ସେ ଏମିତି ବୀର: ଶତ୍ରୁ ଗୁଳିରେ ଲହୁଲୁହାଣ ପରେ ବି ସତେଜ ଥିଲେ, କହିଥିଲେ ବନ୍ଧୁକରେ ବୁଲେଟ୍ ଥିବା ଯାଏ ଲଢ଼ିବି 

ବୀର ପ୍ରସବିନୀ ଭାରତ ମାତା ଅନେକ ବୀରଙ୍କୁ ଜନ୍ମ ଦେଇଛି। ଏହି ବୀରମାନେ ନିଜର ପରାକ୍ରମ ଓ ଶକ୍ତି ବଳରେ ବିଶ୍ୱ ମାନଚ୍ଚିତ୍ରରେ ଦେଶର ନାଁ ରଖି ଯାଇଛନ୍ତି। ଆଜି ଆମେ ଏଭଳି ଜଣେ ବୀରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଭାରତ-ପାକିସ୍ତାନ ଯୁଦ୍ଧରେ ଏକାକୀ ପାକିସ୍ତାନକୁ ପାଣି ପିଆଇଦେଇଥିଲେ। ସେ ହେଉଛନ୍ତି ପରମବୀର ଅରୁଣ କ୍ଷେତ୍ରପାଲ୍। ଭାରତରେ ଦ୍ୱିତୀୟ ଲେଫ୍ଟନାଣ୍ଟ ଜେନେରାଲ୍ ନାମରେ ପରିଚିତ ଅରୁଣ କ୍ଷେତ୍ରପାଲ୍ ଜଣେ ଏଭଳି ବ୍ୟକ୍ତିତ୍ୱ ଯାହାଙ୍କୁ ଦେଶବାସୀ କେବେ […]

ARUN

ARUN

Rakesh Mallick
  • Published: Saturday, 14 October 2017
  • Updated: 15 October 2017, 12:13 PM IST

Sports

Latest News

ବୀର ପ୍ରସବିନୀ ଭାରତ ମାତା ଅନେକ ବୀରଙ୍କୁ ଜନ୍ମ ଦେଇଛି। ଏହି ବୀରମାନେ ନିଜର ପରାକ୍ରମ ଓ ଶକ୍ତି ବଳରେ ବିଶ୍ୱ ମାନଚ୍ଚିତ୍ରରେ ଦେଶର ନାଁ ରଖି ଯାଇଛନ୍ତି। ଆଜି ଆମେ ଏଭଳି ଜଣେ ବୀରଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଭାରତ-ପାକିସ୍ତାନ ଯୁଦ୍ଧରେ ଏକାକୀ ପାକିସ୍ତାନକୁ ପାଣି ପିଆଇଦେଇଥିଲେ। ସେ ହେଉଛନ୍ତି ପରମବୀର ଅରୁଣ କ୍ଷେତ୍ରପାଲ୍। ଭାରତରେ ଦ୍ୱିତୀୟ ଲେଫ୍ଟନାଣ୍ଟ ଜେନେରାଲ୍ ନାମରେ ପରିଚିତ ଅରୁଣ କ୍ଷେତ୍ରପାଲ୍ ଜଣେ ଏଭଳି ବ୍ୟକ୍ତିତ୍ୱ ଯାହାଙ୍କୁ ଦେଶବାସୀ କେବେ ବି ଭୁଲି ପାରିବେନି। ତାଙ୍କ ବୀର ଗାଥାର ଯେତେ ପ୍ରଶନ୍ସା କଲେ ମଧ୍ୟ କମ୍ ହେବ।

ତେବେ ଆସନ୍ତୁ ଜାଣିବା ଏହି ମହାନ ବ୍ୟକ୍ତିତ୍ୱଙ୍କ ବୀରଗାଥା ବିଷୟରେ ଯାହାଙ୍କ ଲଢ଼ୁଆପଣ ପାଇଁ ପାକିସ୍ତାନ ଭାରତଠାରୁ ସୋଚନୀୟ ପରାଜିତ ହୋଇଥିଲା।ଦେଶର ସେକେଣ୍ଡ ଲେଫ୍ଟନାଣ୍ଟ ନାମରେ ପରିଚିତ ଅରଣୁ ତେଜପାଲଙ୍କ ଜନ୍ମ ୧୪ ଅକ୍ଟୋବର ୧୯୫୦ମସିହାରେ ହୋଇଥିଲା। ତୁଳସୀ ଦୁଇପତ୍ରରୁ ବାସିଲା ଭଳି ପିଲାବେଳୁ ହିଁ ଅରୁଣଙ୍କର ନେତୃତ୍ୱ ନେବାର ଦକ୍ଷତା ସ୍ପଷ୍ଟ ବାରି ହୋଇପଡ଼ୁଥିଲା। ଅରୁଣ ପଢ଼ାରେ ଯେମିତ ଥିଲେ ଖେଳକୁଦରେ ବି ସେମିତି।

