ଜୀବନ ଲେଉଟିଲା, କୋଟିପତିରୁ ଭିକାରି ଆଉ ତା’ପରେ....

ପାଟନା: ସେ ଜଣେ କୋଟିପତି ବ୍ୟବସାୟୀ । ହେଲେ ପରିସ୍ଥିତି ଏମିତି ହେଲା ଯେ, ଘରଠୁ ଅଲଗା ହେଲେ। ସ୍ମରଣଶକ୍ତି ହରାଇବାରୁ ଘରକୁ ଫେରିବାର ବାଟ ବି ଭୁଲିଗଲେ। ଦେହରେ ମଇଳା ବସ୍ତ୍ର, ଫଟା କୁର୍ତ୍ତା ଓ ମୁଣ୍ଡରେ ପଗଡି ପିନ୍ଧି ବୁଲିଲେ ପାଟଣାର ଗଳି କନ୍ଦିରେ। ଭିକ୍ଷୁକର ପରିଚୟ ନେଇ ସମସ୍ତଙ୍କ ଆଗରେ ଉଭାହେଲେ ଏହି ବ୍ୟକ୍ତି ଜଣକ। କିନ୍ତୁ ଭାଗ୍ୟ ବଦଳିଲା। ପୁଣି ଫେରିଲା ପୁରୁଣା ଦିନ। ପରିଚୟ ମିଳିବା ପରେ ସ୍ଥାନୀୟ ଲୋକ […]

muthaiya-nadar

muthaiya-nadar

Rakesh Mallick
  • Published: Monday, 25 December 2017
  • Updated: 25 December 2017, 10:39 PM IST

Sports

Latest News

ପାଟନା: ସେ ଜଣେ କୋଟିପତି ବ୍ୟବସାୟୀ । ହେଲେ ପରିସ୍ଥିତି ଏମିତି ହେଲା ଯେ, ଘରଠୁ ଅଲଗା ହେଲେ। ସ୍ମରଣଶକ୍ତି ହରାଇବାରୁ ଘରକୁ ଫେରିବାର ବାଟ ବି ଭୁଲିଗଲେ। ଦେହରେ ମଇଳା ବସ୍ତ୍ର, ଫଟା କୁର୍ତ୍ତା ଓ ମୁଣ୍ଡରେ ପଗଡି ପିନ୍ଧି ବୁଲିଲେ ପାଟଣାର ଗଳି କନ୍ଦିରେ। ଭିକ୍ଷୁକର ପରିଚୟ ନେଇ ସମସ୍ତଙ୍କ ଆଗରେ ଉଭାହେଲେ ଏହି ବ୍ୟକ୍ତି ଜଣକ। କିନ୍ତୁ ଭାଗ୍ୟ ବଦଳିଲା। ପୁଣି ଫେରିଲା ପୁରୁଣା ଦିନ। ପରିଚୟ ମିଳିବା ପରେ ସ୍ଥାନୀୟ ଲୋକ ଯେତିକି ବିସ୍ମିତ ହେଲେ ବୃଦ୍ଧ ଜଣକ ନିଜ ଘରକୁ ଫେରିବା ପରେ ସେତିକି ଖୁସି ମଧ୍ୟ ହେଲେ। ତା ହେଲେ ଆସନ୍ତୁ ଜାଣିବା ସେ କୋଟିପତି ଭିକ୍ଷୁଙ୍କ ଜୀବନ ଲେଉଟାଣିର କଥା।

