ତିନି ଭାଇଙ୍କ ମୃତଦେହ କୂଅରୁ ଉଦ୍ଧାର, ମା’ ଫେରାର

ଅନୁଗୋଳ: ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ଗୁରୁଜାଙ୍ଗ ଗାଁରେ ଆଜି ସୌଭାଗିନୀ ବେହେରା ନାମକ ଜଣେ ମହିଳା ନିଜର ତିନି ପୁଅଙ୍କୁ କୂଅରେ ଫିଙ୍ଗି ଦେବା ପରେ ନିଜେ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ତିନି ଜଣ ଯାକ ଛୁଆଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସୌଭାଗିନୀଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତେବେ ଉଦ୍ଧାର ହେବା ପରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ମୃତ ତିନି ଭାଇ ନାବାଳକ। ସେମାନଙ୍କ ବୟସ ୬, ୪ […]

child

child

Rakesh Mallick
  • Published: Saturday, 10 September 2016
  • Updated: 10 September 2016, 05:42 PM IST

Sports

Latest News

childଅନୁଗୋଳ: ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ଗୁରୁଜାଙ୍ଗ ଗାଁରେ ଆଜି ସୌଭାଗିନୀ ବେହେରା ନାମକ ଜଣେ ମହିଳା ନିଜର ତିନି ପୁଅଙ୍କୁ କୂଅରେ ଫିଙ୍ଗି ଦେବା ପରେ ନିଜେ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ତିନି ଜଣ ଯାକ ଛୁଆଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ସୌଭାଗିନୀଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ତେବେ ଉଦ୍ଧାର ହେବା ପରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।

ମୃତ ତିନି ଭାଇ ନାବାଳକ। ସେମାନଙ୍କ ବୟସ ୬, ୪ ଓ ୨ ବର୍ଷ। ସେମାନଙ୍କ ବାପା ଏକ ମାମଲାରେ ଜେଲ୍‌ରେ ଅଛନ୍ତି ବୋଲି ଆଠମଲ୍ଲିକ ଏସ୍‌ଡିପିଓ କହିଛନ୍ତି।

ସ୍ୱାମୀ ଜେଲ୍‌ରେ ଥିବା ଯୋଗୁଁ ସୌଭାଗିନୀ ମାନସିକ ଦୁଶ୍ଚିନ୍ତା ଭିତରେ ଥିଲେ ବୋଲି ଗାଁ ଲୋକେ କହିଛନ୍ତି। ସେଥିପାଇଁ ସେ ଏଭଳି ପଦକ୍ଷେପ ନେଇଥିବା ସେମାନେ କହିଛନ୍ତି। ପୋଲିସ୍ ସୌଭାଗିନୀଙ୍କୁ ଠାବ କରିବାକୁ ଉଦ୍ୟମ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story