ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହ ମୁଲତବି: ସାରଥି ପ୍ରସଙ୍ଗରେ ବିରୋଧୀଙ୍କ ମୁଲତବି ପ୍ରସ୍ତାବକୁ ଗ୍ରହଣ କଲେ ବାଚସ୍ପତି

ଭୁବନେଶ୍ୱର: ଶୁକ୍ରବାର ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବମାତ୍ରେ ବିରୋଧୀ ହୋହାଲ୍ଲା ଆରମ୍ଭ କରିଦେଇଥିଲେ । ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି କରିଦେଇଛନ୍ତି । ଅନ୍ୟପକ୍ଷେ ବିରୋଧୀଙ୍କ ପକ୍ଷରୁ ସାରଥି ପ୍ରସଙ୍ଗରେ ଅଣାଯାଇଥିବା ମୁଲତବି ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିଛନ୍ତି । ମୁଲତବି ପ୍ରସ୍ତାବ ଗ୍ରହଣ ପରେ ସାରଥି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଗୃହରେ ଉତ୍ତର ରଖିବେ । ଗୁରୁବାର ବିଧାନସଭା ଆରମ୍ଭରୁ ୧ ମିନିଟ୍ ଚାଲିବା ପରେ ହଟ୍ଟଗୋଳ ଯୋଗୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ […]

odishaassembly

odishaassembly

Rakesh Mallick
  • Published: Friday, 21 August 2015
  • Updated: 21 August 2015, 05:19 AM IST

Sports

Latest News

ଭୁବନେଶ୍ୱର: ଶୁକ୍ରବାର ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବମାତ୍ରେ ବିରୋଧୀ ହୋହାଲ୍ଲା ଆରମ୍ଭ କରିଦେଇଥିଲେ । ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି କରିଦେଇଛନ୍ତି । ଅନ୍ୟପକ୍ଷେ ବିରୋଧୀଙ୍କ ପକ୍ଷରୁ ସାରଥି ପ୍ରସଙ୍ଗରେ ଅଣାଯାଇଥିବା ମୁଲତବି ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିଛନ୍ତି । ମୁଲତବି ପ୍ରସ୍ତାବ ଗ୍ରହଣ ପରେ ସାରଥି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଗୃହରେ ଉତ୍ତର ରଖିବେ ।

ଗୁରୁବାର ବିଧାନସଭା ଆରମ୍ଭରୁ ୧ ମିନିଟ୍ ଚାଲିବା ପରେ ହଟ୍ଟଗୋଳ ଯୋଗୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବାଚସ୍ପତି ଗୃହକୁ ମୁଲତବି କରିଦେଇଥିଲେ । ୩ଟା ପରେ ଗୃହ ଆରମ୍ଭ ହୋଇଛି । ପ୍ରକାଶ ମିଶ୍ର ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର। ସେ ମୁଲତବି ନୋଟିସ୍ ଅଗ୍ରାହ୍ୟ ପୁନର୍ବିଚାର ପାଇଁ ଦାବି କରିଥିଲେ । ମୁଲତବି ନୋଟିସର ପୁନର୍ବିଚାର ନ ହେବା ଯାଏଁ ପ୍ରତିବାଦ କରାଯିବ। ଗୁରୁତ୍ୱପୂର୍ଣ୍ଣ ବିଲ୍  ଆଲୋଚନାରେ ସହଯୋଗ କରିବୁ ବୋଲି ସେ କହିଥିଲେ । ଏହାସହ ବ୍ଲକ୍ ଗ୍ରାଣ୍ଟ ଶିକ୍ଷକଙ୍କ ସମସ୍ୟା ଦୂର ଲାଗି ସରକାର ଆବଶ୍ୟକ ପଦକ୍ଷେପ ନିଅନ୍ତୁ ବୋଲି ସେ ଦାବି କରିଥିଲେ । ଗୃହରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ସଂଶୋଧନ ଓ ଓଡ଼ିଶା ଶିକ୍ଷା ସଂଶୋଧନ ବିଲ ଆଗତ ହୋଇଥିଲା । କଂଗ୍ରେସର ମୁଲତବି ନୋଟିସକୁ ବାଚସ୍ପତି ରୁଲିଂ କରିଦେଇଥଲେ । କଂଗ୍ରେସ ମୁଲତବି ନୋଟିସ ଜନସ୍ୱାସ୍ଥ୍ୟ ଦୃଷ୍ଟିରୁ ଜରୁରି ନ ଥିବାରୁ ଅଗ୍ରାହ୍ୟ କରିଦିଆଯାଇଥିବା କୁହାଯାଇଥିଲା । ସକାଳେ ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ କଂଗ୍ରେସ ପୂର୍ବତନ ପୋଲିସ୍ ଡିଜି ପ୍ରକାଶ ମିଶ୍ର ପ୍ରସଙ୍ଗରେ ଆଲୋଚନା କରିବାକୁ ତା’ର ଦାବିକୁ ଦୋହରାଇଥିଲା। ଦଳୀୟ ବିଧାୟକମାନେ ବ୍ୟାନର ଧରି ଗୃହର ମଧ୍ୟଭାଗକୁ ଚାଲି ଆସିଥିଲେ ଓ ନାରାବାଜି କରିଥିଲେ। ଅଚଳାବସ୍ଥା ଦେଖି ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି କରିଦେଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story