ସୁନ୍ଦରଗଡ଼ରେ କଂଗ୍ରେସର ଜନ ଜାଗରଣ ଯାତ୍ରା

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକ କରମଡିହି ଛକରୁ ଆଜି କଂଗ୍ରେସର ଜନ ଜାଗରଣ ଯାତ୍ରା ଆରମ୍ଭ ହୋଇଥିଲା। ଏଥିରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପିସିସି ସହ ପ୍ରଭାରୀ ଶୁଭଙ୍କର ସରକାର, ବିରୋଧୀ ଦଳନେତା ନରସିଂହ ମିଶ୍ର, ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳ, କିଶୋର ପଟେଲ, ପ୍ରଫୁଲ୍ଲ ମାଝୀ ଓ ଯୋଗେନ୍ଦ୍ର ସିଂହଙ୍କ ସମେତ ବହୁନେତା ଓ କର୍ମୀ ଯୋଗ ଦେଇଥିଲେ। ଚିଟଫଣ୍ଡ ଠକେଇ, ଚାଷୀ ଆତ୍ମହତ୍ୟା ଏବଂ ରାସନକାର୍ଡ ଭଳି ବିଭିନ୍ନ ଦୁର୍ନୀତିକୁ ନେଇ […]

cog

cog

Rakesh Mallick
  • Published: Sunday, 28 February 2016
  • Updated: 28 February 2016, 04:33 PM IST

Sports

Latest News

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକ କରମଡିହି ଛକରୁ ଆଜି କଂଗ୍ରେସର ଜନ ଜାଗରଣ ଯାତ୍ରା ଆରମ୍ଭ ହୋଇଥିଲା। ଏଥିରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପିସିସି ସହ ପ୍ରଭାରୀ ଶୁଭଙ୍କର ସରକାର, ବିରୋଧୀ ଦଳନେତା ନରସିଂହ ମିଶ୍ର, ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳ, କିଶୋର ପଟେଲ, ପ୍ରଫୁଲ୍ଲ ମାଝୀ ଓ ଯୋଗେନ୍ଦ୍ର ସିଂହଙ୍କ ସମେତ ବହୁନେତା ଓ କର୍ମୀ ଯୋଗ ଦେଇଥିଲେ।

ଚିଟଫଣ୍ଡ ଠକେଇ, ଚାଷୀ ଆତ୍ମହତ୍ୟା ଏବଂ ରାସନକାର୍ଡ ଭଳି ବିଭିନ୍ନ ଦୁର୍ନୀତିକୁ ନେଇ ବିଜେଡି ସରକାର ବିରୋଧରେ କଂଗ୍ରେସ ଏହି  ଜାଗରଣ ଯାତ୍ରା କରିଥିଲା। ଏହାସହ  ଡି’ ବ୍ରଦର୍ସ ସହ ବିଜେଡି ନେତାଙ୍କ ଲିଙ୍କକୁ ନେଇ ମଧ୍ୟ କଂଗ୍ରେସ ସରକାରଙ୍କୁ ସମାଲୋଚନା କରିଥିଲା। ସରକାରଙ୍କ ଦୁର୍ନୀତି ସଂପର୍କରେ ସାଧାରଣଲୋକଙ୍କୁ ସଚେତନ କରାଇବା କଂଗ୍ରେସର ଏହି ଜନ ଜାଗରଣ ଯାତ୍ରାର ଲକ୍ଷ୍ୟ ବୋଲି ବରିଷ୍ଠ ନେତାମାନେ କହିଥିଲେ। ସୁନ୍ଦରଗଡ଼ର ସବଡେଗା ବ୍ଲକର କରମଡିହି ଛକଠାରୁ ଆଦର୍ଶ ନଗର ସ୍ଥିତ ନବନିର୍ମିତ କଂଗ୍ରେସ ଭବନ ପର୍ଯ୍ୟନ୍ତ ପଦଯାତ୍ରା ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story