ ପ୍ରତି ବ୍ଲକ ପାଇଁ ଆର୍ଥିକ ସୀମାକୁ ବୃଦ୍ଧି କରାଯାଇଛି। ଏହି ଯୋଜନାରେ ଏଣିକି ଅଣ ଆଦିବାସୀ ବ୍ଲକ ପାଇଁ ୧ କୋଟି ୫୦ ଲକ୍ଷ ଟଙ୍କା […]

odishaassembly

odishaassembly

Rakesh Mallick
  • Published: Tuesday, 20 December 2016
  • Updated: 20 December 2016, 09:27 PM IST

Sports

Latest News

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା କ୍ୟାବିନେଟ୍‌ ବୈଠକରେ ୧୪ଟି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ବୈଠକ ପରେ ଏ ନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପାଢ଼ୀ ସୂଚନା ଦେଇଥିଲେ।

ବୈଠକରେ ବିଜୁ ଗ୍ରାମ୍ୟଜ୍ୟୋତି ଯୋଜନାରେ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରି ମିଳିଛି। ସଂଶୋଧିତ ପ୍ରସ୍ତାବ ଅନୁସାରେ ପ୍ରତି ବ୍ଲକ ପାଇଁ ଆର୍ଥିକ ସୀମାକୁ ବୃଦ୍ଧି କରାଯାଇଛି। ଏହି ଯୋଜନାରେ ଏଣିକି ଅଣ ଆଦିବାସୀ ବ୍ଲକ ପାଇଁ ୧ କୋଟି ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରାଯାଇପାରିବ। ପୂର୍ବରୁ ବ୍ଲକ ପାଇଁ ବାର୍ଷିକ ଆର୍ଥିକ ସୀମା ୫୦ ଲକ୍ଷ ଥିଲା।

ସେହିପରି ୫ଟି ଜିଲ୍ଲାରେ ୫୪ଟି ମେଗା ଲିଫ୍ଟ ଇରିଗେସନ ପ୍ରକଳ୍ପର ଟେଣ୍ଡରକୁ କ୍ୟାବିନେଟ୍‌ର ମୋହର ଲାଗିଛି। ଏସବୁ ଜିଲ୍ଲାର ୨୩ଟି ବ୍ଲକର ୬୨,୦୦୦ ହେକ୍ଟର ଜମି ଜଳସେଚନ ପାଇଁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୧୮୦୦ କୋଟିର ବ୍ୟୟବରାଦ କରାଯାଇଛି। ସେହିପରି ନୂଆ କରି ଓଡ଼ିଶା ଷ୍ଟେଟ୍‌ ଲିଗାଲ ସର୍ଭିସ କ୍ୟାଡର ଗଠନ କରାଯିବାକୁ ମଞ୍ଜୁରି ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story