ଅବସର ପରେ କେଉଁଠି ରହୁଛନ୍ତି ରତନ ଟାଟା ?

ଟାଟା କମ୍ପାନୀର ପୂର୍ବତନ ଚେୟାରମେନ୍‌ ରତନ ଟାଟାଙ୍କୁ କିଏ ବା ନ ଜାଣେ। ତାଙ୍କ ପୂରା ନାମ ହେଉଛି ରତନ ନଭାଲ ଟାଟା। ଟାଟା କମ୍ପାନୀର ଦାୟଦ ରତନ ଟାଟା ବ୍ୟବସାୟୀକ ଜୀବନରେ ବେଶ ସଫଳତା ସାଉଁଟିଛନ୍ତି। ଟାଟା କମ୍ପାନୀକୁ ଶିଖରରେ ପହଞ୍ଚାଇବା ପରେ ୨୦୧୩ରେ ସେ କର୍ମକ୍ଷେତ୍ରରୁ ଅବସର ନେଇଛନ୍ତି। ଅବସର ନେବା ପରେ ସେ ଏବେ ମୁମ୍ବାଇର କୋଲାୱା ସମୁଦ୍ର କୂଳରେ ଥିବା ଏକ ଧଳା ରଙ୍ଗର ବଙ୍ଗଳାରେ ରହୁଛନ୍ତି। ଏହି ବଙ୍ଗଳାକୁ ସେ […]

ratan tata

ratan tata

Rakesh Mallick
  • Published: Friday, 29 December 2017
  • Updated: 29 December 2017, 10:50 PM IST

ଟାଟା କମ୍ପାନୀର ପୂର୍ବତନ ଚେୟାରମେନ୍‌ ରତନ ଟାଟାଙ୍କୁ କିଏ ବା ନ ଜାଣେ। ତାଙ୍କ ପୂରା ନାମ ହେଉଛି ରତନ ନଭାଲ ଟାଟା। ଟାଟା କମ୍ପାନୀର ଦାୟଦ ରତନ ଟାଟା ବ୍ୟବସାୟୀକ ଜୀବନରେ ବେଶ ସଫଳତା ସାଉଁଟିଛନ୍ତି। ଟାଟା କମ୍ପାନୀକୁ ଶିଖରରେ ପହଞ୍ଚାଇବା ପରେ ୨୦୧୩ରେ ସେ କର୍ମକ୍ଷେତ୍ରରୁ ଅବସର ନେଇଛନ୍ତି। ଅବସର ନେବା ପରେ ସେ ଏବେ ମୁମ୍ବାଇର କୋଲାୱା ସମୁଦ୍ର କୂଳରେ ଥିବା ଏକ ଧଳା ରଙ୍ଗର ବଙ୍ଗଳାରେ ରହୁଛନ୍ତି। ଏହି ବଙ୍ଗଳାକୁ ସେ ନିଜ ଇଚ୍ଛାରେ ସଜାଇଛନ୍ତି। ଆସନ୍ତୁ ଜାଣିବା, ରତନ ଟାଟାଙ୍କ ଏହି ଦଳା ବଙ୍ଗଳା ବିଷୟରେ।

କ'ଣ ରହିଛି ଖାସ୍: ମୁମ୍ବାଇ ସ୍ଥିତ ରତନ ଟାଟାଙ୍କ ଏହି ବଙ୍ଗଳା ତା'ର ବାସ୍ତୁକଳା ଓ ଭବ୍ୟତାକୁ ନେଇ ବେଶ ଚର୍ଚ୍ଚିତ। ସୁମୁଦ୍ର ଯେତେବେଳେ ବଙ୍ଗଳା ଆଡକୁ ଲହଢୀ ଭାଙ୍ଗେ ସେତେବେଳେ ବାହାରକୁ ଏହା ଏକ ଦ୍ୱୀପ ସଦୃଶ ଦେଖାଯାଏ। ନିଜେ ରତନ ଟାଟା ଏହି ବଙ୍ଗଳାକୁ ସଜାଇଛନ୍ତି।  ୧୩,୩୫୦ ସ୍କୋୟାରଫୁଟ୍‌ର ଏହି ବଙ୍ଗଳା ସହ କବାଟ, ଝରକା ମଧ୍ୟ ଧଳା ରଙ୍ଗ। ଅବସର ପରେ ରତନ ଟାଟା ଅଧିକାଂଶ ସମୟ ଏହିଠାରେ ହିଁ ବିତାଉଛନ୍ତି। ଅବସର ନେବାର ବର୍ଷକ ପୂର୍ବରୁ ସେ ନିଜେ ଏହାର ଡିଜାଇନ୍‌ କରାଇଥିଲେ।

ଏହା କୋଲୱା ପୋଷ୍ଟ ଅଫିସର୍ ଠିକ ପଛରେ ରହିଛି। ବଙ୍ଗଳାରେ ପାର୍କିଂରେ ଏକା ସାଙ୍ଗରେ ୧୦ରୁ ୧୨ଟି କାର ପାର୍କ କରାଯାଇ ପାରିବ। ପାର୍କିଂ ଏରିଆକୁ ଲଗାଇ ସର୍ଭେଣ୍ଟ କ୍ୱାର୍ଟର୍ସ ରହିଛି। ବଙ୍ଗଳାର ସାମ୍ନା ପଟରେ ଏକ ବଡ଼ ବଗିଚା ଅଛି, ଯେଉଁଠାରେ ରତନ ନିଜର ଅବସର ସମୟ ବିତାଇଥାନ୍ତି। ସକାଳେ ବ୍ୟାୟାମ୍ ଓ ସନ୍ଧ୍ୟାବେଳେ ସାଙ୍ଗରେ ପୋଷା କୁକୁର ଧରି ବଗିଚାରେ ଟିକେ ବୁଲି ଆସନ୍ତି।bungalow-in-india-dinesh-mills-by-atelier-dnd-6

