ଓଭରଟେକ୍ ନେଲା ଦୁଇ ଜୀବନ, ଲୋକେ ଜାଳି ଦେଲେ ତିନି ବସ୍‌

<p>ପିପିଲି: ପିପିଲିରେ ସଡ଼କ ଦୁର୍ଘଟଣାରେ ଏକ ଦମ୍ପତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ହାଟଛକରେ ବସ୍-ଲୁନା ଧକ୍କାରୁ ଦମ୍ପତ୍ତିଙ୍କ ମୃତ୍ୟୁ ଘଟିଛି। ମୃତକମାନେ ଯାଜପୁର ଅସରଳା ଗାଁର ବୋଲି ଜଣାପଡ଼ିଛି। ଉତ୍ତ୍ୟକ୍ତ ଲୋକେ ୩ଟି ବସକୁ ଜାଳି ଦେଇଥିବା ସୂଚନା ମିଳିଛି।</p> <p>ପୁରୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଶାରଳା ନାମକ ଏକ ଘରୋଇ ବସ୍ ଏକ ଲୁନାକୁ ଧକ୍କା ଦେଇଥିଲା। ଫଳରେ ଲୁନାରେ ଯାଉଥିବା ଦମ୍ପତ୍ତି ହାଡୁ ଖାଁଏବଂ ତାଙ୍କ ସ୍ତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଉତ୍ତେଜିତ ଲୋକେ ଦୁର୍ଘଟଣା ଘଟାଇଥିବା ବସ୍ ସହ ୩ଟି ବସ୍&zwnj;କୁ ଜାଳି ଦେଇଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଏହି ବସ୍ ଗୁଡ଼ିକ ଓଭରଟେକ୍ କରି ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ଲୋକେ ଅଭିଯୋଗ କରିଛନ୍ତି।</p>

Ordigital Desk
  • Published: Monday, 05 June 2017
  • Updated: 05 June 2017, 11:12 AM IST

Sports

Latest News

<p>ପିପିଲି: ପିପିଲିରେ ସଡ଼କ ଦୁର୍ଘଟଣାରେ ଏକ ଦମ୍ପତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ହାଟଛକରେ ବସ୍-ଲୁନା ଧକ୍କାରୁ ଦମ୍ପତ୍ତିଙ୍କ ମୃତ୍ୟୁ ଘଟିଛି। ମୃତକମାନେ ଯାଜପୁର ଅସରଳା ଗାଁର ବୋଲି ଜଣାପଡ଼ିଛି। ଉତ୍ତ୍ୟକ୍ତ ଲୋକେ ୩ଟି ବସକୁ ଜାଳି ଦେଇଥିବା ସୂଚନା ମିଳିଛି।</p><p>ପୁରୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଶାରଳା ନାମକ ଏକ ଘରୋଇ ବସ୍ ଏକ ଲୁନାକୁ ଧକ୍କା ଦେଇଥିଲା। ଫଳରେ ଲୁନାରେ ଯାଉଥିବା ଦମ୍ପତ୍ତି ହାଡୁ ଖାଁଏବଂ ତାଙ୍କ ସ୍ତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଉତ୍ତେଜିତ ଲୋକେ ଦୁର୍ଘଟଣା ଘଟାଇଥିବା ବସ୍ ସହ ୩ଟି ବସ୍&zwnj;କୁ ଜାଳି ଦେଇଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ଏହି ବସ୍ ଗୁଡ଼ିକ ଓଭରଟେକ୍ କରି ଯାଉଥିବା ବେଳେ ଦୁର୍ଘଟଣା ଘଟିଥିବା ଲୋକେ ଅଭିଯୋଗ କରିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos