୨୬ ନେଭେମ୍ବର, ରବିବାର: ଜାଣନ୍ତୁ ଆଜି କେଉଁ ରାଶିର ଲୋକେ ପାନ ଓ ଗୁଡ଼ ଖାଇ ଘରୁ ବାହାରିବା ଉଚିତ

ମେଷ: ଦୂରଯାତ୍ରା କରିପାରନ୍ତି। ଅବସର ବିନୋଦନ ଲାଗି ସମୟ ପାଇବେ। ସମ୍ମାନ ପ୍ରାପ୍ତିର ଯୋଗ ମଧ୍ୟ ରହିଛି। ବୃଷ: ସମ୍ମାନ ବୃଦ୍ଧି ସହ ମାଲିମକଦ୍ଦମାରେ ବିଜୟ ଲାଭ କରିବେ। ଦିନଟି ମଉଜ ମଜ୍‌ଲିସ୍‌ରେ କଟିବ। ମିଥୁନ: ପାରିବାରିକ ସମସ୍ୟାର ଅନ୍ତ ଘଟିବ । କାହା ସହିତ ମତଭେଦ ଥିଲେ ଆଜି ତାହା ଦୂର ହେବ। ଦେଖି ଚାହିଁ ଅର୍ଥ ବ୍ୟୟ କରନ୍ତୁ। କର୍କଟ: ପ୍ରେମ ଜନିତ ସମସ୍ୟାରେ ପଡ଼ିପାରନ୍ତି।  ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। […]

zodaic

zodaic

Rakesh Mallick
  • Published: Sunday, 26 November 2017
  • Updated: 26 November 2017, 07:15 AM IST

Sports

Latest News

ମେଷ: ଦୂରଯାତ୍ରା କରିପାରନ୍ତି। ଅବସର ବିନୋଦନ ଲାଗି ସମୟ ପାଇବେ। ସମ୍ମାନ ପ୍ରାପ୍ତିର ଯୋଗ ମଧ୍ୟ ରହିଛି।

ବୃଷ: ସମ୍ମାନ ବୃଦ୍ଧି ସହ ମାଲିମକଦ୍ଦମାରେ ବିଜୟ ଲାଭ କରିବେ। ଦିନଟି ମଉଜ ମଜ୍‌ଲିସ୍‌ରେ କଟିବ।

ମିଥୁନ: ପାରିବାରିକ ସମସ୍ୟାର ଅନ୍ତ ଘଟିବ । କାହା ସହିତ ମତଭେଦ ଥିଲେ ଆଜି ତାହା ଦୂର ହେବ। ଦେଖି ଚାହିଁ ଅର୍ଥ ବ୍ୟୟ କରନ୍ତୁ।

କର୍କଟ: ପ୍ରେମ ଜନିତ ସମସ୍ୟାରେ ପଡ଼ିପାରନ୍ତି।  ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ସମ୍ଭବ ହେଉଛି ତ ଘରୁ ବାହାରିବା ବେଳେ ପାନ ଖାଇ ବାହାରନ୍ତୁ। ଦେଖିବେ ଶୁଭଫଳ ପାଇବେ।

ସିଂହ: ଜୀବନସାଥୀଙ୍କ ସହ ସମ୍ପର୍କ ଆହୁରି ମଜଭୁତ ହେବ । ଧନ ଲାଭର ଯୋଗ ରହିଛି । କୌଣସି ଧାର୍ମିକ କାର୍ଯ୍ୟରେ ଦିନଟି କଟିବ।

କନ୍ୟା: ଜୀବନରେ ବଡ଼ ପରିବର୍ତ୍ତନ ଆସିପାରେ । ପାରିବାରିକ ବିବାଦରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ। ଦାମୀ ବସ୍ତୁ କିଣିବା ପାଇଁ ଯୋଜନା କରିବେ।

ତୁଳା: ଅଟକି ଯାଇଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ।  କ୍ୟାରିୟରରେ ସଫଳତା ହାସଲ କରିବେ।  ମିଠା ମିଠା କଥା କହି ସମସ୍ତଙ୍କ ମନ ଜିଣିବେ।

ବିଛା: ନିଷ୍ପତ୍ତି ନେବା ଆଗରୁ ଭଲ ଭାବେ ବିଚାର କରନ୍ତୁ ଓ ଅନ୍ୟମାନଙ୍କର ପରାମର୍ଶ ନିଅନ୍ତୁ। ଠକାମୀରେ ପଡ଼ିପାରନ୍ତି । ତେଣୁ ସତର୍କ ରୁହନ୍ତୁ। ଗୁଡ଼ ଖାଇ ଘରୁ ବାହାରନ୍ତୁ, ଦେଖିବେ ଭଲ ଫଳ ମିଳିବ ।

ଧନୁ: ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ। ଆଣ୍ଠୁଗଣ୍ଠି ସମସ୍ୟାରେ ପଡ଼ିପାରନ୍ତି । ଅର୍ଥପ୍ରାପ୍ତିର ଯୋଗ ରହିଛି।

ମକର: ଧନପ୍ରାପ୍ତି ଯୋଗ ରହିଛି । ମାନସମ୍ମାନ ମଧ୍ୟ ମିଳିପାରେ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ଯୋଜନା ଅନୁଯାୟୀ କାର୍ଯ୍ୟ ସଂପନ୍ନ ହେବ।

କୁମ୍ଭ: ମାନସମ୍ମାନ ମିଳି଼ବ । ହଠାତ୍‌ କୌଣସି ଖୁସି ଖବର ପାଇପାରନ୍ତି। ଦିନଟି ଭଲରେ କଟିବ। ପରିବାର ଲୋକଙ୍କୁ ଅଧିକ ସମୟ ଦେବେ।

ମୀନ: ଧନହାନି ଯୋଗ ରହିଛି। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ରାଗ ଉପରେ ବି ନିୟନ୍ତ୍ରଣ ରଖନ୍ତୁ। ନହେଲେ କାର୍ଯ୍ୟ ବିଗିଡ଼ି ଯାଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos