ଯେବେ ପାକିସ୍ତାନରେ ମୁସଲମାନ ବେଶରେ ଧରାପଡ଼ିଥିଲେ ଅଜିତ ଡୋଭାଲ...

ନୂଆଦିଲ୍ଲୀ: ଅଜିତ ଡୋଭାଲ। ଏହି ନାଁ ଶୁଣିଲେ ପଡ଼ୋଶୀ ଶତ୍ରୁର ଛାତିରେ ଛନକା ପଶିଯାଏ। ଥରହର ହୋଇଯାଏ ପାକିସ୍ତାନ। ବହୁ ସଫଳ ମିଲିଟାରୀ ଅପରେଶନର ସଫଳ ନାୟକ ହେଉଛନ୍ତି  ଅଜିତ ଡୋଭାଲ। ଭାରତର ବର୍ତ୍ତମାନର ଜାତୀୟ ସୁରକ୍ଷା ପରାମର୍ଶଦାତା ଥିବା ଅଜିତ ଡୋଭାଲଙ୍କୁ ନେଇ ଚୀନ୍ ମଧ୍ୟ ଭୟଭୀତ। ସେ ହାତରେ ଅସ୍ତ୍ର ଧରନ୍ତି ନି।  କିନ୍ତୁ ବିଚକ୍ଷଣ ରଣନୀତିରେ ସେ ଶତ୍ରୁକୁ ନିରସ୍ତ୍ର କରିଦିଅନ୍ତି। ୨୦୧୬ରେ ପିଓକେରେ ସର୍ଜିକାଲ ଷ୍ଟ୍ରାଇକ୍‌ ହେଉ କିମ୍ବା ମ୍ୟାନମାରରେ ଭାରତୀୟ […]

Doval

Doval

Rakesh Mallick
  • Published: Saturday, 06 January 2018
  • Updated: 06 January 2018, 08:03 PM IST

Sports

Latest News

ନୂଆଦିଲ୍ଲୀ: ଅଜିତ ଡୋଭାଲ। ଏହି ନାଁ ଶୁଣିଲେ ପଡ଼ୋଶୀ ଶତ୍ରୁର ଛାତିରେ ଛନକା ପଶିଯାଏ। ଥରହର ହୋଇଯାଏ ପାକିସ୍ତାନ। ବହୁ ସଫଳ ମିଲିଟାରୀ ଅପରେଶନର ସଫଳ ନାୟକ ହେଉଛନ୍ତି  ଅଜିତ ଡୋଭାଲ। ଭାରତର ବର୍ତ୍ତମାନର ଜାତୀୟ ସୁରକ୍ଷା ପରାମର୍ଶଦାତା ଥିବା ଅଜିତ ଡୋଭାଲଙ୍କୁ ନେଇ ଚୀନ୍ ମଧ୍ୟ ଭୟଭୀତ। ସେ ହାତରେ ଅସ୍ତ୍ର ଧରନ୍ତି ନି।  କିନ୍ତୁ ବିଚକ୍ଷଣ ରଣନୀତିରେ ସେ ଶତ୍ରୁକୁ ନିରସ୍ତ୍ର କରିଦିଅନ୍ତି। ୨୦୧୬ରେ ପିଓକେରେ ସର୍ଜିକାଲ ଷ୍ଟ୍ରାଇକ୍‌ ହେଉ କିମ୍ବା ମ୍ୟାନମାରରେ ଭାରତୀୟ ସେନା ପଶି ଉଗ୍ରବାଦୀଙ୍କୁ ନିପାତ ହେଉ ଏସବୁର ଅପରେଶନର ମାଷ୍ଟରମାଇଣ୍ଡ ହେଉଛନ୍ତି ଡୋଭାଲ। ନିକଟରେ ଚୀନକୁ ଚକମା ଦେଇ ସିକିମ ସଙ୍କଟ ଟାଳିବାରେ ଡୋଭାଲଙ୍କ କୂଟନୀତି ବେଶ ପ୍ରଂଶସନୀୟ। ଦେଶର ସୁରକ୍ଷାର କଥା ହେଉ ଅବା ବୈଦେଶିକ ବ୍ୟାପାର ହେଉ ସବୁ ପ୍ରସଙ୍ଗରେ ତାଙ୍କ ପରାମର୍ଶ ଲୋଡ଼ିଥାଆନ୍ତି ମୋଦି। କୌଣସି ଗୁଇନ୍ଦା ଭିତ୍ତିକ ସିନେମାର ରୋମାଞ୍ଚକର କହାଣୀଠାରୁ ଠାରୁ କମ ନୁହେଁ ତାଙ୍କ ଜୀବନୀ। ଶ୍ରତ୍ରୁ ଆଖିରେ ଧୁଳିଦେଇ ସେ  କେତେ ବିପଦ ଓ ମରଣ ମୁହଁରୁ ବର୍ତ୍ତିଛନ୍ତି ତାହା କେବଳ ସେ ନିଜେ ହିଁ ଜାଣିଛନ୍ତି।  ମୋଦି ସରକାର ଆସିବା ପରେ ସେ ଦେଶରେ ଜାତୀୟ ସୁରକ୍ଷା ପରାମର୍ଶଦାତା ପଦରେ ଉପସ୍ଥାପିତ ଅଛନ୍ତି। ଅଜିତ ଡୋଭାଲ’ଙ୍କ ଖତରନାକ୍‌ କାରନାମା ଆଗରେ ଜେମ୍‌ସ ବଣ୍ଡ ବି ଫିକା ପଡ଼ିଯିବେ। ସେଇଥିପାଇଁତ ସେ ଭାରତରେ ଜେମ୍‌ସ ବଣ୍ଡ ରୂପେ ପରିଚିତ। ସେ ଭାରତର ଏକମାତ୍ର ନାଗରିକ ଯାହାଙ୍କୁ ଶାନ୍ତିକାଳରେ ଦିଆଯାଉଥିବା ଭାରତର ଦ୍ୱିତୀୟ ବୃହତ୍ତ ସମ୍ମାନ ‘କିର୍ତ୍ତୀ ଚକ୍ର’ ପୁରସ୍କାର ଦିଆଯାଇଛି।

