ଏହି ସମୟରେ କୁହାଯାଇଥିବା ସମସ୍ତ କଥା ସତ ହୋଇଯାଏ

“ଅମୃତ ବିନୟ ବଚନ। କହିତୋଷିବ ପ୍ରାଣୀ ମନ॥” ଭାଗବତର ଏ କଥାଟି ସତରେ ପ୍ରଜୁଜ୍ୟ। କୁହାଯାଏ ସବୁବେଳେ ମିଠା କଥା କହିଲେ ଆପଣଙ୍କର ଆଦର ବଢ଼ିବ ଆଉ ସମ୍ମାନ ବି। ହେଲେ ବେଳେ ବେଳେ ଆମେ କଟୁ କଥାମାନ କହିପକାଉ। ବାସ୍ତବରେ କେବେ ହେଲେ କିଛି କଟୁ କଥା ବା ଅମଙ୍ଗଳ କଥା କହିବା ଉଚିତ ନୁହେଁ। କାରଣ କିଏ ଜାଣିଲା କେତେବେଳେ କେଉଁ କଥା ସତ ହେଇଯିବ? ଧାର୍ମକ ବିଶ୍ୱାସ ଅନୁୟାୟୀ ପୂରା ଦିନ ଭିତରେ […]

saraswati maa

saraswati maa

Rakesh Mallick
  • Published: Sunday, 20 May 2018
  • Updated: 20 May 2018, 10:22 AM IST

Sports

Latest News

“ଅମୃତ ବିନୟ ବଚନ। କହିତୋଷିବ ପ୍ରାଣୀ ମନ॥” ଭାଗବତର ଏ କଥାଟି ସତରେ ପ୍ରଜୁଜ୍ୟ। କୁହାଯାଏ ସବୁବେଳେ ମିଠା କଥା କହିଲେ ଆପଣଙ୍କର ଆଦର ବଢ଼ିବ ଆଉ ସମ୍ମାନ ବି। ହେଲେ ବେଳେ ବେଳେ ଆମେ କଟୁ କଥାମାନ କହିପକାଉ। ବାସ୍ତବରେ କେବେ ହେଲେ କିଛି କଟୁ କଥା ବା ଅମଙ୍ଗଳ କଥା କହିବା ଉଚିତ ନୁହେଁ। କାରଣ କିଏ ଜାଣିଲା କେତେବେଳେ କେଉଁ କଥା ସତ ହେଇଯିବ? ଧାର୍ମକ ବିଶ୍ୱାସ ଅନୁୟାୟୀ ପୂରା ଦିନ ଭିତରେ ଏପରି ଏକ ସମୟ ଥାଏ ଯେତେବଳେ ମୁହଁରୁ ବାହାରିଥିବା କଥା ସତ ହୋଇଯାଏ। ତେବେ ଆସନ୍ତୁ ଜାଣିବା ସେ ବିଷୟରେ।

ଅନେକ ଥର ଅନୁଭବ କରିଥିବେ ଯେ ଆପଣ ମଜାରେ ବା ରାଗରେ କହିଥିବା କିଛି କଥା ବେଳେବେଳେ ସତ ହୋଇଯଏ। ବିଶ୍ୱାସ ରହିଛି ୨୪ ଘଣ୍ଟା ମଧ୍ୟରେ କିଛି ମୂହୁର୍ତ୍ତ ଏପରି ଆସେ ଯେଉଁ ମୂହୁର୍ତ୍ତରେ ମା ବାଗ୍‌ଦେବୀ ସରସ୍ୱତୀ ଆମ କଣ୍ଠରେ ବିରାଜମାନ ହୋଇଥାନ୍ତି। ତେଣୁ ଏହି ସମୟରେ ଜାଣତରେ କହିଥିବା କଥା ମଧ୍ୟ ସତ ହୋଇଯାଏ। ତେଣୁ କେବେ ହେଲେ କାହା ବିଷୟରେ କିଛି ଖରାପ ଚିନ୍ତା କରନ୍ତୁ ନାହିଁ କି ଖରାପ କୁହନ୍ତୁ ନାହିଁ।

ଶାସ୍ତ୍ର କୁହେ ଯେ ରାତି ୩.୧୦ ରୁ ୩.୧୫ ଭିତରେ ସମୟ ବହୁତ ଭଲ ଥାଏ। ଏହି ୫ ମିନିଟ ଭିତରେ କୁହାଯାଇଥିବା କଥା ନିଶ୍ଚିତ ଭାବେ ସତ ହୋଇଥାଏ। ମାସେ ଯାଏଁ ଆପଣ ଏହି ସମୟରେ ନିଜର ମନକାମନା କହି ପରଖନ୍ତୁ। ଦେଖିବେ ମା ସରସ୍ୱତୀ ନିଶ୍ଚିତ ଆପଣଙ୍କ ଇଚ୍ଛା ପୂରଣ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story