ଆନନ୍ଦପୁର: ପିଲା କଳିକୁ ନେଇ ଭାଇକୁ ହତ୍ୟା କଲେ ଅନ୍ୟ ୪ ଭାଇ

ଆନନ୍ଦପୁର: ଆନନ୍ଦପୁର ଥାନା ଅନ୍ତର୍ଗତ କଣ୍ଟିପାଳ ପଞ୍ଚାୟତ ପଇତାପାଣି ଗାଁରେ ବୁଧବାର ବିଳମ୍ବିତ ରାତିରେ ପିଲାକଳିକୁ କେନ୍ଦ୍ର କରି ଜଣେ ଭାଇକୁ ଅନ୍ୟ ଚାରି ଭାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଜଣକ ହେଲେ ଭାଗିରଥୀ ହେମ୍ବ୍ରମ୍ । ସାମାନ୍ୟ ପିଲାକଳିକୁ କେନ୍ଦ୍ର କରି ଅନ୍ୟ ଚାରି ଭାଇ ଭାଗିରଥୀଙ୍କୁ ହତ୍ୟା କରିଥିଲେ। ତାଙ୍କୁ ଘରୁ ଟାଣିନେଇ ତାଙ୍କ ଅନ୍ୟ ଭାଇମାନେ ହତ୍ୟା କରିଥିବା ପତ୍ନୀ ପାନ ହେମ୍ବ୍ରମ୍ ଅଭିଯୋଗ କରିଛନ୍ତି। ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ […]

hhhhhhhhhhhhh -୫

Rakesh Mallick
  • Published: Thursday, 25 February 2016
  • , Updated: 25 February 2016, 04:32 AM IST

ଆନନ୍ଦପୁର: ଆନନ୍ଦପୁର ଥାନା ଅନ୍ତର୍ଗତ କଣ୍ଟିପାଳ ପଞ୍ଚାୟତ ପଇତାପାଣି ଗାଁରେ ବୁଧବାର ବିଳମ୍ବିତ ରାତିରେ ପିଲାକଳିକୁ କେନ୍ଦ୍ର କରି ଜଣେ ଭାଇକୁ ଅନ୍ୟ ଚାରି ଭାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଜଣକ ହେଲେ ଭାଗିରଥୀ ହେମ୍ବ୍ରମ୍ । ସାମାନ୍ୟ ପିଲାକଳିକୁ କେନ୍ଦ୍ର କରି ଅନ୍ୟ ଚାରି ଭାଇ ଭାଗିରଥୀଙ୍କୁ ହତ୍ୟା କରିଥିଲେ। ତାଙ୍କୁ ଘରୁ ଟାଣିନେଇ ତାଙ୍କ ଅନ୍ୟ ଭାଇମାନେ ହତ୍ୟା କରିଥିବା ପତ୍ନୀ ପାନ ହେମ୍ବ୍ରମ୍ ଅଭିଯୋଗ କରିଛନ୍ତି। ୪ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଭାଇ  ଥାନାରେ ଆତ୍ମସମର୍ପଣ କରିଛି। ପୋଲିସ୍ ଘଟଣାର ତଦନ୍ତ କରୁଛି।

Related story