ପ୍ରଧାନ ମନ୍ତ୍ରୀଙ୍କ ସମେତ ସାରା ଦେଶ ତାଙ୍କ ଉପରେ ଅନେକ ଭରସା କରନ୍ତି। ଆଜି ଆମେ ଏନ୍ଏସ୍‌ଏ ଅଜିତ ଡୋଭାଲଙ୍କ ସହ ପାକିସ୍ତାନରେ ଘଟିଥିବା ଏକ ରୋଚକ ଘଟଣା ସମ୍ପର୍କରେ ବତାଇବୁ।  ସାତ ବର୍ଷ ଧରି ପାକିସ୍ତାନରେ ସେ  ଛଦ୍ମବେଶରେ ଜୀବନ କାଟିଥିଲେ। ତାହା ପୁଣି ମୁସଲମାନର ପରିଚୟ ଦେଇ।  ଥରେ ଡୋଭାଲଙ୍କ ସହ ପାକିସ୍ତାନରେ ଏକ ରୋଚକ ଘଟଣା ଘଟିଥିଲା। ଡୋଭାଲ ଏକ ବଜାରକୁ ଯାଇଥିଲେ। ସେଠାରେ ଜଣେ ଲମ୍ବା ଦାଢ଼ି ରଖିଥିବା ପାକିସ୍ତାନୀ ତାଙ୍କୁ ଦୂରରୁ ଦେଖି ଜାଣିଦେଇଥିଲେ ଯେ, ସେ ମୁସଲମାନ ନୁହଁ ହିନ୍ଦୁ ବୋଲି।  ବ୍ୟକ୍ତି ଜଣକ ଡୋଭାଲଙ୍କୁ ପାଖକୁ ଡାକି ପଚାରିଲେ ଯେ ତୁମେ କ’ଣ ହିନ୍ଦୁ? ଏହା  ଶୁଣି ଡୋଭାଲ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ତାଙ୍କୁ ଉତ୍ତର ଦେଇ ଡୋଭାଲ କହିଥିଲେ, ‘ନାଁ ମୁଁ ହିନ୍ଦୁ ନୁହେଁ ମୁସଲମାନ୍’। ଏତିକି ଶୁଣିବା ପରେ ବ୍ୟକ୍ତି ଜଣକ ଡୋଭାଲଙ୍କୁ ନିଜ ସହ ଏକ ରୁମକୁ ଡାକିନେଇଥିଲେ। ସେଠାରେ ତାଙ୍କୁ କହିଥିଲେ ଯେ ‘ଦେଖ ମୁଁ ଜାଣିଛି ଯେ ତୁମେ ହିନ୍ଦୁ’। ଏହା ଶୁଣି ଡୋଭାଲ ପ୍ରଶ୍ନ କରିଥିଲେ ତୁମେ ଏମିତି କାହିଁକି କହୁଛ’? ସେ ଏହାର ଉତ୍ତରରେ କହିଥିଲେ ‘ତୁମ କାନରେ ଯେଉଁ କାନ ଫୋଡ଼ିବାର ଛିଦ୍ର ଅଛି, ସେଇ ଛିଦ୍ର କହୁଛି ଯେ ତୁମେ ହିନ୍ଦୁ।  ଏହାପରେ ଡୋଭାଲ କଥା ବୁଲାଇଥିଲେ। କହିଥିଲେ।

