ବାଲିଯାତ୍ରାର ତୃତୀୟ ଦିନ: ଚକୁଳି ପିଠା ମାଂସ ତରକାରୀକୁ ମୁଢ଼ି ମାଂସର ମଜା ନିଅନ୍ତୁ

କଟକ: କଟକ ମହାନଦୀ ତଟରେ ଜମୁଛି ବାଲିଯାତ୍ରା।  ଆଜି ବାଲିଯାତ୍ରାର ତୃତୀୟ ଦିନ। ଗତକାଲି ରବିବାର ଥିବାରୁ ଭିଡ଼ ଅଧିକ ଥିଲା।  ଘର କରଣା ସାମଗ୍ରୀ ସହ ବାଲିଯାତ୍ରାର ବେଶ ମଜା ଉଠାଇଥିଲେ ଦର୍ଶକ।  ଏଥର ବାଲିଯାତ୍ରାରେ ଦର୍ଶକ ସୁସ୍ୱାଦ ଖାଦ୍ୟର ବେଶ ମଜା ଉଠାଇଛନ୍ତି। ବାଲିଯାତ୍ରାରେ ବିଭିନ୍ନ ରକମର ଖାଦ୍ୟକୁ ନେଇ ଲାଗିଛି ଷ୍ଟଲ।

ଚକୁଳି ପିଠା ମାଂସ ତରକାରୀ, ବାରିପଦାର ମୁଢ଼ି ମାଂସ ଭଳି ଅନେକ ସୁସ୍ୱାଦ ବ୍ୟଞ୍ଜନର ଷ୍ଟଲରେ ଦର୍ଶକଙ୍କ ଗହଳି ଲାଗିଛି।  ଚଟପଟି ଖାଦ୍ୟ ସାଙ୍ଗକୁ ଭିନ୍ନ ଭିନ୍ନ ପ୍ରକାରର ମିଷ୍ଟାନ୍ନ ମଧ୍ୟ  ଲୋକେ କିଣିବାକୁ ଭୁଲି ନ ଥିଲେ।

ବାଲିଯାତ୍ରାରେ ରାଜ୍ୟ ତଥା ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ବିହାରରୁ ଅନେକ ଦର୍ଶକ ଆସିଥିବା ଦେଖିବାକୁ ମିଳିଛି। ଚଳିତବର୍ଷ ପାଗ ଭଲ ଥିବାରୁ ବେଶ ଦୁଇ ପଇସା ରୋଜଗାର କରିବାକୁ ଆଶା ରଖିଛନ୍ତି ବ୍ୟବସାୟୀ।

Ordigital Desk
• Published: Monday, 06 November 2017
• Updated: 06 November 2017, 08:47 AM IST

Sports

Latest News

କଟକ: କଟକ ମହାନଦୀ ତଟରେ ଜମୁଛି ବାଲିଯାତ୍ରା।  ଆଜି ବାଲିଯାତ୍ରାର ତୃତୀୟ ଦିନ। ଗତକାଲି ରବିବାର ଥିବାରୁ ଭିଡ଼ ଅଧିକ ଥିଲା।  ଘର କରଣା ସାମଗ୍ରୀ ସହ ବାଲିଯାତ୍ରାର ବେଶ ମଜା ଉଠାଇଥିଲେ ଦର୍ଶକ।  ଏଥର ବାଲିଯାତ୍ରାରେ ଦର୍ଶକ ସୁସ୍ୱାଦ ଖାଦ୍ୟର ବେଶ ମଜା ଉଠାଇଛନ୍ତି। ବାଲିଯାତ୍ରାରେ ବିଭିନ୍ନ ରକମର ଖାଦ୍ୟକୁ ନେଇ ଲାଗିଛି ଷ୍ଟଲ।

ଚକୁଳି ପିଠା ମାଂସ ତରକାରୀ, ବାରିପଦାର ମୁଢ଼ି ମାଂସ ଭଳି ଅନେକ ସୁସ୍ୱାଦ ବ୍ୟଞ୍ଜନର ଷ୍ଟଲରେ ଦର୍ଶକଙ୍କ ଗହଳି ଲାଗିଛି।  ଚଟପଟି ଖାଦ୍ୟ ସାଙ୍ଗକୁ ଭିନ୍ନ ଭିନ୍ନ ପ୍ରକାରର ମିଷ୍ଟାନ୍ନ ମଧ୍ୟ  ଲୋକେ କିଣିବାକୁ ଭୁଲି ନ ଥିଲେ।

ବାଲିଯାତ୍ରାରେ ରାଜ୍ୟ ତଥା ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଛତିଶଗଡ଼ ଓ ବିହାରରୁ ଅନେକ ଦର୍ଶକ ଆସିଥିବା ଦେଖିବାକୁ ମିଳିଛି। ଚଳିତବର୍ଷ ପାଗ ଭଲ ଥିବାରୁ ବେଶ ଦୁଇ ପଇସା ରୋଜଗାର କରିବାକୁ ଆଶା ରଖିଛନ୍ତି ବ୍ୟବସାୟୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos