ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ବୁର୍ଲା ଜୁନିୟର ଡାକ୍ତର

ସମ୍ୱଲପୁର: ୯ ଦଫା ଦାବି ନେଇ ଆଜିଠୁ ପୁଣି ବୁର୍ଲା ଭିମ୍‌ସାର ଜୁନିୟର୍ ଡାକ୍ତର ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ଆନ୍ଦୋଳନକାରୀ ଡାକ୍ତରମାନେ ଦାବି ପୂରଣ ନେଇ ଭିମାସର ନିର୍ଦ୍ଦେଶକଙ୍କୁ ଘେରାଉ କରିଥିଲେ। ଘଟଣାସ୍ଥଳକୁ ସ୍ୱାସ୍ଥ୍ୟମନ୍ତ୍ରୀ ଆସିବା ଲାଗି ଦାବି କରିଛନ୍ତି ସେମାନେ। ମେଡିକାଲ୍‌ କଲେଜର ବିଭିନ୍ନ ସମସ୍ୟା ନେଇ ଏଥର ଚତୁର୍ଥ ଥର ପାଇଁ ସଂଘ ଆନ୍ଦୋଳନ କରୁଛି। ହସ୍‌ପିଟାଲ୍‌ରେ ଏମ୍‌ଆର୍‌ଆଇ ମେସିନ୍‌ ସ୍ଥାପନ, ଭିମ୍‌ସାର ନିର୍ଦ୍ଦେଶକଙ୍କୁ ଆର୍ଥିକ ଓ ପ୍ରଶାସନିକ କ୍ଷମତା ପ୍ରଦାନ, ୨୪ ଘଣ୍ଟିଆ […]

docterr

docterr

Rakesh Mallick
  • Published: Sunday, 01 May 2016
  • Updated: 01 May 2016, 09:38 AM IST

Sports

Latest News

ସମ୍ୱଲପୁର: ୯ ଦଫା ଦାବି ନେଇ ଆଜିଠୁ ପୁଣି ବୁର୍ଲା ଭିମ୍‌ସାର ଜୁନିୟର୍ ଡାକ୍ତର ସଂଘ ଆନ୍ଦୋଳନକୁ ଓହ୍ଲାଇଛି। ଆନ୍ଦୋଳନକାରୀ ଡାକ୍ତରମାନେ ଦାବି ପୂରଣ ନେଇ ଭିମାସର ନିର୍ଦ୍ଦେଶକଙ୍କୁ ଘେରାଉ କରିଥିଲେ। ଘଟଣାସ୍ଥଳକୁ ସ୍ୱାସ୍ଥ୍ୟମନ୍ତ୍ରୀ ଆସିବା ଲାଗି ଦାବି କରିଛନ୍ତି ସେମାନେ।

ମେଡିକାଲ୍‌ କଲେଜର ବିଭିନ୍ନ ସମସ୍ୟା ନେଇ ଏଥର ଚତୁର୍ଥ ଥର ପାଇଁ ସଂଘ ଆନ୍ଦୋଳନ କରୁଛି। ହସ୍‌ପିଟାଲ୍‌ରେ ଏମ୍‌ଆର୍‌ଆଇ ମେସିନ୍‌ ସ୍ଥାପନ, ଭିମ୍‌ସାର ନିର୍ଦ୍ଦେଶକଙ୍କୁ ଆର୍ଥିକ ଓ ପ୍ରଶାସନିକ କ୍ଷମତା ପ୍ରଦାନ, ୨୪ ଘଣ୍ଟିଆ ବିଦ୍ୟୁତ୍ ଓ ପାଣି ଯୋଗାଣ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଆଦି ଦାବି ନେଇ ସଂଘ ଆନ୍ଦୋଳନ କରୁଛି। ଏନେଇ ସଂଘ ଏପ୍ରିଲ୍ ୧ରେ ଆନ୍ଦୋଳନ ଆରମ୍ଭ କରିଥିଲା। ତେବେ ଭିମ୍‌ସାର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଚଳିତ ମାସ ଶେଷ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରହିଥିଲା।

ପୂର୍ବରୁ ଜେଡିଏ ପକ୍ଷରୁ ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ହସ୍‌ପିଟାଲ୍ ପରିସରରେ ରୋଗୀଙ୍କ ସଂପର୍କୀୟମାନଙ୍କୁ ନେଇ ଏକ ଦସ୍ତଖତ ଅଭିଯାନ କରାଯାଇଥିଲା।

ହସ୍‌ପିଟାଲରେ ଏମ୍‌ଆର୍‌ଆଇ ମେସିନ୍ ସ୍ଥାପନ, ଭିମ୍‌ସାର ନିର୍ଦ୍ଦେଶକଙ୍କୁ ଆର୍ଥିକ ଓ ପ୍ରଶାସନିକ କ୍ଷମତା ପ୍ରଦାନ, ୨୪ ଘଣ୍ଟିଆ ବିଦ୍ୟୁତ୍ ଓ ପାଣି ଯୋଗାଣ, ସୁରକ୍ଷା ବ୍ୟବସ୍ଥା କନାକଡ଼ି ଆଦି ଦାବି ନେଇ ସଂଘ ଆନ୍ଦୋଳନ କରୁଛି। ଏ ନେଇ ସଂଘ ଏପ୍ରିଲ୍‌ରେ ଆନ୍ଦୋଳନ ଆରମ୍ଭ କରିଥିଲା। ତେବେ ଭିମ୍‌ସାର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ପରେ ଚଳିତ ମାସ ଶେଷ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରହିଥିଲା।

ଆଜିଠୁ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ମେଡିକାଲ୍ କଲେଜ୍‌ର ହାଉସ୍‌ ସର୍ଜନ ଓ ଅଣ୍ଡର ଗ୍ରାଜୁଏଟ୍ ଡାକ୍ତରମାନେ ସମର୍ଥନ କରିଛନ୍ତି।

ଜୁନିୟର୍ ଡାକ୍ତର ସଂଘର ଆନ୍ଦୋଳନକୁ ଆଖିରେ ରଖି ସିନିୟର ଡାକ୍ତରଙ୍କ ଛୁଟି ବାତିଲ୍ କରାଯାଇଛି। ଯେଉଁମାନେ ଛୁଟିରେ ଅଛନ୍ତି ସେମାନଙ୍କୁ କାର୍ଯ୍ୟରେ ଯୋଗଦେବା ପାଇଁ ଭିମସାର ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story