ଏହି  ଚିହ୍ନ ମୋ ଜନ୍ମ ସମୟରୁ ରହିଛି। ମୁଁ ଧର୍ମ ପରିବର୍ତ୍ତନ କରି ମୁସଲମାନ୍ ହୋଇଯାଇଛି। ହେଲେ ସେ ଡୋଭାଲଙ୍କ ଏହି  କଥାକୁ ସମ୍ପୃକ୍ତ ବ୍ୟକ୍ତି ଜଣକ ବିଶ୍ୱାସ କରି ନ ଥିଲେ।  କହିଥିଲେ ନାଁ  ତୁମେ ଏବେ ବି ହିନ୍ଦୁ । ଏହା ଶୁଣି ଡୋଭାଲ ପୁରା ଚୁପ୍ ହୋଇଯାଇଥିଲେ। ଡୋଭାଲଙ୍କ ମନରେ ପ୍ରଶ୍ନ ଆସିଥିଲା ଯେ, ବ୍ୟକ୍ତି ଜଣକ ଏତେ ଦୃଢ଼ତାର ସହ କିପରି କହିପାରୁଛନ୍ତି ଯେ ମୁଁ ହିନ୍ଦୁ ବୋଲି।  ଠିକ୍ ସେତିକିବେଳେ ବ୍ୟକ୍ତି ଜଣକ କହିଥିଲେ ଯେ, ସେ ମଧ୍ୟ ହିନ୍ଦୁ। ଏକଥା ଶୁଣି ଡୋଭାଲ ପୂରାପୂରି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବ୍ୟକ୍ତି ଜଣକ ନିଜ ଜୀବନିର ଦୁଃଖଦ କାହାଣୀକୁ  ବଖାଣିଥିଲେ। ହିନ୍ଦୁ ହୋଇଥିବାରୁ ତାଙ୍କ ପରିବାକୁ ବରବାଦ କରିଦିଆଯାଇଛି ସେ ପ୍ରକାଶ କରିଥିଲେ ଡୋଭାଲଙ୍କ ଆଗରେ।  ବ୍ୟକ୍ତି ଜଣକ କହିଥିଲେ, ମୋ ପୁରା ପରିବାରକୁ ଏମାନେ ନିପାତ କରିଦେଇଛନ୍ତି। ତେଣୁ ନିଜ ଜୀବନ ବଞ୍ଚାଇବା ପାଇଁ ମୁଁ ଏଠାରେ ମୁସଲିମ୍ ବେଶରେ ଚଳୁଛି। ତା’ପରେ ବ୍ୟକ୍ତି ଜଣକ ଡୋଭାଲଙ୍କୁ ଯେତେ ଶୀଘ୍ର ସମ୍ଭବ କାନରେ ଥିବା ଛିଦ୍ରର ପ୍ଲାଷ୍ଟିକ ସର୍ଜରୀ କରାଇନେବାକୁ ଉପଦେଶ ଦେଇଥିଲେ। କାରଣ ପାକିସ୍ତାନରେ ଏପରି ବୁଲିବା ବିପଦଜନକ ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story