ସାବଧାନ ! ଏମିତି ବଦଭ୍ୟାସ ଥିଲେ କମିଯିବ ଆୟୁଷ

ଧୂମପାନର ଭୟାବହତା ଏବେ କବଳିତ କରିଛି ସାରା ବିଶ୍ୱକୁ। ଏହାର କୁପ୍ରଭାବରେ ଅନେକ ରୋଗର ଶିକାର ହେଉଛନ୍ତି ଲୋକେ। ବିଭିନ୍ନ ସଂଗଠନ ଓ ସରକାରୀ ସ୍ତରରେ ଅନେକ ସଚେତନ କରାଗଲେ ବି ଏହା ଫଳଶୂନ୍ୟ ବୋଲି ମନେହୁଏ। ଆଜିର ଯୁବକ/ଯୁବତୀମାନେ ବେଶୀ ମାତ୍ରାରେ ଧୂମପାନ କରୁଥିବାର ଦେଖିବାକୁ ମିଳୁଛି। ବିଶେଷଜ୍ଞଙ୍କ ରିପୋର୍ଟ ଆନୁସାରେ, ଧୂମପାନ ଦ୍ୱାରା ମନୁଷ୍ୟର ଆୟୁ ଦଶରୁ ପନ୍ଦର ବର୍ଷ କମିଯାଏ। ଏହା ଦ୍ୱାରା ରକ୍ତ କର୍କଟ, ଯକୃତ୍‌ କର୍କଟ, ବୃହଦନ୍ତ୍ର କର୍କଟ ଓ […]

life_in_danger_by_coca_sama

life_in_danger_by_coca_sama

Rakesh Mallick
  • Published: Tuesday, 27 February 2018
  • Updated: 27 February 2018, 05:26 PM IST

Sports

Latest News

ଧୂମପାନର ଭୟାବହତା ଏବେ କବଳିତ କରିଛି ସାରା ବିଶ୍ୱକୁ। ଏହାର କୁପ୍ରଭାବରେ ଅନେକ ରୋଗର ଶିକାର ହେଉଛନ୍ତି ଲୋକେ। ବିଭିନ୍ନ ସଂଗଠନ ଓ ସରକାରୀ ସ୍ତରରେ ଅନେକ ସଚେତନ କରାଗଲେ ବି ଏହା ଫଳଶୂନ୍ୟ ବୋଲି ମନେହୁଏ। ଆଜିର ଯୁବକ/ଯୁବତୀମାନେ ବେଶୀ ମାତ୍ରାରେ ଧୂମପାନ କରୁଥିବାର ଦେଖିବାକୁ ମିଳୁଛି।

ବିଶେଷଜ୍ଞଙ୍କ ରିପୋର୍ଟ ଆନୁସାରେ, ଧୂମପାନ ଦ୍ୱାରା ମନୁଷ୍ୟର ଆୟୁ ଦଶରୁ ପନ୍ଦର ବର୍ଷ କମିଯାଏ। ଏହା ଦ୍ୱାରା ରକ୍ତ କର୍କଟ, ଯକୃତ୍‌ କର୍କଟ, ବୃହଦନ୍ତ୍ର କର୍କଟ ଓ ପିତ୍ତକୋଷ କର୍କଟ ରୋଗୀ ସଂଖ୍ୟା ବଢ଼ୁଛି। ଧୂମପାନ ଦ୍ୱାରା ନାନା ବିଷାକ୍ତ ରାସାୟନିକ ଶରୀରକୁ ପ୍ରବେଶ କରି ବିଭିନ୍ନ ଅଙ୍ଗକୁ ଆକ୍ରାନ୍ତ କରନ୍ତି। ରକ୍ତରେ କୋଲେଷ୍ଟେରୋଲ୍‌, ଫିବ୍ରିନୋଜେନ୍‌ ବଢ଼ି ହୃଦ୍‌ଘାତ ହୁଏ। ଏହା ଦ୍ୱାରା ଖାଦ୍ୟନଳି ଓ ପେଟରେ ମଧ୍ୟ ଘା’ ହୁଏ।

ଧୂମପାନ ଯୋଗୁଁ ମୁଖଗହ୍ଵର, ହୃତ୍‌ପିଣ୍ଡ, ଯକୃତ୍‌, ଫୁସ୍‌ଫୁସ୍‌, ଅଗ୍ନ୍ୟାଶୟ ଓ ଖାଦ୍ୟନଳି ଇତ୍ୟାଦି ରୋଗାକ୍ରାନ୍ତ ହୁଏ। ଉଚ୍ଚ ରକ୍ତ ଚାପ, ହୃଦ୍‌ଘାତ, ପକ୍ଷାଘାତ, ଫୁସ୍‌ଫୁସ୍‌ କର୍କଟ, ବୃକକ୍, କର୍କଟ, ଖାଦ୍ୟନଳି କର୍କଟ, ସ୍ୱରନଳି କର୍କଟ ଓ ଅଗ୍ନ୍ୟାଶୟ କର୍କଟ ଆଦି ହୋଇଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story