ଆସନ୍ତାକାଲିଠାରୁ ସମସ୍ତ ସ୍କୁଲ ଛୁଟି, ଖୋଲିବ ଜୁନ୍‌ ୧୯ରେ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଜୁନ୍‌ ୧୭ ତାରିଖ ଯାଏଁ ବନ୍ଦ ରହିବ। ଜୁନ୍‌ ୧୮ ତାରିଖ ରବିବାର ପଡ଼ୁଥିବାରୁ ୧୯ ତାରିଖରେ ସ୍କୁଲ ଖୋଲିବ। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ମେ’ ୩ ତାରିଖରେ ସ୍କୁଲ ଛୁଟି ହେବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା। ମାତ୍ର ଗ୍ରୀଷ୍ମ ପ୍ରବାହ ବଢ଼ୁଥିବାରୁ ୮ ଦିନ ପୂର୍ବରୁ ସ୍କୁଲ ଛୁଟି ଘୋଷଣା କରାଯାଇଛି।

children-l-pti

Rakesh Mallick
  • Published: Monday, 24 April 2017
  • , Updated: 25 April 2017, 07:18 AM IST

ଭୁବନେଶ୍ୱର: ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଜୁନ୍‌ ୧୭ ତାରିଖ ଯାଏଁ ବନ୍ଦ ରହିବ। ଜୁନ୍‌ ୧୮ ତାରିଖ ରବିବାର ପଡ଼ୁଥିବାରୁ ୧୯ ତାରିଖରେ ସ୍କୁଲ ଖୋଲିବ। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ପୂର୍ବରୁ ମେ’ ୩ ତାରିଖରେ ସ୍କୁଲ ଛୁଟି ହେବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା। ମାତ୍ର ଗ୍ରୀଷ୍ମ ପ୍ରବାହ ବଢ଼ୁଥିବାରୁ ୮ ଦିନ ପୂର୍ବରୁ ସ୍କୁଲ ଛୁଟି ଘୋଷଣା କରାଯାଇଛି।

Related story