ବାବା ସାରଥୀ ଘଟଣାର ସିବିଆଇ ତଦନ୍ତ ହେଉ, ସତୀଶ ଗଜଭିୟେଙ୍କୁ ଗିରଫ କରାଯାଉ: କଂଗ୍ରେସ

ଭୁବନେଶ୍ୱର: ବାବା ସାରଥୀ ଘଟଣାର ସିବିଆଇ ତଦନ୍ତ ହେଉ। ତା’ସହିତ ବଦଳି କରାଯାଇଥିବା କେନ୍ଦ୍ରାପଡ଼ାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କୁ ଗିରଫ କରାଯାଉ। ଶନିବାର କଂଗ୍ରେସ ପକ୍ଷରୁ କରାଯାଇଛି ଏହି ଦାବି। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ଗଣେଶ୍ୱର ବେହେରା ଏହି ଦାବି କରିଥିଲେ। ସେ କହିଥିଲେ, କ୍ରାଇମବ୍ରାଞ୍ଚ୍ ତଦନ୍ତ ଦ୍ୱାରା ସାରଥୀ ଘଟଣାର ବାସ୍ତବ ସତ କଥା ପଦାକୁ ଆସିବ ନାହିଁ। କ୍ରାଇମବ୍ରାଞ୍ଚ୍ ତଦନ୍ତ ଉପରେ ଲୋକଙ୍କର ଆସ୍ଥା ନାହିଁ। […]

ganeswarbehera

ganeswarbehera

Rakesh Mallick
  • Published: Saturday, 08 August 2015
  • Updated: 08 August 2015, 03:29 PM IST

Sports

Latest News

ଭୁବନେଶ୍ୱର: ବାବା ସାରଥୀ ଘଟଣାର ସିବିଆଇ ତଦନ୍ତ ହେଉ। ତା’ସହିତ ବଦଳି କରାଯାଇଥିବା କେନ୍ଦ୍ରାପଡ଼ାର ପୂର୍ବତନ ଏସପି ସତୀଶ ଗଜଭିୟେଙ୍କୁ ଗିରଫ କରାଯାଉ। ଶନିବାର କଂଗ୍ରେସ ପକ୍ଷରୁ କରାଯାଇଛି ଏହି ଦାବି। କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ଗଣେଶ୍ୱର ବେହେରା ଏହି ଦାବି କରିଥିଲେ।

[caption id="attachment_22026" align="alignleft" width="300"]ganesahbehera ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ମୁଖପାତ୍ର ଗଣେଶ୍ୱର ବେହେରା[/caption]

ସେ କହିଥିଲେ, କ୍ରାଇମବ୍ରାଞ୍ଚ୍ ତଦନ୍ତ ଦ୍ୱାରା ସାରଥୀ ଘଟଣାର ବାସ୍ତବ ସତ କଥା ପଦାକୁ ଆସିବ ନାହିଁ। କ୍ରାଇମବ୍ରାଞ୍ଚ୍ ତଦନ୍ତ ଉପରେ ଲୋକଙ୍କର ଆସ୍ଥା ନାହିଁ। ପୁଣି ସାରଥୀଙ୍କ ସହିତ ସରକାର ଓ ଶାସକ ଦଳର କିଛି ସ୍ଥାନୀୟ ବିଧାୟକଙ୍କର ଅତିଭଲ ସଂପର୍କ ଥିଲା। ତେଣୁ କ୍ରାଇମବ୍ରାଞ୍ଚ୍ ଘଟଣାର ସବୁ ଦିଗକୁ ଯାଞ୍ଚ୍ କରିବା ଉପରେ ସନ୍ଦେହ ଉଠୁଛି। ଏ ଘଟଣାର ସିବିଆଇ ତଦନ୍ତ କରାଗଲେ ପ୍ରକୃତ ସତ୍ୟ ସହିତ ସାରଥୀଙ୍କ ସହିତ କାହାର କେମିତି ସଂପର୍କ ଥିଲା ତାହା ଜଣାପଡ଼ିଯିବ।

ସେ କହିଥିଲେ, ସାରଥୀଙ୍କ ଆଶ୍ରମ ପାଇଁ କେନ୍ଦ୍ରାପଡ଼ାର ଜଣେ ପୂର୍ବତନ ବିଧାୟକ ତଥା ବିଜେଡି ନେତା ବିଧାୟକ ପାଣ୍ଠିରୁ ଅର୍ଥ ଅନୁଦାନ ଦେଇଥିଲେ। କେବଳ ଏତିକି ନୁହେଁ, ରାଜ୍ୟ ସରକାରଙ୍କ ଯୋଜନା ଓ ସମନ୍ୱୟ ବିଭାଗ ପକ୍ଷରୁ ମଧ୍ୟ ତାଙ୍କ ଆଶ୍ରମକୁ ଅନୁଦାନ ଦିଆଯାଇଛି। ବିଜେଡିର ଜଣେ ବରିଷ୍ଠ ନେତା ସାରଥୀଙ୍କ ଆଶ୍ରମକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ମଧ୍ୟ ସରକାରଙ୍କୁ ସୁପାରିଶ କରିଥିଲେ। ତେବେ ଏହା ନେଇ ଦଳ ପାଖରେ ଯଥେଷ୍ଟ ପ୍ରମାଣ ନାହିଁ।

ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପକ୍ଷରୁ କୁହାଯାଇଥିଲା ଯେ ପୂର୍ବତନ ବିଧାୟକ ତଥା ଏବର ବିଜେଡି ମୁଖପାତ୍ର ପ୍ରତାପ ଦେବ ୨୦୧୦-୧୧, ୨୦୧୨-୧୩ ଓ ୨୦୧୩-୧୪ ଆର୍ଥିକ ବର୍ଷରେ ଯଥାକ୍ରମେ ୩ ଲକ୍ଷ, ୮ ଲକ୍ଷ ଓ ୪ ଲକ୍ଷ ଟଙ୍କା ତାଙ୍କ ବିଧାୟକ ପାଣ୍ଠିରୁ ସାରଥୀଙ୍କ ଆଶ୍ରମ ପାଇଁ ଅନୁଦାନ ଦେଇଥିଲେ। ଆଳିର ଭରତପୁରଠାରେ ସାରଥୀଙ୍କ ଆଶ୍ରମ ନିର୍ମାଣ ପାଇଁ ସେ ଏହି ଅନୁଦାନ ଦେଇଥିଲେ। ସେହିପରି ବିଜେଡିର ବରିଷ୍ଠ ନେତା ବେଦ ପ୍ରକାଶ ଅଗ୍ରୱାଲ୍ ସାରଥୀଙ୍କ ଆଶ୍ରମକୁ ପର୍ଯ୍ୟଟନସ୍ଥଳର ମାନ୍ୟତା ଦେବାକୁ ଦାବି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story