ଏଭଳି ଘଟଣା ଘଇଛି ଉତ୍ତପ୍ରଦେଶ ରାୟବରେଲିର ରାଲପୁରଠାରେ। ରାସ୍ତାରେ ବୁଲୁଥିବା ଏହି ଭିଟୁକଙ୍କୁ ଦେଖିବା ପରେ ଅନନଙ୍ଗପୁରମ ସ୍କୁଲର ସ୍ୱାମୀ ଭାସ୍କର ସ୍ୱରୂର ମହାରାଜାଙ୍କର ନଜର ତାଙ୍କ ଉପରେ ପଡ଼ିଥିଲା। ସେ ତାଙ୍କୁ ଆଶ୍ରମକୁ ନେଇ ଆସିଲେ। ଆଶ୍ରମ ଆସିବା ପରେ ସ୍ୱାମୀଙ୍କ ସେବକମାନେ ସେହି ବ୍ୟକ୍ତିଙ୍କୁ ଗାଧୁଆ ପାଧୁଆ କରି ପରିଷ୍କାର କଲେ। ତାଙ୍କ ପକେଟ୍‌ ତନଖିବାରୁ ସେଥିରୁ ଯେଉଁ କାଗଜ ବାହାରିଥିଲା ତାହା ଦେଖି ଚମକି ପଡ଼ିଥିଲେ ଆଶ୍ରମର କର୍ମକର୍ତ୍ତା। ସେଥିରେ ଥିଲା ଗୋଟିଏ ଆଧାରକାର୍ଡ ଓ କୋଟିଏ ୬ ଲକ୍ଷ ୯୨ ହଜାର ୭୩୧ ଟଙ୍କାର ଫିକ୍ସ ଡିପୋଜିଟ୍‌ କାଗଜ ଓ ବାକ୍ସ ଚାବି । ଆଧାର କାର୍ଡରୁ ତାଙ୍କ ନା ମୁଥୟା ନାଦର ଓ ଘର ତାମିଲନାଡୁର ତିରୁନେଲବେଲିଠାରେ ବୋଲି ଜାଣାପଡ଼ିଥିଲା। ଏହା ଦେଖି ଉକ୍ତ ବ୍ୟକ୍ତିଙ୍କର ସମ୍ପୂର୍ଣ୍ଣ ପରିଚୟ ପାଇବା ପାଇଁ ସମସ୍ତଙ୍କର ଇଚ୍ଛା ହେଲା। କାଗଜରୁ ମିଳିଥିବା ଫୋନ୍‌ ନମ୍ବର କଲ୍‌ କରିବାରୁ ଜଣାପଡ଼ିଥିଲା ଯେ ସେ ହେଉଛନ୍ତି ତାମିଲନାଡୁର ଜଣେ କୋଟିପତି ବ୍ୟବସାୟୀ। । ତାଙ୍କ  ଘରଲୋକଙ୍କୁ ଫୋନ୍‌ରେ ଘଟଣା ବାବଦରେ ଜଣାଇବାରୁ ମୁଥୟା ନାଦରଙ୍କୁ ସେମାନେ ଖୋଜୁଥିବା କହିଥିଲେ। ଏହାପର ତାଙ୍କ ଝିଅ ଗୀତା ବାପାଙ୍କୁ ନେବା ପାଇଁ ଆସି ଆଶ୍ରମରେ ପହଞ୍ଚିଥିଲେ।

ଗୀତାଙ୍କ କହିବା ଅନୁଯାୟୀ ଟ୍ରେନ୍‌ରେ ଯାତ୍ରା କଲାବେଳେ ମୁଥୟା ହଜିଯାଇଥିଲେ। ତାପରଠାରୁ ସେ କୌଣସି ଉପାୟରେ ଘରଲୋକଙ୍କୁ ଯୋଗାଯୋଗ କରିପାରି ନ ଥିଲେ। ହଜି ଯାଇଥିବା ପିତାଙ୍କୁ ଫେରିପାଇ ଗୀତା ବେଶ୍‌ ଖୁସି ବୋଲି କହିଥିଲେ। ତେବେ ଏହା କେବଳ ଭାଗ୍ୟର ବିଡ଼ମ୍ବନା ବୋଲି କୁହାଯାଇପାରେ ବୋଲି ଲୁହ ଛଳଛଳ ଆଖିରେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story