ପୁଣି ଓଡ଼ିଶା ଆସିବେ ଅମିତ ଶାହା: ଟାର୍ଗେଟ୍‌ରେ ଗଂଜାମ, ଯାଜପୁର ଓ ଭୁବନେଶ୍ୱର

ଭୁବନେଶ୍ୱର: ଆସନ୍ତା ମାସରେ ୩ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ଜୁନ୍ ୨୨ରୁ  ୨୪ ତାରିଖ ଯାଏଁ ସେ ଓଡ଼ିଶାରେ ରହିବେ। ଏହି ଗସ୍ତ ସମୟରେ ଗଂଜାମ, ଯାଜପୁର ଓ ଭୁବନେଶ୍ୱର ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ କେନ୍ଦ୍ରର ଗରିବ କଲ୍ୟାଣ କାର୍ଯ୍ୟକ୍ରମର ତଦାରଖ କରିବେ। ଏହାଛଡ଼ା ଓଡ଼ିଶା ସରକାରଙ୍କ ଅପରଗତାକୁ ଲୋକଙ୍କ ସମ୍ନାରେ ବଖାଣିବେ। ସୂଚନାଯୋଗ୍ୟ ଏପ୍ରିଲ୍‌ ୧୫ରେ ଭୁବନେଶ୍ୱର ଅନୁଷ୍ଠିତ ହୋଇଥିବା ବିଜେପିର ଜାତୀୟ କାର୍ଯ୍ୟକାରିଣୀରେ ଯୋଗ ଦେବା ପାଇଁ […]

amit

Rakesh Mallick
  • Published: Tuesday, 16 May 2017
  • , Updated: 16 May 2017, 03:30 PM IST

ଭୁବନେଶ୍ୱର: ଆସନ୍ତା ମାସରେ ୩ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା। ଜୁନ୍ ୨୨ରୁ  ୨୪ ତାରିଖ ଯାଏଁ ସେ ଓଡ଼ିଶାରେ ରହିବେ। ଏହି ଗସ୍ତ ସମୟରେ ଗଂଜାମ, ଯାଜପୁର ଓ ଭୁବନେଶ୍ୱର ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ କେନ୍ଦ୍ରର ଗରିବ କଲ୍ୟାଣ କାର୍ଯ୍ୟକ୍ରମର ତଦାରଖ କରିବେ। ଏହାଛଡ଼ା ଓଡ଼ିଶା ସରକାରଙ୍କ ଅପରଗତାକୁ ଲୋକଙ୍କ ସମ୍ନାରେ ବଖାଣିବେ।

ସୂଚନାଯୋଗ୍ୟ ଏପ୍ରିଲ୍‌ ୧୫ରେ ଭୁବନେଶ୍ୱର ଅନୁଷ୍ଠିତ ହୋଇଥିବା ବିଜେପିର ଜାତୀୟ କାର୍ଯ୍ୟକାରିଣୀରେ ଯୋଗ ଦେବା ପାଇଁ ଅମିତ ଶାହା ଓଡ଼ିଶା ଆସିଥିଲେ।

Related story