ପିଲାବେଳୁ  ହିଁ ଦେଶମାତୃକାର ସେବା କରିବା ପାଇଁ ଆଗ୍ରହୀ ଥିବା ଅରୁଣ ପ୍ରଥମେ ନ୍ୟାସନାଲ୍ ଡିଫେନ୍ସ ଆକାଡେମୀରେ(ଏନଡିଏ)ରେ ସ୍କ୍ବାରଡ୍ରୋନ କେଡେଟ ଭାବରେ ଚାକିରି କଲେ। ଏହାପରେ ଡେରାଡୁନରେ ଇଣ୍ଡିଆନ୍ସ ମିଲିଟାରୀ ଏକାଡେମୀରେ ତାଙ୍କୁ ସିନିଅର ଅଣ୍ଡର ଅଫିସର ପଦରେ ନିଯୁକ୍ତି ଦିଆ ଯାଇଥିଲା। ସେଠାରେ ସେ କିଛି ଦିନ କାମ କରିବା ପରେ ୧୯୭୧ ମସିହାରେ ପୁନେ ହର୍ସରେ ସେକେଣ୍ଡ ଲେଫ୍ଟନାଣ୍ଟ ଭାବରେ ନିଯୁକ୍ତି ପାଇଥିଲେ।

ଏହି ସମୟରେ ଆରମ୍ଭ ହୋଇଯାଇଥିଲା ଭାରତ-ପାକିସ୍ତାନ ଯୁଦ୍ଧ। ପଡ଼ୋଶୀ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିଚାଲିଥାଏ। ଭାରତ ମଧ୍ୟ ପାକିସ୍ତାନର କଡ଼ା ଯବାବ ଦେଉଥାଏ ଏହି ସମୟରେ ଶତ୍ରୁ ସହ ଲଢ଼ିବା ପାଇଁ ଯୁଦ୍ଧରେ ସାମିଲ ହୋଇଥିଲେ ଅରୁଣ।

ଦୁଇ ଦେଶ ମଧ୍ୟରେ ଚାଲିଲା ଘମାଘୋଟ ଯୁଦ୍ଧ। ସାହାବାଜପୁର ଅଞ୍ଚଳର ବସନ୍ତରରେ ପାକିସ୍ତାନ ସହ ଯୁଦ୍ଧ କରି ଗମ୍ଭୀର ଭାବରେ ଆହତ ହେଲେ ଅରୁଣ। ତାଙ୍କର ଏଭଳି ଅବସ୍ଥା ଦେଖି ସାଥି ଯବାନମାନେ ତାଙ୍କ ପାକିସ୍ତାନ ଟ୍ୟାଙ୍କ ସାମ୍ନାରୁ ପଳାଇଯିବାକୁ କହିଥିଲେ। ହେଲେ ସାଥୀଙ୍କ କଥା ଶୁଣି ନଥିଲେ ସେ। କହିଥିଲେ ବନ୍ଧୁକରେ ଯେପର୍ଯ୍ୟନ୍ତ ଗୁଳି ଅଛି ସେପଯର୍ୟନ୍ତ ଶତ୍ରୁ ସହ ଲଢ଼ିବି। ଏପରି କହି ଆହତ ଅବସ୍ଥାରେ ସେ  ପାକିସ୍ତାନର ଟ୍ୟାଙ୍କ ଆଡ଼କୁ ଅଗ୍ରସର ହେଲେ। ତାଙ୍କର ଏପରି ସାହସ ଦେଖି ସାଥି ଯବାନମାନେ ମଧ୍ୟ ତଟସ୍ଥ ହୋଇ ଯାଇଥିଲେ। ଶେଷରେ ଅରୁଣ ମାତ୍ର ୧୦୦ ମିଟର ଦୂରରେ ଥିବା ପାକିସ୍ତାନର ଶେଷ ଟ୍ୟାଙ୍କକୁ ନଷ୍ଟ କରିବାରେ ସଫଳ ହୋଇଥିଲେ।

ପାକିସ୍ତାନ ଧୀରେ ଧୀରେ ଦୁର୍ବଳ ହୋଇ ଯାଉଥିଲା ତଥାପି ବନ୍ଧୁକ ଛାଡ଼ି ନଥିଲେ ଅରୁଣ। ଶେଷରେ ୧୬ ଡିସେମ୍ବର ୧୯୭୧ ମସିହାରେ ଶତ୍ରୁ ଗୁଳିରେ ଶହୀଦ ହେଲେ ଭାରତର ଏହି ବୀର ପୁତ୍ର। ପାକିସ୍ତାନ ଭାରତ ସମ୍ମୁଖରେ ନିଜର ପରାଜୟ ସ୍ୱୀକାର କଲା ଓ ବାଂଲାଦେଶ ସ୍ୱାଧୀନ ହେଲା। ଭାରତର ବିଜୟ ପଛରେ ଅରୁଣଙ୍କ ଏହି ବଳିଦାନ ପାଇଁ ତାଙ୍କୁ ମରୋଣତ୍ତର ପରମବୀର ଚକ୍ର ସମ୍ମାନରେ ସମ୍ମାନିତ କରାଯାଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story