ପ୍ରତିଦିନ ରହିଥାଏ ୯୦ ମିନିଟ୍‌ର ରାହୁକାଳ: କରନ୍ତୁ ନାହିଁ ଶୁଭକାମ

ହିନ୍ଦୁ ଧର୍ମରେ ଯେକୌଣସି ଶୁଭ କାର୍ଯ୍ୟ ପୂର୍ବରୁ ମୁହୁର୍ତ୍ତ ଦେଖିବାର ପରମ୍ପରା ରହିଆସିଛି। ସାଧାରଣରେ ବିଶ୍ୱାସ ରହିଛି ଯେ ଶୁଭ ମୁହୁର୍ତ୍ତରେ କରାଯାଇଥିବା କାର୍ଯ୍ୟର ଫଳ ଶୁଭଦାୟକ ହୋଇଥାଏ। ଜ୍ୟୋତିଷଙ୍କ ଅନୁସାରେ, ଯଦି ଭୁଲ ବଶତଃ କୌଣସି ଶୁଭ କାର୍ଯ୍ୟ ଅଶୁଭ ମୁହୁର୍ତ୍ତରେ କରାଯାଏ ତେବେ ଏହାର ବିପରୀତ ପରିଣାମ ଭଗିବାକୁ ପଡ଼ିଥାଏ। ଜ୍ୟୋତିଷ ଗ୍ରନ୍ଥ ‘ମୁହୁର୍ତ୍ତ ଚିନ୍ତାମଣି’ ଅନୁସାରେ ରହୁକାଳକୁ କୌଣସି ବି ଶୁଭ କାର୍ଯ୍ୟ ପାଇଁ ଭଲ ବୋଲି ଗ୍ରହଣ କରାଯାଇ ନଥାଏ। ତେଣୁ […]

rahukal

rahukal

Rakesh Mallick
  • Published: Wednesday, 21 February 2018
  • Updated: 21 February 2018, 08:00 AM IST

ହିନ୍ଦୁ ଧର୍ମରେ ଯେକୌଣସି ଶୁଭ କାର୍ଯ୍ୟ ପୂର୍ବରୁ ମୁହୁର୍ତ୍ତ ଦେଖିବାର ପରମ୍ପରା ରହିଆସିଛି। ସାଧାରଣରେ ବିଶ୍ୱାସ ରହିଛି ଯେ ଶୁଭ ମୁହୁର୍ତ୍ତରେ କରାଯାଇଥିବା କାର୍ଯ୍ୟର ଫଳ ଶୁଭଦାୟକ ହୋଇଥାଏ। ଜ୍ୟୋତିଷଙ୍କ ଅନୁସାରେ, ଯଦି ଭୁଲ ବଶତଃ କୌଣସି ଶୁଭ କାର୍ଯ୍ୟ ଅଶୁଭ ମୁହୁର୍ତ୍ତରେ କରାଯାଏ ତେବେ ଏହାର ବିପରୀତ ପରିଣାମ ଭଗିବାକୁ ପଡ଼ିଥାଏ। ଜ୍ୟୋତିଷ ଗ୍ରନ୍ଥ ‘ମୁହୁର୍ତ୍ତ ଚିନ୍ତାମଣି’ ଅନୁସାରେ ରହୁକାଳକୁ କୌଣସି ବି ଶୁଭ କାର୍ଯ୍ୟ ପାଇଁ ଭଲ ବୋଲି ଗ୍ରହଣ କରାଯାଇ ନଥାଏ। ତେଣୁ ଶୁଭ କାର୍ଯ୍ୟ କରିବା ପୂର୍ବରୁ ରାହୁକାଳ ଉପରେ ଚିନ୍ତା କରାଯାଇଥାଏ।

ପ୍ରତିଦିନ ସମସ୍ତ ଗ୍ରହଙ୍କ ଉପରେ ନିର୍ଦ୍ଦିଷ୍ଟ ସମୟ ପାଇଁ ରାହୁକାଳ ପଡିଥାଏ। ଆସନ୍ତୁ ଜାଣିବା କେଉଁ ଦିନ ଓ କେଉଁ ସମୟରେ ରାହୁକାଳ ପଡ଼ିଥାଏ। ଏହାକୁ ଧ୍ୟାନରେ ରଖି କାମ କରିବେ ଓ ଏହି ସମୟରେ ଶୁଭ କାମ କରିବେ ନାହିଁ।

