ଆୟତ୍ତରେ ଅଛି ଆଇନଶୃଙ୍ଖଳା ପରିସ୍ଥିତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ବିଗିଡ଼ି ଯାଇଥିବା ଅଭିଯୋଗ କରି ବିରୋଧୀ ଆଜି ବିଧାନସଭାରେ ସରକାରଙ୍କୁ ଘେରିଥିଲେ। ନମତାରା, ବେଲବାହାଳି, କେନ୍ଦ୍ରାପଡ଼ା ଓ ନୂଆପଡା ଘଟଣାର ଉଦାହରଣ ଦେଇଥିଲେ ବିରୋଧୀ। ଅନ୍ୟପକ୍ଷରେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଇନଶୃଙ୍ଖଳା ପରିସ୍ଥିତି ସରକାରଙ୍କ ଆୟତ୍ତରେ ଅଛି। ବିଧାନସଭାରେ ଆଇନଶୃଙ୍ଖଳା ଉପରେ ଆଜି ଥିଲା ଗୁରୁତ୍ୱପୂର୍ଣ ମୁଲତବି ଆଲୋଚନା। ଗତ କିଛି ଦିନ ଧରି ରାଜ୍ୟରେ ଘଟିଥିବା ପୁଲିସ୍ ହିଂସାକାଣ୍ଡ ଓ ମହିଳାଙ୍କ ଉପରେ ବଢ଼ି ଚାଲିଥିବା […]

assembly

assembly

Rakesh Mallick
  • Published: Tuesday, 25 August 2015
  • Updated: 25 August 2015, 04:18 PM IST

Sports

Latest News

assemblyଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ବିଗିଡ଼ି ଯାଇଥିବା ଅଭିଯୋଗ କରି ବିରୋଧୀ ଆଜି ବିଧାନସଭାରେ ସରକାରଙ୍କୁ ଘେରିଥିଲେ। ନମତାରା, ବେଲବାହାଳି, କେନ୍ଦ୍ରାପଡ଼ା ଓ ନୂଆପଡା ଘଟଣାର ଉଦାହରଣ ଦେଇଥିଲେ ବିରୋଧୀ। ଅନ୍ୟପକ୍ଷରେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଇନଶୃଙ୍ଖଳା ପରିସ୍ଥିତି ସରକାରଙ୍କ ଆୟତ୍ତରେ ଅଛି।

ବିଧାନସଭାରେ ଆଇନଶୃଙ୍ଖଳା ଉପରେ ଆଜି ଥିଲା ଗୁରୁତ୍ୱପୂର୍ଣ ମୁଲତବି ଆଲୋଚନା। ଗତ କିଛି ଦିନ ଧରି ରାଜ୍ୟରେ ଘଟିଥିବା ପୁଲିସ୍ ହିଂସାକାଣ୍ଡ ଓ ମହିଳାଙ୍କ ଉପରେ ବଢ଼ି ଚାଲିଥିବା ଅତ୍ୟାଚାର ଅଭିଯୋଗ କରି ବିରୋଧୀ ସରକାରଙ୍କୁ ଘେରିଥିଲେ। ଆଲୋଚନା ଆରମ୍ଭ କରି  ବିରୋଧୀ ଦଳ ନେତା ନରସିଂହ ମିଶ୍ର ରାଜ୍ୟରେ ବଢ଼ି ଚାଲିଥିବା ମହିଳା ନିର୍ଯାତନା ଓ ପୁଲିସ ନିର୍ଯାତନା ଉପରେ ଆଲୋକପାତ କରିଥିଲେ। କେନ୍ଦ୍ରାପଡାରେ ପୋଲିସର ଦମନଲୀଳା, ବେଲବାହାଳି ଓ ନମତାରାରେ ପୋଲିସର ସାଧାରଣ ଲୋକଙ୍କ ଉପରେ ପୋଲିସ ଅତ୍ୟାଚାର ଉପରେ ବର୍ଷିଥିଲେ ନରସିଂହ। ପୂର୍ବତନ ପୋଲିସ ଡିଜିଙ୍କ ସପକ୍ଷରେ କୋର୍ଟ ଦେଇଥିବା ରାୟ ସଂପର୍କରେ ନରସିଂହ ଆଲୋଚନା ବେଳେ ସାମ୍ନାକୁ ଆଣିଥିବା ବେଳେ ପରେ ଏହା ଗୃହ ବିବରଣୀରୁ ବାଦ୍ ଦିଆଗଲା ବୋଲି ବାଚସ୍ପତି କହିଥିଲେ। ବିଜେପି ସଭାପତି କେଭି ସିଂହଦେଓ ଆଲୋଚନାରେ ଭାଗ ନେଇ ଶ୍ୱେତପତ୍ର ତଥ୍ୟ ଅନୁସାରେ ଧର୍ତ୍ତବ୍ୟ ଅପରାଧ ବଢ଼ିଛି ବୋଲି କହିଥିଲେ। ଏଥି ସହିତ ବାଣୀବିହାର, ବେଲବାହାଳି ଓ ବାରିମୂଳରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଉପରେ କହିଥିଲେ। ଆଲୋଚନାର ଉତ୍ତରରେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟରେ ଆଇନଶୃଙ୍ଖଳା ନିୟନ୍ତ୍ରଣାଧୀନ ଅଛି। ୩ଟି ଜିଲ୍ଲାକୁ ଛାଡିଲେ ଅନ୍ୟ ଜିଲ୍ଲାରେ ମାଓବାଦୀ କାର୍ଯ୍ୟକଳାପ କମିଛି। ମାଓ ଅଧ୍ୟୁଷିତ ଅଂଚଳରେ ଯୋଗାଯୋଗ ସୁବିଧା ପାଇଁ ୨୫୩ଟି ଜାଗାରେ ନୂଆ ମୋବାଇଲ ଟାୱାର ତିଆରି କରାଯିବ ବୋଲି ସେ କହିଥିଲେ। ନିଜେ ତିଷ୍ଠି ରହିବା ପାଇଁ ବିରୋଧୀ କପୋଳକଳ୍ପିତ ଅଭିଯୋଗ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ତେବେ ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଉତ୍ତର ଦେବା ପୂର୍ବରୁ ବିରୋଧୀ କକ୍ଷତ୍ୟାଗ କରିଥିଲେ। ବାଚସ୍ପତି ଠିକ୍ ଭାବେ ଗୃହ ପରିଚାଳନା କରୁ ନାହାନ୍ତି ବୋଲି ଅଭିଯୋଗ କରି ବିରୋଧୀ କକ୍ଷତ୍ୟାଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story