ଏହି ୫ଟି ମାସରେ ଜନ୍ମ ହୋଇଥିବା ଝିଅ ହୋଇଥାନ୍ତି ସୁନ୍ଦରୀ ଓ ଭାଗ୍ୟଶାଳୀ

ବ୍ୟକ୍ତିର ହସ୍ତରେଖା ଓ  ଜନ୍ମ ଜାତକରୁ ଭାଗ୍ୟ ଭବିଷ୍ୟତ ବିଷୟରେ ଜାଣି ହୋଇଥାଏ। ଜ୍ୟୋତିଷମାନେ ହସ୍ତରେଖା ଦେଖି ଭବିଷ୍ୟତବାଣୀ କରିଥାନ୍ତି। ଅନେକ ସମୟରେ ସେଗୁଡ଼ିକ ସତ ମଧ୍ୟ ହୋଇଥାଏ।  ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଝିଅମାନଙ୍କ ଜନ୍ମମାସରୁ  ସେମାନଙ୍କ ଭାଗ୍ୟ ଓ ସୌନ୍ଦର୍ଯ୍ୟ ବିଷୟରେ ଜାଣି ହୋଇଥାଏ। ତା ହେଲେ, ଆସନ୍ତୁ ଜାଣିବା ସେ ବିଷୟରେ… ଜାନୁଆରୀ- ବର୍ଷ ଆରମ୍ଭର ପ୍ରଥମ ମାସ (ଜାନୁଆରୀ)ରେ ଯେଉଁ ଝିଅ ଜନ୍ମ ହୋଇଥାନ୍ତି, ସେମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି। ପଢ଼ାପଢ଼ିରେ […]

sundari

sundari

Rakesh Mallick
  • Published: Monday, 26 February 2018
  • Updated: 26 February 2018, 06:49 PM IST

Sports

Latest News

ବ୍ୟକ୍ତିର ହସ୍ତରେଖା ଓ  ଜନ୍ମ ଜାତକରୁ ଭାଗ୍ୟ ଭବିଷ୍ୟତ ବିଷୟରେ ଜାଣି ହୋଇଥାଏ। ଜ୍ୟୋତିଷମାନେ ହସ୍ତରେଖା ଦେଖି ଭବିଷ୍ୟତବାଣୀ କରିଥାନ୍ତି। ଅନେକ ସମୟରେ ସେଗୁଡ଼ିକ ସତ ମଧ୍ୟ ହୋଇଥାଏ।  ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଝିଅମାନଙ୍କ ଜନ୍ମମାସରୁ  ସେମାନଙ୍କ ଭାଗ୍ୟ ଓ ସୌନ୍ଦର୍ଯ୍ୟ ବିଷୟରେ ଜାଣି ହୋଇଥାଏ। ତା ହେଲେ, ଆସନ୍ତୁ ଜାଣିବା ସେ ବିଷୟରେ...

ଜାନୁଆରୀ- ବର୍ଷ ଆରମ୍ଭର ପ୍ରଥମ ମାସ (ଜାନୁଆରୀ)ରେ ଯେଉଁ ଝିଅ ଜନ୍ମ ହୋଇଥାନ୍ତି, ସେମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି। ପଢ଼ାପଢ଼ିରେ ମଧ୍ୟ ଆଗୁଆ ରହିଥାନ୍ତି। ସବୁକ୍ଷେତ୍ରରେ ସଫଳତା ଅର୍ଜନ କରିଥାନ୍ତି ଏହି ମାସରେ ଜନ୍ମିତ କନ୍ୟା। ଭାଗ୍ୟ ତାଙ୍କର ସାଥିରେ ସବୁବେଳେ ରହିଥାଏ।

ଫେବ୍ରୁଆରୀ- ଏହି ମାସରେ ଜନ୍ମ ହୋଇଥିବା ଝିଅମାନେ ଦେଖିବାକୁ ବହୁତ ସୁନ୍ଦର । ଏମାନେ ନିଜର ମନ ଅନୁସାରେ କାମ କରନ୍ତି।  ଅନ୍ୟ କାହାର କଥାରେ କୌଣସି କାମ କରିବାକୁ ଏମାନେ ପସନ୍ଦ କରନ୍ତି ନାହିଁ।

ଜୁଲାଇ- ଏହି ମାସରେ ଜନ୍ମ ହୋଇଥିବା ମହିଳାଙ୍କୁ ଭାଗ୍ୟଶାଳୀ କୁହାଯାଏ। ଏମାନେ ଅନ୍ୟକୁ ପ୍ରେମ ଜାଲରେ ଶୀଘ୍ର  ଫସାଇ ଦିଅନ୍ତି। ଏମାନେ କଥାରେ କଥାରେ ଅନ୍ୟର ମନ ଜିଣି ନିଅନ୍ତି।

ଅଗଷ୍ଟ- ଏହି ମାସରେ ଜନ୍ମ ହୋଇଥିବା ମହିଳାମାନେ ଭାଗ୍ୟଶାଳୀ ଓ ଦେଖିବାକୁ ସୁନ୍ଦର। ଏମାନେ ପ୍ରେମ ବିବାହ କରିବାକୁ ପସନ୍ଦ କରନ୍ତି। ଏମାନେ ଚଞ୍ଚଳ ପ୍ରବୃତିର।

ଅକ୍ଟୋବର-  ଏହି ମାସରେ ଜନ୍ମ ହୋଇଥିବା କନ୍ୟା ଉଗ୍ର ସ୍ୱଭାବର ହୋଇଥାନ୍ତି। କିନ୍ତୁ ଏମାନଙ୍କ ହୃଦୟରେ ଅନ୍ୟମାନଙ୍କ ପ୍ରତି ଛନ୍ଦ କପଟ ନ ଥାଏ। ଏମାନେ ଭାଗ୍ୟଶାଳୀ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story