ଆଜି ରାକ୍ଷୀ ପୂର୍ଣ୍ଣିମା: ନିଆରା ଢଙ୍ଗରେ ଭିନ୍ନ ଭିନ୍ନ ବାର୍ତ୍ତା ଦେଲେ ଶିଳ୍ପୀ

ଭୁବନେଶ୍ୱର/ପୁରୀ: ଆଜି ରକ୍ଷା ବନ୍ଧନ। ଏହି ପବିତ୍ର ଦିନରେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଆଉ ଭାଇ ଭଉଣୀର ସୁରକ୍ଷା ପାଇଁ ପ୍ରତିଶୃତି ବଦ୍ଧ ହୋଇଥାଏ। ଶ୍ରୀମନ୍ଦିରରେ ମଧ୍ୟ କାଳିଆ ସାଆନ୍ତ ଏବଂ ବଡ ଭାଇ ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିବେ ଦେବୀ ସୁଭଦ୍ରା। ଗୋପାଳବଲ୍ଳଭ ନୀତିପରେ ପାଟରା ସେବାୟତଙ୍କ ପ୍ରସ୍ତୁତ ଚାରରୋଟି ପାଟ ରାକ୍ଷୀ ଏବଂ ଗୁଆମାଳକୁ ଶ୍ରୀ ମନ୍ଦିରକୁ ଅଣାଯିବ। ଦ୍ୱିପ୍ରହରର ଧୂପବେଶରେ ଦୁଇଭାଇଙ୍କୁ ରାକ୍ଷୀ ବାନ୍ଧିବେ ଦେବୀ ସୁଭଦ୍ରା। ଅନ୍ୟପଟେ ମଧ୍ୟାହ୍ନ ଧୂପପରେ […]

rakhi

rakhi

Rakesh Mallick
  • Published: Saturday, 29 August 2015
  • Updated: 29 August 2015, 03:59 AM IST

Sports

Latest News

jaganathଭୁବନେଶ୍ୱର/ପୁରୀ: ଆଜି ରକ୍ଷା ବନ୍ଧନ। ଏହି ପବିତ୍ର ଦିନରେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ଆଉ ଭାଇ ଭଉଣୀର ସୁରକ୍ଷା ପାଇଁ ପ୍ରତିଶୃତି ବଦ୍ଧ ହୋଇଥାଏ। ଶ୍ରୀମନ୍ଦିରରେ ମଧ୍ୟ କାଳିଆ ସାଆନ୍ତ ଏବଂ ବଡ ଭାଇ ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିବେ ଦେବୀ ସୁଭଦ୍ରା। ଗୋପାଳବଲ୍ଳଭ ନୀତିପରେ ପାଟରା ସେବାୟତଙ୍କ ପ୍ରସ୍ତୁତ ଚାରରୋଟି ପାଟ ରାକ୍ଷୀ ଏବଂ ଗୁଆମାଳକୁ ଶ୍ରୀ ମନ୍ଦିରକୁ ଅଣାଯିବ। ଦ୍ୱିପ୍ରହରର ଧୂପବେଶରେ ଦୁଇଭାଇଙ୍କୁ ରାକ୍ଷୀ ବାନ୍ଧିବେ ଦେବୀ ସୁଭଦ୍ରା। ଅନ୍ୟପଟେ ମଧ୍ୟାହ୍ନ ଧୂପପରେ ଭୂଦେବୀ ଏବଂ ଶ୍ରୀ ଦେବୀଙ୍କୁ ଝୁଲଣ ମଣ୍ଡପକୁ ବିଜେ ପରେ ଦଇତାପତି ସେବାୟତମାନେ ସୁଦର୍ଶନଙ୍କୁ ଜଗମୋହନରେ ଥିବା ବିମାନଙ୍କୁ ବିଜେ କରିବେ। ଏହାପରେ ମାର୍କେଣ୍ଡୀୟ ପୁଷ୍ପରଣୀରେ ଗମ୍ଭାବେଦୀ ଉପରେ ବଳଭଦ୍ରଙ୍କ ଜନ୍ମନୀତି ଅନୁଷ୍ଠିତ ହେବ।vlcsnap-2015-08-29-08h40m52s412  ତେବେ ଏହି ସ୍ନେହ, ସମ୍ପର୍କର ପ୍ରତୀକ ରକ୍ଷା ବନ୍ଧନରେ ଶିଳ୍ପୀମାନେ ଭିନ୍ନ ଭିନ୍ନ ବାର୍ତ୍ତା ଦେଇଛନ୍ତି ନିଜ ନିଜ ନିଆରା ଢଙ୍ଗରେ। ରକ୍ଷା ବନ୍ଧନର ବାର୍ତ୍ତା ସହିତ ଲିମକା ବୁକ୍ ଅଫ୍ ୱାର୍ଲଡ୍ ରେକର୍ଡରେ ସ୍ଥାନ ପାଇବା ଆଶାରେ ତିଆରି ହୋଇଛି ୫ଶହ ଫୁଟର ରାକ୍ଷୀ। ନବକଳେବର ବର୍ଷରେ ଶ୍ରୀ ଜଗନ୍ନାଥ ସଂସ୍କୃତିର ପ୍ରଚାର ଲାଗି ଲତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏହାକୁ ତିଆରି କରିଛନ୍ତି। ୪ କୁଇଣ୍ଟାଲ ଧାନ ଏବଂ ୪୦ କିଲୋ ଆରୁଆ ଚାଉଳ ସହିତ ୨୫ ଦିନର ଅକ୍ଲାନ୍ତ ପରିଶ୍ରମ ଲାଗିଛି ଏହି ରାକ୍ଷୀରେ।puriସେପଟେ ପୁରୀ ଲାଇଟ୍ ହାଉସ ବେଳାଭୂମିରେ ୨୦ ଫୁଟ୍ ଲମ୍ୱର ବାଲିର ରାକ୍ଷୀ ତିଆରି କରିଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ। ନାରୀଙ୍କୁ ସମ୍ମାନ ଏବଂ ସ୍ୱାଧୀନତାର ବାର୍ତ୍ତା ଦିଆଯାଇଛି ଏହି ବାଲୁକା କଳା ମାଧ୍ୟମରେ।

ସେହିପରି ପୁରୀ ରାଜଭବନ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ବାଲିରେ ରାକ୍ଷୀ ମାଧ୍ୟମରେ ଦେଛନ୍ତି ଭାରତ-ପାକିସ୍ତାନ ମଧ୍ୟରେ ଶାନ୍ତି ଏବଂ ମୌତ୍ରୀର ବାର୍ତ୍ତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story