ଗୁଡ଼ି ଉଡ଼ାଇବା ପାଇଁ ଭଡା ଦେବାକୁ ପଡ଼ୁଛି ୧୫ ହଜାର ଟଙ୍କା: ଜାଣନ୍ତୁ କେଉଁଠି ଓ କାହିଁକି ?

ଅହମ୍ମଦାବାଦ: ମକର ସଂକ୍ରାନ୍ତିରେ କାହିଁ କେଉଁ କାଳରୁ ଗୁଡ଼ି ଉଡ଼ାଇବାର ପରମ୍ପରା ରହିଛି। ଆମ ରାଜ୍ୟରେ ମଧ୍ୟ ଛୋଟଠାରୁ ବୟସ୍କ ପର୍ଯ୍ୟନ୍ତ ଗୁଡି ଉଡ଼ାଇବାର ମଜା ନେଇଥାନ୍ତି। ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବ ଏହି ପରମ୍ପରା ଏବେ ବ୍ୟବସାୟରେ ପରିଣତ ହୋଇଛି। ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାକୁ ନେଇ ଗୁଜରାଟରେ ଚାଲିଛି ବ୍ୟବସାୟ। ଏଠାରେ ଛାତ ଗୁଡ଼ି ଉଡ଼ାଇବା ପାଇଁ ଭଡାରେ ଦିଆଯାଉଛି। ମଜାଦାର କଥା ହେଲା, ଛାତ ଭଡ଼ାରେ ନେବାକୁ ଲୋକଙ୍କ ଲମ୍ବା ଲାଇନ୍‌ ଲାଗୁଛି। […]

kite

kite

Rakesh Mallick
  • Published: Sunday, 14 January 2018
  • Updated: 14 January 2018, 03:06 PM IST

Sports

Latest News

ଅହମ୍ମଦାବାଦ: ମକର ସଂକ୍ରାନ୍ତିରେ କାହିଁ କେଉଁ କାଳରୁ ଗୁଡ଼ି ଉଡ଼ାଇବାର ପରମ୍ପରା ରହିଛି। ଆମ ରାଜ୍ୟରେ ମଧ୍ୟ ଛୋଟଠାରୁ ବୟସ୍କ ପର୍ଯ୍ୟନ୍ତ ଗୁଡି ଉଡ଼ାଇବାର ମଜା ନେଇଥାନ୍ତି। ତେବେ ଜାଣିଲେ ଆଶ୍ଚର୍ଯ୍ୟ ହେବ ଏହି ପରମ୍ପରା ଏବେ ବ୍ୟବସାୟରେ ପରିଣତ ହୋଇଛି। ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାକୁ ନେଇ ଗୁଜରାଟରେ ଚାଲିଛି ବ୍ୟବସାୟ। ଏଠାରେ ଛାତ ଗୁଡ଼ି ଉଡ଼ାଇବା ପାଇଁ ଭଡାରେ ଦିଆଯାଉଛି। ମଜାଦାର କଥା ହେଲା, ଛାତ ଭଡ଼ାରେ ନେବାକୁ ଲୋକଙ୍କ ଲମ୍ବା ଲାଇନ୍‌ ଲାଗୁଛି। ଏହି ଭଡ଼ା କେତେ ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ। ଗୁଜରାଟର ଅହମ୍ମଦାବାଦ୍‌ରେ ୧୦୦ ନୁହେଁ କି ୨୦୦ ନୁହେଁ ଗୋଟେ ଗୋଟେ ଛାତ ଭଡ଼ାରେ ନେବାକୁ ଲୋକେ ୧୨ରୁ ୧୫ ହଜାର ଟଙ୍କା ଦେଉଛନ୍ତି। ଏହି ଭଡ଼ା ମାତ୍ର ଗୋଟିଏ ଦିନ ପାଇଁ।

ସାରା ଦେଶରେ ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ା ଯାଇଥାଏ। ଏହାର ଫାଇଦା ଅହମ୍ମଦାବାଦ୍‌ରେ ବଡ଼ ଛାତ ଥିବା ଲୋକେ ଉଠାଉଛନ୍ତି। ଯେଉଁମାନଙ୍କ ଘରେ ଛାତ ନାହିଁ ଓ ଯେଉଁମାନଙ୍କ ଘରର ଛାତ ଗୁଡ଼ି ଉଡ଼ାଇବା ପାଇଁ ଉପଯୁକ୍ତ ନୁହେଁ ସେମାନେ ଏପରି ଛାତ ଭଡ଼ାରେ ନେଇ ଗୁଡ଼ି ଉଡ଼ାଉଛନ୍ତି।

uttrayan-4ଛତ ଭଡ଼ାକୁ ନେବାକୁ ହେଲେ ଘର ମାଲିକଙ୍କ ଜଣେ ପରିଚିତ ଲୋକର ରେଫରେନ୍ସ ଦେବାକୁ ପଡୁଛି। ରେଫରେନ୍ସ ଦେବା ପରେ ହିଁ ଛାତ ଭଡ଼ାରେ ମିଳିବ। ଛାତ ଉପରେ ଘର ମାଲିକ ବ୍ୟବହାର ପାଇଁ ୧୦ଟି ଚେୟାର ଦେଉଛନ୍ତି। ଗାଧୁଆ ଘର ବ୍ୟବହାରର ଅନୁମତି ମିଳୁଛି। ଏହା ବ୍ୟତୀତ ଘର ମାଲିକ ଆଉ କିଛି ସୁବିଧା ଦେଇ ନଥାଏ।

ଅହମ୍ମଦାବାଦ୍‌ର ନରୱି ମୋଦିଙ୍କ କହିବା କଥା ହେଲା, ପୁରୁଣା ଅହମ୍ମଦାବାଦରେ ବ୍ୟବସାୟୀକ ନବୀକରଣ ହେବା ପରେ ଲୋକେ ସହରକୁ ଯାଇ ବିଭିନ୍ନ ସ୍ଥାନରେ ରହିବାକୁ ଲାଗିଲେ। ଏହାସତ୍ତ୍ୱେ ସେମାନେ ଗୁଡ଼ି ଉଡ଼ାଇବାକୁ ପୁରୁଣା ଅହମ୍ମଦାବାଦକୁ ଆସୁଛନ୍ତି। କୌଣସି ପରିଚିତଙ୍କ ଘରକୁ ଯାଇ ଛତରେ ଗୁଡ଼ି ଉଡାଇବାକୁ କିଛି ଲୋକ ପସନ୍ଦ କରୁ ନଥିଲେ। ଏହାପରେ ଏହି ଛାତ ଭଡ଼ାରେ ନେବା ପରମ୍ପରା ଆରମ୍ଭ ହୋଇଛି। ଲୋକେ ଗ୍ରୁପ୍‌ରେ ଆସି ଛାତ ଭଡ଼ାରେ ନେଇ ଗୁଡ଼ି ଉଡାଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story