ଆତ୍ମହତ୍ୟାରୁ ନିବୃତ୍ତ ରହିବାକୁ ଚାଷୀଙ୍କୁ ପିସିସି ସଭାପତିଙ୍କ ନିବେଦନ, ୬ ତାରିଖରେ ସବୁ ବ୍ଲକରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନ ନେବାକୁ ଚାଷୀମାନଙ୍କୁ ନିବେଦନ କରିଛନ୍ତି ପିସିସ ପଭାପତି ପ୍ରସାଦ ହରିଚନ୍ଦନ। ଆଜି ପିସିସି ସଭାପତି ହରିଚନ୍ଦନ ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି, ଦଳ ଚାଷୀଙ୍କ ହକ ଲାଗି ସବୁ ବେଳେ ଲଢେଇ କରିଛି ଓ ଅଗକୁ ଏହା ଜାରି ରହିବ । ଚାଷୀଙ୍କ ସମସ୍ୟା ପ୍ରତି ରାଜ୍ୟ ସରକାର ଚରମ ଉଦାସୀନତା ଦେଖାଉଥିବା ସେ ଅଭିଯୋଗ କରିଛନ୍ତି। ପ୍ରତିବାଦରେ ଆସନ୍ତା ୬ ତାରିଖରେ କଂଗ୍ରେସ ସବୁ ବ୍ଲକରେ ବିକ୍ଷୋଭ […]

pcc

Rakesh Mallick
  • Published: Monday, 02 November 2015
  • , Updated: 02 November 2015, 02:04 PM IST

ଭୁବନେଶ୍ୱର: ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନ ନେବାକୁ ଚାଷୀମାନଙ୍କୁ ନିବେଦନ କରିଛନ୍ତି ପିସିସ ପଭାପତି ପ୍ରସାଦ ହରିଚନ୍ଦନ। ଆଜି ପିସିସି ସଭାପତି ହରିଚନ୍ଦନ ଏକ ସାମ୍ୱାଦିକ ସମ୍ମିଳନୀରେ କହିଛନ୍ତି, ଦଳ ଚାଷୀଙ୍କ ହକ ଲାଗି ସବୁ ବେଳେ ଲଢେଇ କରିଛି ଓ ଅଗକୁ ଏହା ଜାରି ରହିବ । ଚାଷୀଙ୍କ ସମସ୍ୟା ପ୍ରତି ରାଜ୍ୟ ସରକାର ଚରମ ଉଦାସୀନତା ଦେଖାଉଥିବା ସେ ଅଭିଯୋଗ କରିଛନ୍ତି। ପ୍ରତିବାଦରେ ଆସନ୍ତା ୬ ତାରିଖରେ କଂଗ୍ରେସ ସବୁ ବ୍ଲକରେ ବିକ୍ଷୋଭ କରିବ ବୋଲି ସେ ଚେତାବନୀ ଦେଇଛନ୍ତି ।

Related story