ଗଣମାଧ୍ୟମକୁ କ୍ଷମା ମାଗିଲେ ସୁଶୀଲ ଧଳସାମନ୍ତ

କଟକ: ଖରାପ ବ୍ୟବହାର ପାଇଁ ବୁଧବାର ଗଣମାଧ୍ୟମକୁ କ୍ଷମା ମାଗିଛନ୍ତି ସୁଶୀଲ ଧଳସାମନ୍ତ। କଟକ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହେବାକୁ ଆସିଥିବା ଅବସରରେ ସେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଭୁଲ୍ ମାଗିଥିଲେ। ସେ କହିଥିଲେ,“ ଗତ ୨୭ ତାରିଖରେ ଗଣମାଧ୍ୟମକୁ ଦେଖାଇଥିବା ବ୍ୟବହାର ପାଇଁ ମୁଁ ଦୁଃଖିତ।” ଗତ ୨୭ ତାରିଖ ଦିନ ଧଳସାମନ୍ତ ଭ୍ରାତା ଦ୍ୱୟଙ୍କୁ କମିଶନରେଟ୍ ପୋଲିସ୍ ହାତକଡ଼ି ପିନ୍ଧାଇ ରାସ୍ତାରେ ଚଲାଇ ସିଡିଏ ସ୍ଥିତ ଅଫିସ୍‌କୁ ନେଇଥିଲା। ସେତେବେଳେ ସାନଭାଇ ସୁଶୀଳ ଧଳସାମନ୍ତ ଜଣେ ଗଣମାଧ୍ୟମ […]

d-brothers

d-brothers

Rakesh Mallick
  • Published: Wednesday, 02 March 2016
  • Updated: 02 March 2016, 02:07 PM IST

Sports

Latest News

କଟକ: ଖରାପ ବ୍ୟବହାର ପାଇଁ ବୁଧବାର ଗଣମାଧ୍ୟମକୁ କ୍ଷମା ମାଗିଛନ୍ତି ସୁଶୀଲ ଧଳସାମନ୍ତ। କଟକ ଏସ୍‌ଡିଜେଏମ୍‌ କୋର୍ଟରେ ହାଜର ହେବାକୁ ଆସିଥିବା ଅବସରରେ ସେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଭୁଲ୍ ମାଗିଥିଲେ। ସେ କହିଥିଲେ,“ ଗତ ୨୭ ତାରିଖରେ ଗଣମାଧ୍ୟମକୁ ଦେଖାଇଥିବା ବ୍ୟବହାର ପାଇଁ ମୁଁ ଦୁଃଖିତ।”

ଗତ ୨୭ ତାରିଖ ଦିନ ଧଳସାମନ୍ତ ଭ୍ରାତା ଦ୍ୱୟଙ୍କୁ କମିଶନରେଟ୍ ପୋଲିସ୍ ହାତକଡ଼ି ପିନ୍ଧାଇ ରାସ୍ତାରେ ଚଲାଇ ସିଡିଏ ସ୍ଥିତ ଅଫିସ୍‌କୁ ନେଇଥିଲା। ସେତେବେଳେ ସାନଭାଇ ସୁଶୀଳ ଧଳସାମନ୍ତ ଜଣେ ଗଣମାଧ୍ୟମ କ୍ୟାମେରାମ୍ୟାନଙ୍କୁ ଠେଲିବାକୁ ଉଦ୍ୟମ କରିଥିଲେ। ସେହିପରି ବଡ଼ ଭାଇ ସୁଶାନ୍ତ ଧଳସାମନ୍ତ ଗଣମାଧ୍ୟମ ପ୍ରତିନିଧିଙ୍କ ଉଦ୍ଦେଶ୍ୟରେ ଖରାପ ଭାଷା ବ୍ୟବହାର କରିଥିଲେ।

ସିଡିଏ ସ୍ଥିତ ଘରୁ ବିଭିନ୍ନ ସାମଗ୍ରୀ ମିଳିବା ମାମଲାରେ ସୁଶୀଲଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିବା ବେଳେ ଏକାଧିକ ୱାରେଣ୍ଟ୍ ଫାଙ୍କିବା ମାମଲାରେ ବଡ଼ଭାଇ ସୁଶାନ୍ତ ଧଳସାମନ୍ତଙ୍କୁ ହାଜର କରାଯାଇଥିଲା। ଏମାନଙ୍କ ନାଁରେ ଚାଉଳିଆଗଞ୍ଜ ଥାନାରେ ଥିବା ୨ଟି ମାମଲା ରହିଥିବା ବେଳେ ଲାଲବାଗ ଥାନରେ ୨ଟି, ମର୍କତନଗର ଓ କାଣ୍ଟନମେଣ୍ଟ୍ ଥାନାରେ ଗୋଟାଏ ଲେଖାଏଁ ମାମଲା ରହିଛି।

ଅନ୍ୟପକ୍ଷରେ ସୁରକ୍ଷା ଦୃଷ୍ଟିରୁ ଚୌଦ୍ୱାର ଜେଲ୍‌ରୁ ସ୍ଥାନାନ୍ତର ହେବେ ଡି’ବ୍ରଦର୍ସ। ଏଥିପାଇଁ କମିଶନରେଟ୍  ପୋଲିସ୍ କୋର୍ଟଙ୍କ ଅନୁମତି ଲୋଡିଛି। ଚୌଦ୍ୱାର ଜେଲ୍‌ରେ ବହୁ ଦୁର୍ଦ୍ଦାନ୍ତ ଅପରାଧୀମାନେ ରହୁଥିବାରୁ ଏହି ଦୁଇ ଭାଇଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଆବେଦନରେ ଦର୍ଶାଯାଇଛି। ସୁଶୀଲକୁ ବଲାଙ୍ଗିର ଓ ସୁଶାନ୍ତକୁ ଯାଜପୁର ଜେଲକୁ ସ୍ଥାନାନ୍ତର କରାଯିବାକୁ ପୋଲିସ ଅନୁରୋଧ କରିଛି। ତେବେ ଉଭୟଙ୍କୁ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର କରାଯିବ ବୋଲି ପୋଲିସ୍ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story