ରାଜ୍ୟ ରାଜନୀତିର ୧୮ ଚ୍ୟାଲେଞ୍ଜ: କେମିତି କରିବେ ମୁକାବିଲା ?
୧. ଦଳ ଭିତରେ ଥିବା ଅର୍ନ୍ତଦ୍ୱନ୍ଦ ଦୂର। ବିଶେଷ କରି ବିଧାୟକଙ୍କ ବିରୋଧରେ ନିଜ ନିର୍ବାଚନ ମଣ୍ଡଳୀରେ ନେତାଙ୍କ ମନରେ ଥିବା ଅସନ୍ତୋଷ ନବୀନଙ୍କୁ ୧୮ରେ ଅଠାକାଠିରେ ପକାଇପାରେ।
୨. ସରକାରୀ ବିରୋଧୀ ହାୱାର ଗତି। ୧୮ ବର୍ଷର ଶାସନ କାଳରେ ଅନେକ ପ୍ରସଙ୍ଗରେ ଲୋକଙ୍କ ମନରେ ସରାକରଙ୍କ ବିରୋଧରେ ଅସନ୍ତୋଷ ସୃଷ୍ଟି ହୋଇଛି। ଏ ହାୱା ୧୮ରେ  ବେଶି ଅଡୁଆ ଆଣିପାରେ।
୩. ୧୧୭ ବିଧାୟକଙ୍କ ଭିତରୁ ୨୦୧୯ ନିର୍ବାଚନରେ କାହାକୁ ରଖିବେ କାହାକୁ ଛାଡିବେ ନୀବନଙ୍କ ପାଇଁ ଚ୍ୟାଲେଞ୍ଜ ହେବ। ସେଥିପାଇଁ ୧୮ରେ ହିଁ ଏକ୍ସସରସାଇଜ କରିବାକୁ ପଡିବ।
୪. ନିଜେ ଘୋଷଣା କରିଥିବା ବା କରିବାକୁ ଥିବା ଯୋଜନା ଗୁଡିକର ସଫଳ ରୂପାୟନ କରିବା ଯୋଜନାଗୁଡ଼ିକ ଯଦି ଲୋକଙ୍କ ପାଖକୁ ନ ଯାଇ ବାଟବଣା ହୁଏ ତେବେ ନିର୍ବାଚନ ବେଳ ବୁମେରାଂ ହୋଇପାରେ।
୫. ବ୍ରାଣ୍ଡ ନବୀନକୁ ଆଗକୁ ନେଇ ଭାବମୁର୍ତ୍ତି ଅକ୍ଷୁର୍ଣ୍ଣ ରଖିବା।
୬. ନବୀନ ସ୍ପଷ୍ଟ ଓଡିଆ କହିବା ଓ ବିନା ଟେଲି ପ୍ରମ୍ପଟରରେ ଭାଷଣ ଦେବା ବି ଚ୍ୟାଲେଞ୍ଜ ହେବ।
୧. ଦଳ ଭିତରେ ଅନ୍ତଦ୍ୱନ୍ଦ ଦୂର ହେବ ବଡ ଚ୍ୟାଲେଞ୍ଜ। କାରଣ ୧୮ରେ ସଂଗଠନ ମଜବୁତ ନ ହେଲେ ସବୁ ଦମ୍ଭ ଫେଲ ମାରିବ।
୨. ବ୍ରାଣ୍ଡ ମୋଦିଙ୍କୁ ପ୍ରତିଟି ଓଡିଆଙ୍କ ପାଖରେ ପହଁଞ୍ଚାଇବା ଓ କେନ୍ଦ୍ରୀୟ ଯୋଜନାର ଲାଭ ଓଡିଶା କେତେ ପାଉଛି ଲୋକଙ୍କୁ ଜଣାଇବା।
୩. ଅନ୍ୟ ଦଳରୁ ଆମଦାନୀ କରିଥିବା ନେତାଙ୍କୁ ତୁଷ୍ଟିକରଣ। ପଞ୍ଚାୟତ ଫଳାଫଳ ପରେ ଦଳକୁ ଆସିଥିବା ୩୦ରୁ ଅଧିକ ନେତା ଓ ଆଗକୁ ଆସିବାକୁ ଥିବା ନେତାଙ୍କୁ ସନ୍ତୁଷ୍ଟ କରିବା  କାଠିକର ପାଠ ହେବ।
୪. ବିଜୟ ଓ ଦିଲୀପଙ୍କ ପାଇଁ ୨୦୧୮ରେ ଅଠାକାଠିରେ ପଡି ପାରନ୍ତି ଧର୍ମେନ୍ଦ୍ର।
୫. ନିଜେ କେଉଁ ବିଧାନସଭା ଆସନରୁ ଲଢିବେ ସେ ନେଇ ଥିବା ଦ୍ୱନ୍ଦ୍ୱ ଦୂର କରିବାକୁ ପଡିବ ଧର୍ମେନ୍ଦ୍ରଙ୍କୁ। କିଛିଦିନ ତଳେ ୨୦୧୯ ନିର୍ବାଚନରେ ଲଢିବାର ଦମ୍ଭ ଦେଖାଇଥିବା ଧର୍ମେନ୍ଦ୍ର  ମଇଦାନକୁ ନ ଓହ୍ଲେଇଲେ ବିରୋଧୀଙ୍କ ଆଖିରେ ମିଛୁଆ ରାଧୁଆ ହୋଇଯିବେ।