ଜ୍ୟୋତିଷ ବିଷାରଦଙ୍କ ଅନୁସାରେ, ରାହୁକୁ  ଛାୟା ଗ୍ରହ ବୋଲି କୁହାଯାଇଥାଏ। ଏହି ଗ୍ରହ ଅଶୁଭ ଫଳ ଦେଇଥାଏ। ତେଣୁ ଏହି ସମୟ ମଧ୍ୟରେ ଶୁଭ କାର୍ଯ୍ୟ କରିବାକୁ ବର୍ଜନ କରାଯାଇଥାଏ। ସୂର୍ଯ୍ୟଦୋୟରୁ ସୂର୍ଯ୍ୟାସ୍ତ ମଧ୍ୟରେ ଆଠ ଭାଗ ସମୟର ସ୍ୱାମୀ ହେଉଛନ୍ତି ରାହୁ। ଏହାକୁ ହିଁ ରାହୁକାଳ କୁହାଯାଇଥାଏ। ଏହା ପ୍ରତିଦିନ ୯୦ ମିନିଟ୍ ପର୍ଯ୍ୟନ୍ତ ଏକ ନିଶ୍ଚିନ୍ତ ସମୟରେ ପଡିଥାଏ। ଏହି ସମୟରେ କୌଣସି ବି ଶୁଭ କାର୍ଯ୍ୟ କିମ୍ୱା କିଣାବିକା ପାଇଁ ଶୁଭ ବୋଲି ଗ୍ରହଣ କରାଯାଇ ନଥାଏ। ରାହୁକାଳରେ ଆରମ୍ଭ ହୋଇଥିବା କାର୍ଯ୍ୟରେ ସବୁବେଳେ ବିଘ୍ନ ଆସିଥାଏ। ଏହି ସମୟରେ ବ୍ୟବସାୟିକ କାର୍ଯ୍ୟ ଆରମ୍ଭ କଲେ ଏଥିରେ ବିଘ୍ନ ଘଟି ଶେଷରେ ବନ୍ଦ ହୋଇଯାଇଥାଏ। ଏହି ସମୟରେ କିଣା ଯାଇଥିବା ଯାନବାହନ, ଘର ଅବା ଅନ୍ୟ କୌଣସି ବସ୍ତୁରେ କ୍ଷତି ସହିବାକୁ ପଡିଥାଏ।

ଅନ୍ୟପକ୍ଷରେ ପ୍ରତ୍ୟେକ ସ୍ଥାନରେ ଭିନ୍ନ ଭିନ୍ନ ସମୟରେ ସୂର୍ଯ୍ୟଦୋୟ ଏବଂ ସୂର୍ଯ୍ୟାସ୍ତ ହୋଇଥାଏ। ତେଣୁ ପ୍ରତି ସ୍ଥାନରେ ରାହୁକାଳ ସମୟ ଭିନ୍ନ ଭିନ୍ନ ହୋଇଥାଏ।

କେଉଁ ସମୟରେ ପଡ଼େ ରାହୁକାଳ

ଜ୍ୟୋତିଷଙ୍କ ଅନୁସାରେ,ସୋମବାର ରାହୁକାଳର ସମୟ ସକାଳ ୭.୩୦ରୁ ୯ଟା। ଶୁଭ କାମ କରିବା ବେଳେ ଏହି ସମୟକୁ ମନେ ରଖନ୍ତୁ।

ମଙ୍ଗଳବାର ରାହୁକାଳର ସମୟ ଦ୍ୱିପ୍ରହର ୩ଟାରୁ ୪.୩୦ ଯାଏଁ। କୌଣସି ବି ଶୁଭକାମ ଏହି ସମୟରେ କରନ୍ତୁ ନାହିଁ।

ବୁଧବାର ରାହୁକାଳର ସମୟ ୧୨ଟାରୁ ସାଢେ ଗୋଟାଏ ଯାଏଁ ରହିଥାଏ।

ଗୁରୁବାର ରାହୁକାଳର ସମୟ ଦ୍ୱିପ୍ରହର ସାଢେ ଗୋଟାଏରୁ ୩ଟା ଯାଏଁ ରହିଥାଏ।

ଶୁକ୍ରବାର ରାହୁକାଳର ସମୟ ସକାଳ ସେଢେ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ରହିଥାଏ। ଏହି ସମୟରେ କୌଣସି ଶୁଭ କାମ କରନ୍ତୁ ନାହିଁ।

ଶନିବାର ରାହୁକାଳର ସମୟ ସକାଳ ୯ଟାରୁ ସାଢେ ୧୦ଟା ପର୍ଯ୍ୟନ୍ତ ରହିଥାଏ।

ରବିବାର ରାହୁକାଳର ସମୟ ଅପରାହ୍ନ ସାଢେ ୪ଟାରୁ ୬ଟା ଯାଏଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story