୩ଟାରୁ ଗୃହ କାର୍ଯ୍ୟ ଆରମ୍ଭ: ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା, ଶିକ୍ଷା ସଂଶୋଧନ ବିଲ ଆଗତ

ଭୁବନେଶ୍ୱର: ଆଜି ବିଧାନସଭା ଆରମ୍ଭରୁ ୧ ମିନିଟ୍ ଚାଲିବା ପରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରିଥିଲେ।  ୩ଟା ପରେ ଗୃହ ଆରମ୍ଭ ହୋଇଛି । ବିରୋଧୀ ପୁଣି ପ୍ରକାଶ ମିଶ୍ର ପ୍ରସଙ୍ଗ ଉଠାଇଛନ୍ତି  ବିରୋଧୀ ଦଳ ନେତା ନରସିଂହ ମିଶ୍ର। ସେ ମୁଲତବି ନୋଟିସ୍ ଅଗ୍ରାହ୍ୟ ପୁନର୍ବିଚାର ପାଇଁ ଦାବି କରିଛନ୍ତି।  ମୁଲତବି ନୋଟିସର ପୁନର୍ବିଚାର ନ ହେବା ଯାଏଁ ପ୍ରତିବାଦ କରାଯିବ। ଗୁରୁତ୍ୱପୂର୍ଣ୍ଣ ବିଲ୍  ଆଲୋଚନାରେ ସହଯୋଗ କରିବୁ ବୋଲି ସେ […]

assembly

assembly

Rakesh Mallick
  • Published: Thursday, 20 August 2015
  • Updated: 20 August 2015, 11:40 AM IST

Sports

Latest News

ଭୁବନେଶ୍ୱର: ଆଜି ବିଧାନସଭା ଆରମ୍ଭରୁ ୧ ମିନିଟ୍ ଚାଲିବା ପରେ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରିଥିଲେ।  ୩ଟା ପରେ ଗୃହ ଆରମ୍ଭ ହୋଇଛି । ବିରୋଧୀ ପୁଣି ପ୍ରକାଶ ମିଶ୍ର ପ୍ରସଙ୍ଗ ଉଠାଇଛନ୍ତି  ବିରୋଧୀ ଦଳ ନେତା ନରସିଂହ ମିଶ୍ର। ସେ ମୁଲତବି ନୋଟିସ୍ ଅଗ୍ରାହ୍ୟ ପୁନର୍ବିଚାର ପାଇଁ ଦାବି କରିଛନ୍ତି।  ମୁଲତବି ନୋଟିସର ପୁନର୍ବିଚାର ନ ହେବା ଯାଏଁ ପ୍ରତିବାଦ କରାଯିବ। ଗୁରୁତ୍ୱପୂର୍ଣ୍ଣ ବିଲ୍  ଆଲୋଚନାରେ ସହଯୋଗ କରିବୁ ବୋଲି ସେ କହିଛନ୍ତି। ଏହାସହ ବ୍ଲକ୍ ଗ୍ରାଣ୍ଟ ଶିକ୍ଷକଙ୍କ ସମସ୍ୟା ଦୂର ଲାଗି ସରକାର ଆବଶ୍ୟକ ପଦକ୍ଷେପ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି। ବିଧାନସଭାରେ ଆଜି ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ସଂଶୋଧନ ଓ ଓଡ଼ିଶା ଶିକ୍ଷା ସଂଶୋଧନ ବିଲ ଆଗତ ହୋଇଥିଲା । କଂଗ୍ରେସର ମୁଲତବି ନୋଟିସକୁ ବାଚସ୍ପତି ରୁଲିଂ କରିଦେଇଛନ୍ତି । କଂଗ୍ରେସ ମୁଲତବି ନୋଟିସ ଜନସ୍ୱାସ୍ଥ୍ୟ ଦୃଷ୍ଟଇରୁ ଜରୁରି ନ ଥିବାରୁ ଅଗ୍ରାହ୍ୟ କରିଦିଆଯାଇଛି ।

ସକାଳେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ କଂଗ୍ରେସ ପୂର୍ବତନ ପୋଲିସ୍ ଡିଜି ପ୍ରକାଶ ମିଶ୍ର ପ୍ରସଙ୍ଗରେ ଆଲୋଚନା କରିବାକୁ ତା’ର ଦାବିକୁ ଦୋହରାଇଥିଲା। ଦଳୀୟ ବିଧାୟକମାନେ ବ୍ୟାନର ଧରି ଗୃହର ମଧ୍ୟଭାଗକୁ ଚାଲି ଆସିଥିଲେ ଓ ନାରାବାଜି କରିଥିଲେ। ଅଚଳାବସ୍ଥା ଦେଖି ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story