ଗୁରୁମା’ଙ୍କ ଗାଡି ଧୋଇଲେ ଛାତ୍ରୀ: ଶିକ୍ଷୟିତ୍ରୀ କହିଲେ- ମୁଁ କହିନଥିଲି, କାଦୁଅ ଲାଗିଥିବା ଦେଖି ନିଜେ ଧୋଇଲେ

<p>ଅନୁଗୋଳ: ବିଦ୍ୟାଳୟ ହେଉଛି ଶିକ୍ଷାର ମନ୍ଦିର। ଶିକ୍ଷକ ଓ ଶିକ୍ଷୟିତ୍ରୀ ହେଉଛନ୍ତି ମନ୍ଦିର ପୂଜକ। ସେମାନଙ୍କ ହାତରେ ଗଢ଼ାଯାଏ ପିଲାଙ୍କ ଭାଗ୍ୟ ଓ ଭବିଷ୍ୟତ। କେତେକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଛାତ୍ରୀଙ୍କୁ ଗାଡ଼ି ଧୋଇବା କାମରେ ବ୍ୟବହାର କରୁଛନ୍ତି। ମାତ୍ର ଶିକ୍ଷୟିତ୍ରୀ ଜଣକ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି-&ldquo;ପିଲାମାନଙ୍କୁ ସେ ଗାଡି ଧୋଇବାକୁ କହିନଥିଲେ। ଗାଡ଼ି କାଦ ହୋଇଥିବା ଦେଖି ସେମାନେ ଧୋଇଦେଇଥିଲେ।&rdquo; ଏପରି ଅଭାବନୀୟ ଘଟଣା ଅନୁଗୋଳ ଜିଲ୍ଲାରେ ଘଟିଛି।</p> <p>ବଅଁରପାଳ ବ୍ଲକ ଅମାନ୍ତପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପିଲାମାନେ ସବୁଦିନ ପରେ ଆଜି ମଧ୍ୟ ଆସିଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଛାତ୍ରୀ ଶିକ୍ଷୟିତ୍ରୀଙ୍କ Activa ଗାଡିକୁ ଧୋଉଥିଲେ। କେବଳ ସେତିକି ନୁହେଁ ଶିକ୍ଷୟିତ୍ରୀ ଜଣକ ବାଡି ଧରି ସେମାନଙ୍କୁ ତାଗିଦ କରୁଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟକୁ ଆସିଥିବା ଜଣେ ଅଭିଭାବକ ଏପରି ଦୃଶ୍ୟ ଦେଖି ମୋବାଇଲ କ୍ୟାମେରାରେ କଏଦ କରିଥିଲେ। ତେବେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଜଣକ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି-&ldquo;ପିଲାମାନଙ୍କୁ ସେ ଗାଡି ଧୋଇବାକୁ କହିନଥିଲେ। ଗାଡ଼ି କାଦ ହୋଇଥିବା ଦେଖି ସେମାନେ ଧୋଇଦେଇଥିଲେ।&rdquo;</p>

Ordigital Desk
  • Published: Wednesday, 26 July 2017
  • Updated: 26 July 2017, 06:54 PM IST

Sports

Latest News

<p>ଅନୁଗୋଳ: ବିଦ୍ୟାଳୟ ହେଉଛି ଶିକ୍ଷାର ମନ୍ଦିର। ଶିକ୍ଷକ ଓ ଶିକ୍ଷୟିତ୍ରୀ ହେଉଛନ୍ତି ମନ୍ଦିର ପୂଜକ। ସେମାନଙ୍କ ହାତରେ ଗଢ଼ାଯାଏ ପିଲାଙ୍କ ଭାଗ୍ୟ ଓ ଭବିଷ୍ୟତ। କେତେକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଛାତ୍ରୀଙ୍କୁ ଗାଡ଼ି ଧୋଇବା କାମରେ ବ୍ୟବହାର କରୁଛନ୍ତି। ମାତ୍ର ଶିକ୍ଷୟିତ୍ରୀ ଜଣକ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି-&ldquo;ପିଲାମାନଙ୍କୁ ସେ ଗାଡି ଧୋଇବାକୁ କହିନଥିଲେ। ଗାଡ଼ି କାଦ ହୋଇଥିବା ଦେଖି ସେମାନେ ଧୋଇଦେଇଥିଲେ।&rdquo; ଏପରି ଅଭାବନୀୟ ଘଟଣା ଅନୁଗୋଳ ଜିଲ୍ଲାରେ ଘଟିଛି।</p><p>ବଅଁରପାଳ ବ୍ଲକ ଅମାନ୍ତପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପିଲାମାନେ ସବୁଦିନ ପରେ ଆଜି ମଧ୍ୟ ଆସିଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଛାତ୍ରୀ ଶିକ୍ଷୟିତ୍ରୀଙ୍କ Activa ଗାଡିକୁ ଧୋଉଥିଲେ। କେବଳ ସେତିକି ନୁହେଁ ଶିକ୍ଷୟିତ୍ରୀ ଜଣକ ବାଡି ଧରି ସେମାନଙ୍କୁ ତାଗିଦ କରୁଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟକୁ ଆସିଥିବା ଜଣେ ଅଭିଭାବକ ଏପରି ଦୃଶ୍ୟ ଦେଖି ମୋବାଇଲ କ୍ୟାମେରାରେ କଏଦ କରିଥିଲେ। ତେବେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଜଣକ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି-&ldquo;ପିଲାମାନଙ୍କୁ ସେ ଗାଡି ଧୋଇବାକୁ କହିନଥିଲେ। ଗାଡ଼ି କାଦ ହୋଇଥିବା ଦେଖି ସେମାନେ ଧୋଇଦେଇଥିଲେ।&rdquo;</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos