୧୬ ନଭେମ୍ୱର, ଗୁରୁବାର: ଜାଣନ୍ତୁ କେଉଁ ରାଶି ଲୋକଙ୍କର ଆଜି କର୍ମକ୍ଷେତ୍ରରେ ସମସ୍ୟା ଦେଖାଯାଇପାରେ

ମେଷ: ଆର୍ଥିକ ସ୍ଥିତି ମଜଭୁତ ରହିବ। ଲମ୍ୱାଯାତ୍ରାରେ ଯାଇପାରନ୍ତି। ଆପଣଙ୍କ ଘରକୁ ଅତିଥି ଆସି ପାରନ୍ତି। ବୃଷ: ଦିନସାରା ବ୍ୟସ୍ତ ରହିବେ। ଦୀର୍ଘ ଦିନରୁ ଭେଟିବାକୁ ବ୍ୟାକୁଳ ହେଉଥିବା ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇପାରେ। ଉପହାର ଓ ଅର୍ଥ ମିଳିପାରେ। ମିଥୁନ: ଆଜି ଆପଣ କାର୍ଯ୍ୟ ବ୍ୟସ୍ତ ରହିବେ। ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ଭଲ ଫଳ ମିଳିବ। ଖାଇବା-ପିଇବା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। କର୍କଟ: ଚାକିରି କ୍ଷେତ୍ରରେ ଦାୟିତ୍ୱ ବଢ଼ିବ। ସହକର୍ମୀ ଓ ଉଚ୍ଚ […]

zodaic

zodaic

Rakesh Mallick
  • Published: Thursday, 16 November 2017
  • Updated: 16 November 2017, 07:30 AM IST

Sports

Latest News

ମେଷ: ଆର୍ଥିକ ସ୍ଥିତି ମଜଭୁତ ରହିବ। ଲମ୍ୱାଯାତ୍ରାରେ ଯାଇପାରନ୍ତି। ଆପଣଙ୍କ ଘରକୁ ଅତିଥି ଆସି ପାରନ୍ତି।

ବୃଷ: ଦିନସାରା ବ୍ୟସ୍ତ ରହିବେ। ଦୀର୍ଘ ଦିନରୁ ଭେଟିବାକୁ ବ୍ୟାକୁଳ ହେଉଥିବା ବ୍ୟକ୍ତିଙ୍କ ସହିତ ସାକ୍ଷାତ ହୋଇପାରେ। ଉପହାର ଓ ଅର୍ଥ ମିଳିପାରେ।

ମିଥୁନ: ଆଜି ଆପଣ କାର୍ଯ୍ୟ ବ୍ୟସ୍ତ ରହିବେ। ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ଭଲ ଫଳ ମିଳିବ। ଖାଇବା-ପିଇବା ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ।

କର୍କଟ: ଚାକିରି କ୍ଷେତ୍ରରେ ଦାୟିତ୍ୱ ବଢ଼ିବ। ସହକର୍ମୀ ଓ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ସୁସ୍ୱାଦୁ ଖାଦ୍ୟ ଖାଇବେ। ମନ ଶାନ୍ତ ରହିବ।

ସିଂହ: ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଆଜି ଆପଣଙ୍କର ଯାତ୍ରା ଯୋଗ ରହିଛି। ବନ୍ଧୁମାନଙ୍କ ସହିତ କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି।

କନ୍ୟା: ଅନାବଶ୍ୟକ କାରଣରୁ ଚାକିରି କ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ। ଏପରି କ୍ଷେତ୍ରରେ ସାଥୀଠାରୁ ସହଯୋଗ ମିଳିବ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଘରକୁ କୌଣସି ବନ୍ଧୁଙ୍କ ଆଗମନ ହୋଇପାରେ।

ତୁଳା: ଆଜି କୌଣସି ସୂତ୍ରରୁ ଅର୍ଥ ମିଳିପାରେ। ଅଟକିଥିବା କାମ ସଂପନ୍ନ ହୋଇପାରେ। ଉପହାର ଓ ସମ୍ମାନ ମିଳିବ।

ବିଛା: କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ। ସ୍ୱାସ୍ଥ୍ୟପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ତେଣୁ ଦେଖିଚାହିଁ ଅର୍ଥ ବ୍ୟୟ କରନ୍ତୁ।

ଧନୁ: ଘରକୁ ଅତିଥି ଆସିପାରନ୍ତି। କଥା ଓ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ରାସ୍ତାରେ ଯିବାଆସିବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।

ମକର: ସମ୍ପତ୍ତି ଲାଭ ହୋଇପାରେ। ଚାକିରି ପରିବର୍ତ୍ତନ କରିପାରନ୍ତି। ଆଜି ଆପଣ ଯାହା ଯୋଜନା କରିଛନ୍ତି, ତାହାକୁ ଗୋପନ ରଖନ୍ତୁ। ଶତ୍ରୁମାନେ ପରାସ୍ତ ହେବେ।

କୁମ୍ଭ: କ୍ୟାରିୟରକୁ ନେଇ ଚିନ୍ତା କରୁଥିଲେ, ସେଥିରୁ ଲାଘବ ମିଳିପାରେ। କର୍ମକ୍ଷେତ୍ରରେ ସମସ୍ତ କାର୍ଯ୍ୟ ଭଲରେ ଭଲରେ ସଂପନ୍ନ ହେବ। ବ୍ୟବସାୟ କ୍ଷେତ୍ରରେ ଥିବା ଲୋକେ ଭଲ ଲାଭ କରିବେ। ବାଦବିବାଦଠାରୁ ଦୂରେଇ ରହନ୍ତୁ।

ମୀନ: ଆଜି ବନ୍ଧୁବାନ୍ଧବଙ୍କୁ ନେଇ କୌଣସି ସମସ୍ୟା ଦେଖାଦେଇପାରେ। ଆର୍ଥିକ କ୍ଷତିରୁ ବଞ୍ଚିବାକୁ ଚେଷ୍ଟା କରନ୍ତୁ। ନିଜ ବ୍ୟବହାର ଉପରେ ଧ୍ୟାନ ଦିଅନ୍ତୁ। ଅନ୍ୟକୁ ବାଧିଲା ପରି ଶବ୍ଦ ପ୍ରୟୋଗ କରନ୍ତୁ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story