ଆସନ୍ତାକାଲି ଯୁକ୍ତଦୁଇ ପରୀକ୍ଷା

ଭୁବନେଶ୍ୱର: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତି ଦୁଇ ପରୀକ୍ଷା ଆସନ୍ତାକାଲିଠାରୁ ଆରମ୍ଭ ହେବ। ଏଥିପାଇଁ ପରିଷଦର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ୧ହଜାର ୯୮ଟି କେନ୍ଦ୍ରରେ ମୋଟ୍‌ ୩ ଲକ୍ଷ ୭୩ ହଜାର ଛାତ୍ରଛାତ୍ରୀ ଯୁକ୍ତଦୁଇ ପରୀକ୍ଷା ଦେବେ। ଏଥିପାଇଁ ୨୦୩ଟି ଏକ୍‌ଜାମିନେସନ ମ୍ୟାନେଜମେଣ୍ଟ ହବ୍‌ରେ ପ୍ରଶ୍ନପତ୍ରକୁ ସୁରକ୍ଷିତ ଭାବେ ରଖାଯାଇଛି। ଉକ୍ତ ହବ୍‌ଗୁଡିକରେ ସିସିଟିଭି କ୍ୟାମେରା ଲାଗିଥିବା ବେଳେ ୨୪ ଘଣ୍ଟିଆ ପୋଲିସ ବ୍ୟବସ୍ଥା ରହିଛି। ଉଚ୍ଚମାଧ୍ୟମିକ ଶିକ୍ଷା […]

plus two exam

plus two exam

Rakesh Mallick
  • Published: Tuesday, 01 March 2016
  • Updated: 02 March 2016, 01:50 AM IST

Sports

Latest News

ଭୁବନେଶ୍ୱର: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତି ଦୁଇ ପରୀକ୍ଷା ଆସନ୍ତାକାଲିଠାରୁ ଆରମ୍ଭ ହେବ। ଏଥିପାଇଁ ପରିଷଦର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଚଳିତବର୍ଷ ୧ହଜାର ୯୮ଟି କେନ୍ଦ୍ରରେ ମୋଟ୍‌ ୩ ଲକ୍ଷ ୭୩ ହଜାର ଛାତ୍ରଛାତ୍ରୀ ଯୁକ୍ତଦୁଇ ପରୀକ୍ଷା ଦେବେ। ଏଥିପାଇଁ ୨୦୩ଟି ଏକ୍‌ଜାମିନେସନ ମ୍ୟାନେଜମେଣ୍ଟ ହବ୍‌ରେ ପ୍ରଶ୍ନପତ୍ରକୁ ସୁରକ୍ଷିତ ଭାବେ ରଖାଯାଇଛି। ଉକ୍ତ ହବ୍‌ଗୁଡିକରେ ସିସିଟିଭି କ୍ୟାମେରା ଲାଗିଥିବା ବେଳେ ୨୪ ଘଣ୍ଟିଆ ପୋଲିସ ବ୍ୟବସ୍ଥା ରହିଛି। ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷ ବାସୁଦେବ ଛାଟୋଇ କହିଛନ୍ତି, “ପରୀକ୍ଷା ଦିନ ସକାଳୁ ପୋଲିସ ସହାୟତାରେ ଅବଜର୍ଭରମାନେ ପ୍ରଶ୍ନପ୍ରତ୍ର ନେଇ କେନ୍ଦ୍ରରେ ପହଞ୍ଚିବେ। ପ୍ରଶାସନିକ ପ୍ରତିନିଧୀ ଓ ଅବଜର୍ଭରଙ୍କ ଉପସ୍ଥିତିରେ ପ୍ରଶ୍ନପତ୍ର ଖୋଲାଯିବ।”

ସେହିପରି ଆଜିଠାରୁ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇଛି। ଭୁବନେଶ୍ୱର ରିଜନ୍‌ ଅଧୀନରେ ଆସୁଥିବା ଓଡ଼ିଶା, ଛତିଶଗଡ ଓ ପଶ୍ଚିମବଙ୍ଗରେ ଏହି ପରୀକ୍ଷା ହେଉଛି। କେବଳ ଓଡ଼ିଶାରେ ୧୪ ହଜାର ଛାତ୍ରଛାତ୍ରୀ ମୋଟ୍‌ ୬୩ଟି କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story