କଲବଲ କରୁଛି କର୍ଫ୍ୟୁ

ଭଦ୍ରକ: ସହରରେ ଅଶାନ୍ତିର ନିଆଁ ଜଳିବା ପରଠୁ ସମସ୍ୟାରେ ଅଛନ୍ତି ସାଧାରଣ ଜନତା। ସବୁଠୁ ଅଧିକ ହଇରାଣ ହେଉଛନ୍ତି ମେଡିକାଲକୁ ଆସୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ। ଦୋକାନ ବଜାର ବନ୍ଦ ଥିବାରୁ ମେଡିସିନ୍‌ ମିଳିବା ଠାରୁ ଆରମ୍ଭ କରି ଖାଇବା ପିଇବାରେ ମଧ୍ୟ ଦେଖାଦେଇଛି ଅନେକ ସମସ୍ୟ। ସମ୍ପୁର୍ଣ୍ଣ ଭଦ୍ରକ ସହରର ଦୋକାନ ବଜାର ବନ୍ଦ ଥିବାରୁ ମେଡିକାଲରେ ମଧ୍ୟ ରୋଗୀ ମାନଙ୍କୁ ଖାଇବା ଦେବାକୁ ଅନେକ ଆସୁବିଧାର ସମ୍ମୁଖିନ ହେଉଛନ୍ତି କର୍ତ୍ତୁପକ୍ଷ। ଆଉ ରୋଗୀ […]

sush_281210_march14_Fotor_Collage

Rakesh Mallick
  • Published: Saturday, 08 April 2017
  • , Updated: 08 April 2017, 09:53 PM IST

ଭଦ୍ରକ: ସହରରେ ଅଶାନ୍ତିର ନିଆଁ ଜଳିବା ପରଠୁ ସମସ୍ୟାରେ ଅଛନ୍ତି ସାଧାରଣ ଜନତା। ସବୁଠୁ ଅଧିକ ହଇରାଣ ହେଉଛନ୍ତି ମେଡିକାଲକୁ ଆସୁଥିବା ରୋଗୀ ଓ ତାଙ୍କ ସମ୍ପର୍କୀୟ। ଦୋକାନ ବଜାର ବନ୍ଦ ଥିବାରୁ ମେଡିସିନ୍‌ ମିଳିବା ଠାରୁ ଆରମ୍ଭ କରି ଖାଇବା ପିଇବାରେ ମଧ୍ୟ ଦେଖାଦେଇଛି ଅନେକ ସମସ୍ୟ। ସମ୍ପୁର୍ଣ୍ଣ ଭଦ୍ରକ ସହରର ଦୋକାନ ବଜାର ବନ୍ଦ ଥିବାରୁ ମେଡିକାଲରେ ମଧ୍ୟ ରୋଗୀ ମାନଙ୍କୁ ଖାଇବା ଦେବାକୁ ଅନେକ ଆସୁବିଧାର ସମ୍ମୁଖିନ ହେଉଛନ୍ତି କର୍ତ୍ତୁପକ୍ଷ। ଆଉ ରୋଗୀ ମାନଙ୍କର ସମ୍ପର୍କୀୟ ମାନେ ବିସ୍କୁଟ୍‌ ଖାଇ ଜୀବନ ବଞ୍ଚାଉଛନ୍ତି। ଏଭଳି ସ୍ଥିତିରେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆସିଥିବା ରୋଗୀଙ୍କ ସମ୍ପର୍କୀୟଙ୍କୁ ଜଣେ ସ୍ଥାନୀୟ ବ୍ୟକ୍ତି ମାଗଣାରେ ରନ୍ଧାଖାଦ୍ୟ ଖାଇବାକୁ ଦେଇ ସେମାନଙ୍କ ଜୀବନ ବଞ୍ଚେଇଥିବା ଆଜି ନଜରକୁ ଆସିଛି।

Related story