ସିବିଏସ୍‌ଇ ଦଶମ ପରୀକ୍ଷାରୁ ଛାତ୍ରଛାତ୍ରୀ ବଞ୍ଚିତ ଘଟଣା: ସ୍କୁଲର ପ୍ରିନ୍ସପାଲ ଓ ନିର୍ଦ୍ଦେଶିକାଙ୍କୁ ପିଟିଲେ ଅଭିଭାବକ

ବାରିପଦା: ବାରିପଦା ସେଣ୍ଟ ଜାଭିୟର ସ୍କୁଲର ୨୦ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେବାରୁ ବଞ୍ଚିତ ହେବା ଘଟଣା ଧୀରେ ଧୀରେ ଉଗ୍ର ହେବାରେ ଲାଗିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଅଭିଭାବକମାନେ ଏ ନେଇ ବାରିପଦା ଟାଉନ ଥାନାରେ ଅଭିଯୋଗ କରିବା ସହ ଆଜି ସ୍କୁଲର ପ୍ରିନ୍ସପାଲ ଓ ନିର୍ଦ୍ଦେଶିକାଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି। ତେବେ ପୋଲିସ ଜିମା ଦେବା ବେଳେ ଥାନା ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଥିଲା। କିଛି […]

Baribada-cbse1

Baribada-cbse1

Rakesh Mallick
  • Published: Thursday, 03 March 2016
  • Updated: 03 March 2016, 05:07 AM IST

Sports

Latest News

baripada-cbse2ବାରିପଦା: ବାରିପଦା ସେଣ୍ଟ ଜାଭିୟର ସ୍କୁଲର ୨୦ ଛାତ୍ରଛାତ୍ରୀ ଦଶମ ଶ୍ରେଣୀ ପରୀକ୍ଷା ଦେବାରୁ ବଞ୍ଚିତ ହେବା ଘଟଣା ଧୀରେ ଧୀରେ ଉଗ୍ର ହେବାରେ ଲାଗିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଅଭିଭାବକମାନେ ଏ ନେଇ ବାରିପଦା ଟାଉନ ଥାନାରେ ଅଭିଯୋଗ କରିବା ସହ ଆଜି ସ୍କୁଲର ପ୍ରିନ୍ସପାଲ ଓ ନିର୍ଦ୍ଦେଶିକାଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି। ତେବେ ପୋଲିସ ଜିମା ଦେବା ବେଳେ ଥାନା ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଥିଲା। କିଛି ଅଭିଭାବକ ପ୍ରିନ୍ସପାଲ ଓ ନିର୍ଦ୍ଦେଶିକାଙ୍କୁ ମାଡ଼ ମାରିଥିବା ଦେଖିବାକୁ ମିଳିଥିଲା। ଅନ୍ୟପକ୍ଷରେ ସ୍କୁଲର ସିବିଏସ୍‌ଇ ଆଫିଲିଏସନ କି ଏନ୍‌ଓସି ନ ଥିବା ପୋଲିସ ତଦନ୍ତ ବେଳେ ଜଣାପଡିଛି। ପୋଲିସ ସ୍କୁଲକୁ ସିଲ୍‌ କରିବା ସହ ପ୍ରିନ୍ସପାଲ ସଞ୍ଜୟ କୁମାର ସେନ ଓ ନିର୍ଦ୍ଦେଶିକା ଶ୍ରାବଣୀ ସେନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।baripada-cbse

ସୂଚନାଯୋଗ୍ୟ, ବାରିପଦା ସ୍ଥିତ ସେଣ୍ଟ୍ ଫ୍ରାନସିସ୍ ଜାଭିୟର ହାଇସ୍କୁଲର ୨୦ ଛାତ୍ରଛାତ୍ରୀ  ଚଳିତବର୍ଷ ସବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଦେବାର ଥିଲା। ସ୍କୁଲର ପ୍ରିନ୍ସିପାଲ ସଞ୍ଜୟ କଟକ ସଡିଏ ସ୍ଥିତ ସେଣ୍ଟ୍ରାଲ୍ ସ୍କୁଲରେ ସେମାନଙ୍କ ସେଣ୍ଟର ପଡ଼ିଛି ବୋଲି କହି ଛାତ୍ରଛାତ୍ରୀଙ୍କୁ କଟକ ଆଣିଥିଲେ। ସେଠାରେ ପହଞ୍ଚିବା ପରେ ସେମାନଙ୍କ ନାମ ପଞ୍ଚିକରଣ ହୋଇ ନ ଥିବା ଛାତ୍ରଛାତ୍ରୀମାନେ ଜାଣିବାକୁ ପାଇଥିଲେ। ଫଳରେ ପିଲାମାନେ ପରୀକ୍ଷା ଦେଇପାରି ନ ଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ଅଭିଭାବକମାନେ ପ୍ରିନ୍ସିପାଲଙ୍କୁ ଚାଉଳିଆଗଞ୍ଜ ଥାନାକୁ ନେଇଥିଲେ। ଘଟଣା ବାରିପଦାର ହୋଇଥିବାରୁ ସେଠାରେ ଯାଇ ଅଭିଯୋଗ କରିବା ପାଇଁ ପୋଲିସ୍ କହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story