ବଙ୍ଗଳାର ଭିତର ଦୃଶ୍ୟ: ତିନି ଫ୍ଲୋର ବିଶିଷ୍ଚ ଏହି ବଙ୍ଗଳାର ପ୍ରତ୍ୟେକ ଫ୍ଲୋରକୁ ଦୁଇ ଭାଗ କରି ମୋଟ ସାତ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମ ଫ୍ଲୋର ତଳେ ଲିଭିଂ ରୁମ ଓ ଉପରେ ସନ୍‌ ଡେକ ତିଆରି କରାଯାଇଛି। ଏଠାରେ ପାଖାପାଖି ୫୦ ଲୋକଙ୍କ ସହିତ ପାର୍ଟି କରାଯାଇ ପାରିବ। ବଙ୍ଗଳା ଭିତରେ ଷ୍ଟଡି ରୁମ, ଲାଇବ୍ରେରୀ, ମିଡିଆ ରୁମ ଓ ଜିମ ସେଣ୍ଟର ରହିଛି। ମିଡିଆ ରୁମରେ ରତନ ଟାଟା ଖାସ୍‌ ଲୋକଙ୍କ ସହିତ ସାକ୍ଷାତ କରିଥାନ୍ତି। ବଙ୍ଗଳାର ଉପର ଭାଗରେ ସୁଇମିଂ ପୁଲ ସନ୍ ଡେକ୍ ଓ ବିଶ୍ରାମ କକ୍ଷ ରହିଛି।

ମର୍ସଟିଜ୍‌ କାରରେ ଆସନ୍ତି ଡ୍ରାଇଭର: ଟାଟାଙ୍କ ଡ୍ରାଇଭରଙ୍କୁ ଆଣିବାକୁ ମର୍ସିଟିଜ୍‌ ପଠାଯାଏ। କାର ଚଢି ଡ୍ରାଇଭର ଆସିଲା ପରେ ରତନ ଟାଟାଙ୍କୁ ଆଉ ଏକ ଗାଡ଼ିରେ ବିଭିନ୍ନ କର୍ମକ୍ଷତ୍ରକୁ ନେଇଥାନ୍ତି।

ବିନା କାମରେ ୬ ମାସ ପର୍ଯ୍ୟନ୍ତ ଦରମା ଜୀବନ ଯାକ ପେନ୍‌ସନ୍: ରତନ ଟାଟା ଯେତେବଡ଼ ବ୍ୟବସାୟୀ ତାଙ୍କ ହୃଦୟ ମଧ୍ୟ ସେତେ ମହାନ। ୨୬/୧୧ର ମୁମ୍ବାଇରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଟାଟା ହୋଟେଲ୍‌ ତାଜ ଅନେକ କ୍ଷତିଗ୍ରସ୍ତ ହୋଇଥିଲା। ଏହାପରେ ୬ମାସ ପର୍ଯ୍ୟନ୍ତ ହୋଟେଲକୁ ବନ୍ଦ କରିବାକୁ ପଡ଼ିଥିଲା। କିନ୍ତୁ କର୍ମଚାରୀଙ୍କ ଦରମାରେ କୌଣସି କଟାକଟି କରାଯାଇ ନଥିଲା। ସମସ୍ତ କର୍ମଚାରୀଙ୍କ ଘରକୁ ମନି ଅଡର ଯୋଗେ ପଇସା ପଠାଇ ଦିଆଯାଉଥିଲା। ଦୁର୍ଘଣାରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ପରିବାରକୁ ଜୀବନବ୍ୟାପି ପେନ୍‌ସନ୍‌ ମଧ୍ୟ ଦିଆଗଲା। ଖାଲି ସେତିକି ନୁହେଁ ସେମାନଙ୍କ ପିଲାମାନଙ୍କ ପାଠପଢ଼ା ଖର୍ଚ୍ଚ, କର୍ମଚାରୀଙ୍କ ଲୋନ୍‌ ଫ୍ରି କରିବା ଓ ମାଗଣା ଚିକିତ୍ସା ମଧ୍ୟ କମ୍ପାନୀ ଯୋଗାଇ ଦେଇଥିଲା।

ଏଥିସହିତ ଟାଟା ବିଭିନ୍ନ ଏନ୍‌ଜିଓ ସଂସ୍ଥାକୁ ଡୋନେସନ୍‌ ଦେବା ସହିତ ଅନେକ ସ୍କୁଲ ପିଲାଙ୍କୁ ପାଠ ପଢ଼ାଇବା ଭଳି କାର୍ଯ୍ୟ କରି ଦରଦୀ ବ୍ୟକ୍ତିତ୍ତ୍ୱର ପରିଚୟ ଦେଇସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story