ଆଗାମୀ ରେଳ ବଜେଟରେ ଓଡ଼ିଶାକୁ ୫ ହଜାର କୋଟି ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଦାବି  

ଭୁବନେଶ୍ୱର: ଆଗାମୀ ରେଳ ବଜେଟରେ ଓଡ଼ିଶା ପାଇଁ ୫ ହଜାର କୋଟି ଟଙ୍କ।ର ବ୍ୟୟବରାଦ କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ନବୀନ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟକୁ ଅଧିକ ଟ୍ରେନ୍, ରେଳ ଲାଇନର ସଂପ୍ରସାରଣ, ପ୍ରମୁଖ ଷ୍ଟେସନରେ ଯାତ୍ରୀଙ୍କ ପାଇଁ ସୁବିଧା ସୁଯୋଗ ବୃଦ୍ଧି ଲାଗି ରେଳ ବଜେଟରେ ଅଧିକ ବ୍ୟୟ ବରାଦ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ସେ ଲେଖିଛନ୍ତି […]

naveen_patnaik

naveen_patnaik

Rakesh Mallick
  • Published: Wednesday, 02 December 2015
  • Updated: 02 December 2015, 03:42 PM IST

Sports

Latest News

ଭୁବନେଶ୍ୱର: ଆଗାମୀ ରେଳ ବଜେଟରେ ଓଡ଼ିଶା ପାଇଁ ୫ ହଜାର କୋଟି ଟଙ୍କ।ର ବ୍ୟୟବରାଦ କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ନବୀନ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟକୁ ଅଧିକ ଟ୍ରେନ୍, ରେଳ ଲାଇନର ସଂପ୍ରସାରଣ, ପ୍ରମୁଖ ଷ୍ଟେସନରେ ଯାତ୍ରୀଙ୍କ ପାଇଁ ସୁବିଧା ସୁଯୋଗ ବୃଦ୍ଧି ଲାଗି ରେଳ ବଜେଟରେ ଅଧିକ ବ୍ୟୟ ବରାଦ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ସେ ଲେଖିଛନ୍ତି ଯେ ଭୁବନେଶ୍ୱର ଷ୍ଟେସନକୁ ବିଶ୍ୱସ୍ତରୀୟ ଷ୍ଟେସନ୍ କରିବା ପ୍ରସ୍ତାବକୁ ରେଳବାଇ କାର୍ଯ୍ୟକାରୀ କରୁ। ଏଥିପାଇଁ ରାଜ୍ୟ ସରକାର ୫୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଥିବା ବେଳେ ରାଜ୍ୟର ଅନ୍ୟ ପ୍ରମୁଖ ଜିଲ୍ଲା ତଥା ପର୍ଯ୍ୟଟନସ୍ଥଳୀ ପ୍ରତି ରେଳବାଇ ବିଶେଷ ଦୃଷ୍ଟି ଦେବାକୁ ଚିଠିରେ ଉଲ୍ଲେଖ ରହିଛି। ଓଡ଼ିଶାରେ ଷ୍ଟିଲ୍, ଆଲୁମିନିୟମ୍ ଏବଂ ଶକ୍ତି କ୍ଷେତ୍ରରେ ବୃହତ ପୁଞ୍ଜି ବିନିଯୋଗ ହେଉଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ଡେଡିକେଟେଡ୍ ଫ୍ରେଟ୍ କରିଡର, ମେଗା ଇଣ୍ଡଷ୍ଟ୍ରିଆଲ ହବ୍, ନ୍ୟାସନାଲ ରୋଡ୍ ଏକ୍ସପ୍ରେସ ବେଜ୍ ଏବଂ ହାଇସ୍ପିଡ ଟ୍ରେନ୍ ଭଳି ନୂଆ ପ୍ରକଳ୍ପ କ୍ଷେତ୍ରରେ ଓଡ଼ିଶାକୁ ଗୁରୁତ୍ୱ ଦେବା ଲାଗି ନବୀନ ଦାବି କରିଛନ୍ତି। ଓଡ଼ିଶାର ମାଓ ଉପଦ୍ରୁତ ଅଞ୍ଚଳକୁ ରେଳ ସେବା ସଂପ୍ରସାରଣ ଦ୍ୱାରା ଅଞ୍ଚଳର ପ୍ରକୃତ ବିକାଶ ହୋଇପାରିବ, ତେଣୁ ଏହା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀ ବଜେଟରେ ଗୁରୁତ୍ୱ ଦେବା ଲାଗି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story