ଆଜି ସରୁଛି ବାବା ସାରଥିଙ୍କ ୩ ଦିନିଆ ରିମାଣ୍ଡ ଅବଧି

କଟକ: ଆଜି ସରୁଛି ସନ୍ତୋଷ ରାଉଳ ଓରଫ ସାରଥିଙ୍କ ୩ ଦିନିଆ କ୍ରାଇମବ୍ରାଞ୍ଚ ରିମାଣ୍ଡର ଅବଧି। ଗିରଫ ପରେ ଗତ ୯ ତାରିଖରୁ କ୍ରାଇମବ୍ରାଞ୍ଚ ସାରଥିଙ୍କୁ ରିମାଣ୍ଡରେ ନେଇ ଜେରା ଚଳାଇଛି। ତୃତୀୟ ଦିନ ଜେରା ଶେଷ ହେବା ପରେ ଆସନ୍ତାକାଲି ସାରଥିଙ୍କୁ କଟକ ଏସଡିଜେଏମ୍ କୋର୍ଟରେ ହାଜର କରାଯିବ। କ୍ରାଇମବ୍ରାଞ୍ଚ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କ୍ରାଇମବ୍ରାଞ୍ଚ ସାରଥୀଙ୍କୁ ଆଉ ୫ ଦିନ ରିମାଣ୍ଡରେ ନେବା ଲାଗି କୋର୍ଟରେ ଆବେଦନ କରିବ। ଦ୍ୱିତୀୟ ଥର ରିମାଣ୍ଡ ସମୟରେ […]

baba

baba

Rakesh Mallick
  • Published: Tuesday, 11 August 2015
  • Updated: 11 August 2015, 05:46 AM IST

କଟକ: ଆଜି ସରୁଛି ସନ୍ତୋଷ ରାଉଳ ଓରଫ ସାରଥିଙ୍କ ୩ ଦିନିଆ କ୍ରାଇମବ୍ରାଞ୍ଚ ରିମାଣ୍ଡର ଅବଧି। ଗିରଫ ପରେ ଗତ ୯ ତାରିଖରୁ କ୍ରାଇମବ୍ରାଞ୍ଚ ସାରଥିଙ୍କୁ ରିମାଣ୍ଡରେ ନେଇ ଜେରା ଚଳାଇଛି। ତୃତୀୟ ଦିନ ଜେରା ଶେଷ ହେବା ପରେ ଆସନ୍ତାକାଲି ସାରଥିଙ୍କୁ କଟକ ଏସଡିଜେଏମ୍ କୋର୍ଟରେ ହାଜର କରାଯିବ। କ୍ରାଇମବ୍ରାଞ୍ଚ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କ୍ରାଇମବ୍ରାଞ୍ଚ ସାରଥୀଙ୍କୁ ଆଉ ୫ ଦିନ ରିମାଣ୍ଡରେ ନେବା ଲାଗି କୋର୍ଟରେ ଆବେଦନ କରିବ। ଦ୍ୱିତୀୟ ଥର ରିମାଣ୍ଡ ସମୟରେ ସାରଥିଙ୍କୁ ଚିଟଫଣ୍ଡ , ଅର୍ଥନୈତିକ କାରବାର, ଜମିଜମା କାରବାର, ବ୍ୟାଙ୍କ ଡିପୋଜିଟ୍, ବ୍ୟାଙ୍କ ଲକର, ଓଡିଶା ବାହାରେ ଥିବା ବାବାଙ୍କ ସଂପତ୍ତି, ଭକ୍ତଙ୍କଠାରୁ ମିଳୁଥିବା ଟଙ୍କ।,  ସୁନା ରୁପା ଗହଣା, କେନ୍ଦ୍ରାପଡା ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଘର ଓ ଜମି ସଂପର୍କରେ ତଥ୍ୟ ହାସଲ କରିବ କ୍ରାଇମବ୍ରାଞ୍ଚ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story