ମେଷ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ। ଆର୍ଥିକ ସ୍ଥିତି ଭଲ ରହିବ।
ବୃଷ: ବ୍ୟସ୍ତ ରହିବେ। ଅର୍ଥ ପ୍ରାପ୍ତିର ଯୋଗ ରହିଛି। ବାଦ-ବିବାଦଠାରୁ ଦୂରେଇ ରୁହନ୍ତୁ।
ମିଥୁନ: ସମସ୍ୟାର ସମାଧାନ ହେବ। ଛାତ୍ରଛାତ୍ରୀମାନେ ସଫଳତା ପାଇବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।।
କର୍କଟ: ଅସୁସ୍ଥ ଅନୁଭବ କରିବେ। ଯାନବାହନ କିଣି ପାରନ୍ତି। ପରିବାରରେ ସୁଖ ଓ ଶାନ୍ତିର ବାତାବରଣ ରହିବ।
ସିଂହ: ଅର୍ଥ ପ୍ରାପ୍ତିର ଯୋଗ ରହିଛି। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ସାହାସର ସହ କାମ କରନ୍ତୁ।
କନ୍ୟା: ଆର୍ଥିକ ସଙ୍କଟ ଦୂର ହୋଇପାରେ। ନିଜ କର୍ତ୍ତବ୍ୟ ଠିକ୍ ଭାବେ କରନ୍ତୁ। ଘରେ ସୁଖ ଓ ଶାନ୍ତିର ବାତାବରଣ ରହିବ।
ତୁଳା: ଆର୍ଥିକ ସ୍ଥିତି ଭଲ ରହିବ। ଧୀରେ ସୁସ୍ଥେ କାର୍ଯ୍ୟ କରନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।
ବୃଷ: ବ୍ୟସ୍ତତା ଭିତରେ ରହିବେ। ଅସୁସ୍ଥ ଅନୁଭବ କରିବେ। ସନ୍ଧ୍ୟା ବେଳେ କୌଣସି ଶୁଭ ଖବର ଶୁଣି ପାରନ୍ତି।
ଧନୁ: ନୂତନ କାର୍ଯ୍ୟ କରିବା ପାଇଁ ଯୋଜନା କରି ପାରନ୍ତି। ବ୍ୟବସାୟରେ ଲାଭବାନ ହେବେ। ମାନ-ସମ୍ମାନ ମିଳିବ।
ମକର: ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟାର ସମାଧାନର ହେବ। ପାରିବାରରେ ସୁଖ ଓ ଶାନ୍ତିର ବାତାବରଣ ରହିବ। ଅର୍ଥ ପ୍ରାପ୍ତିର ଯୋଗ ରହିଛି।
କୁମ୍ଭ: ବ୍ୟସ୍ତ ଭିତରେ ରହିବେ। ଉପହାର ମିଳିବ। ନକାରାତ୍ମକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ।
ମୀନ: ପରିବାରରେ ସୁଖ ଓ ଶାନ୍ତିର ବାତାବରଣ ରହିବ। ଖର୍ଚ୍ଚ ବଢ଼ିବ। ବିବାହ ସ୍ଥିର ହୋଇପାରେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।