୬. ରାଜ୍ୟ ସରକାରଙ୍କ ବିରୋଧରେ ଥିବା ହାୱାର ଫାଇଦା ନେବା। ଅନେକ ପ୍ରସଙ୍ଗକୁ ନେଇ ଦଳ ରାସ୍ତାକୁ ଓହ୍ଲାଉଥିଲେ ବି ନେତା କାହାକୁ ଅସ୍ତ୍ର କରିବ, ତାହା ସହଜ ହେବନି।
୧. ପିସିସି ମୁଖିଆଙ୍କ ପାଇଁ ଗାଦି ସୁରକ୍ଷିତ ରଖିବା ବଡ ଚ୍ୟାଲେଞ୍ଜ ରହିବ।
୨. ବର୍ଷ ଶେଷରେ ପ୍ରସାଦ ପୁଣି ଦୋହରାଇଥିବା ‘ମୁଁ ନୁହେଁ ଆମେ’ ନାରାକୁ କାମରେ କରି ଦେଖାଇବା ବି ଚ୍ୟାଲେଞ୍ଜ ହେବ।
୩. କଂଗ୍ରେସର ପାରମ୍ପରିକ ଭୋଟ ବ୍ୟାଙ୍କକୁ ଅକ୍ଷୁର୍ଣ୍ଣ ରଖିବା। ପଞ୍ଚାୟତ ନିର୍ବାଚନରେରେ ଲୋକ ମୁହଁ ଫେରାଇ ନେଥିବା ବେଳେ ଏବେ ରାହୁଲଙ୍କ ଆଶା ପୂରଣ କରିବାର ପ୍ରସାଦଙ୍କ ପାଇଁ ଆହ୍ୱାନ।
୪. ପ୍ରସାଦ ମଙ୍ଗ ଧରିବା ପରେ ଅନେକ ନେତା କଂଗ୍ରେସର ହାତ ଛାଡିଲେଣି। ଦଳ ଛାଡୁଥିବା ନେତାଙ୍କୁ ମନେଇବା ମଧ୍ୟ ତାଙ୍କ ପାଇଁ ଚ୍ୟାଲେଞ୍ଜ ହେବ।
୫. କଂଗ୍ରେସ ଯେ ବିକଳ୍ପ ହୋଇ ଉଭା ହେବ ଲୋକଙ୍କ ମନରେ ସେ ବିଶ୍ୱାସ ଫେରାଇ ଆଣିବା।
୬. କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଥିବା ପ୍ରସଙ୍ଗକୁ ଲୋକଙ୍କ ପାଖକୁ ନେବା ବି ୧୮ରେ ନେତାଙ୍କ ପାଇଁ ଚ୍ୟାଲେଞ୍ଜ ହେବ।
୨୦୧୮ର ଚ୍ୟାଲେଞ୍ଜକୁ ନେଇ କ’ଣ କହୁଛନ୍ତି ତିନି ଦଳର ନେତା ଦେଖନ୍ତୁ ଏ ଭିଡିଓ।
Ordigital Desk
  • Published: Monday, 01 January 2018
  • Updated: 01 January 2018, 10:04 PM IST
Sports
Latest News
୫. ବ୍ରାଣ୍ଡ ନବୀନକୁ ଆଗକୁ ନେଇ ଭାବମୁର୍ତ୍ତି ଅକ୍ଷୁର୍ଣ୍ଣ ରଖିବା।
୬. ନବୀନ ସ୍ପଷ୍ଟ ଓଡିଆ କହିବା ଓ ବିନା ଟେଲି ପ୍ରମ୍ପଟରରେ ଭାଷଣ ଦେବା ବି ଚ୍ୟାଲେଞ୍ଜ ହେବ।
୪. ବିଜୟ ଓ ଦିଲୀପଙ୍କ ପାଇଁ ୨୦୧୮ରେ ଅଠାକାଠିରେ ପଡି ପାରନ୍ତି ଧର୍ମେନ୍ଦ୍ର।
୧. ପିସିସି ମୁଖିଆଙ୍କ ପାଇଁ ଗାଦି ସୁରକ୍ଷିତ ରଖିବା ବଡ ଚ୍ୟାଲେଞ୍ଜ ରହିବ।
୫. କଂଗ୍ରେସ ଯେ ବିକଳ୍ପ ହୋଇ ଉଭା ହେବ ଲୋକଙ୍କ ମନରେ ସେ ବିଶ୍ୱାସ ଫେରାଇ ଆଣିବା।
୨୦୧୮ର ଚ୍ୟାଲେଞ୍ଜକୁ ନେଇ କ’ଣ କହୁଛନ୍ତି ତିନି ଦଳର ନେତା ଦେଖନ୍ତୁ ଏ ଭିଡିଓ।
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos