ରଙ୍ଗାରଙ୍ଗ ପରିବେଶରେ ସରିଲା ଏସିଆନ୍‌ ଆଥଲେଟିକ୍ସ ଚାମ୍ପିଅନସିପ୍ : ମେଡାଲ ତାଲିକାରେ ଶୀର୍ଷରେ ଭାରତ

ଭୁବନେଶ୍ୱର: ଭୁବନେଶ୍ୱରରେ ଚାଲିଥିବା ୨୨ତମ ଏସିଆନ୍‌ ଆଥଲେଟିକ୍ସ ଚାମ୍ପିଅନସିପ୍ ରଙ୍ଗାରଙ୍ଗ ପରିବେଶରେ ଆଜି ଉଦ୍‌ଯାପିତ ହୋଇଛି। ଉଦ୍‌ଯାପନୀ ସମାରୋହରେ ଅତିଥିଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। ଏହି ଅସରରେ ମୁଖ୍ୟମନ୍ତ୍ରୀ ବିଶ୍ୱ ଆଥଲେଟିକ୍ ପାଇଁ ଯୋଗ୍ୟତା ଅର୍ଜନ କରିବା ଆଥଲେଟ୍‌ଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପରେ ଭାରତୀୟ ଆଥଲେଟଙ୍କୁ ଚାମ୍ପିଅନସିପ୍ ଟ୍ରଫି ଓ ଚୀନ୍‌କୁ ମୁଖ୍ୟମନ୍ତ୍ରୀ ରନର୍ସଅପ୍‌ ଟ୍ରଫି ପ୍ରଦାନ କରିଥିଲେ। ଶେଷ ଦିନରେ ଭାରତରୁ ବେଶୀ ସଫଳତା […]

Athletes-750x430

Athletes-750x430

Rakesh Mallick
  • Published: Sunday, 09 July 2017
  • Updated: 10 July 2017, 07:30 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱରରେ ଚାଲିଥିବା ୨୨ତମ ଏସିଆନ୍‌ ଆଥଲେଟିକ୍ସ ଚାମ୍ପିଅନସିପ୍ ରଙ୍ଗାରଙ୍ଗ ପରିବେଶରେ ଆଜି ଉଦ୍‌ଯାପିତ ହୋଇଛି। ଉଦ୍‌ଯାପନୀ ସମାରୋହରେ ଅତିଥିଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। ଏହି ଅସରରେ ମୁଖ୍ୟମନ୍ତ୍ରୀ ବିଶ୍ୱ ଆଥଲେଟିକ୍ ପାଇଁ ଯୋଗ୍ୟତା ଅର୍ଜନ କରିବା ଆଥଲେଟ୍‌ଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପରେ ଭାରତୀୟ ଆଥଲେଟଙ୍କୁ ଚାମ୍ପିଅନସିପ୍ ଟ୍ରଫି ଓ ଚୀନ୍‌କୁ ମୁଖ୍ୟମନ୍ତ୍ରୀ ରନର୍ସଅପ୍‌ ଟ୍ରଫି ପ୍ରଦାନ କରିଥିଲେ।

ଶେଷ ଦିନରେ ଭାରତରୁ ବେଶୀ ସଫଳତା ମିଳିଛି। ମୋଟ୍‌ ୨୯ଟି ପଦକ ମଧ୍ୟରୁ ଆଜି ୯ଟି ମିଳିଥିଲା। ଭାରତ ୧୨ଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୧୨ଟି ବ୍ରୋଞ୍ଜ ପଦକ ପାଇ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ଭାରତ ପଛକୁ ଚୀନ୍‌ ରହିଛି। ଚୀନ୍‌ ୮ଟି ସ୍ୱର୍ଣ୍ଣ, ୭ଟି ରୌପ୍ୟ ଓ ୫ଟି ବ୍ରୋଞ୍ଜ ସହ ୨୦ଟି ପଦକ ପାଇଛି। ଏହା ପଛକୁ କାଜକିସ୍ଥାନ ୪ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୨ଟି ବ୍ରୋଞ୍ଜ ସହ ୮ଟି ପଦକ ପାଇଛି। ଇଶଲାମିକ୍‌ ରିପବ୍ଲିକ ୫ଟି, ଭିଏତନାମ ୪ଟି, କୋରିଆ ୪ଟି, କ୍ୱେତ୍‌ ୪ଟା, କିର୍‌ଗିଜସ୍ଥାନ ୩ଟି ଓ ଶ୍ରୀଲଙ୍କ ୫ଟି ପଦକ ପାଇଛି।

ଆସନ୍ତାକାଲି ଭାରତୀୟ ପଦକ ବିଜେତାଙ୍କୁ ଓଡ଼ିଶା ସରକାରଙ୍କ ତରଫରୁ ସମ୍ୱର୍ଦ୍ଧିତ କରାଯିବ। ସ୍ୱର୍ଣ୍ଣ ପଦକ ବିଜେତାଙ୍କୁ ୧୦ ଲକ୍ଷ, ରୌପ୍ୟଙ୍କୁ ସାଢ଼େ ୭ ଲକ୍ଷ ଓ ବ୍ରୋଞ୍ଜ ପଦକ ବିଜେତାଙ୍କୁ ୫ ଲକ୍ଷ ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ। ଏନେଇ କ୍ରୀଡ଼ାମନ୍ତ୍ରୀ ଆଜି ଘୋଷଣା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story