ଆଜି ପ୍ରକାଶ ପାଇପାରେ ଏମ୍ସ ଏଣ୍ଟ୍ରାନ୍ସ ରେଜଲ୍ଟ

ଭୁବନେଶ୍ୱର: ଆଜି ପ୍ରକାଶ ପାଇପାରେ ଏମ୍ସ ଏଣ୍ଟ୍ରାନ୍ସ ରେଜଲ୍ଟ। ଓଡ଼ିଶା ସମେତ ଦେଶର ସାତଟି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ବା ଏମ୍ସ ଲାଗି ମେ’ ମାସ ୨୯ ତାରିଖରେ ପ୍ରବେଶିକା ପରୀକ୍ଷା ହୋଇଥିଲା। ଦିଲ୍ଲୀ ଏମ୍ସ ପକ୍ଷରୁ ଏହି ପରୀକ୍ଷା ପରିଚାଳିତ ହୋଇଥିଲା। ଏମ୍‌ବିବିଏସ୍‌ ପାଠ୍ୟକ୍ରମ ପାଇଁ ଏମ୍ସରେ ମୋଟ ୬୭୨ଟି ସିଟ୍‌ ଥିବା ବେଳେ ସାରା ଦେଶରେ ପ୍ରାୟ ସାଢ଼େ ତିନି ଲକ୍ଷ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଛନ୍ତି।

aimms

Rakesh Mallick
  • Published: Tuesday, 14 June 2016
  • , Updated: 14 June 2016, 09:25 AM IST

Related story