ଭୁବନେଶ୍ୱର: ବିଧାୟକମାନଙ୍କ ଘର ଘେରିଲେ ଶିକ୍ଷକ

ଭୁବନେଶ୍ୱର: ରାଜ୍ୟରେ ଠପ୍ ହୋଇଯାଇଛି ସ୍କୁଲ ଶିକ୍ଷା। ୩ଟି ମହାସଂଘର ହଜାର ହଜାର ଶିକ୍ଷକ,ଶିକ୍ଷୟିତ୍ରୀ ସ୍କୁଲରେ ତାଲା ପକାଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଜି ଆନ୍ଦୋଳନକାରୀ ଶିକ୍ଷକମାନେ ସମସ୍ତ ବିଧାୟକଙ୍କ ସରକାରୀ ବାସଭବନକୁ ଘେରାଉ କରିଛନ୍ତି। ନିଯୁକ୍ତିର ୬ ବର୍ଷ ପୂରିଥିବା ସମସ୍ତ ଗଣଶିକ୍ଷକଙ୍କୁ ନିୟମିତ କରିବା ଦାବିରେ ଆନ୍ଦୋଳନରେ ସାମିଲ୍ ହୋଇଛନ୍ତି ୨୨ ହଜାର ଗଣଶିକ୍ଷକ। ଦାବି ପୂରଣ ନହେବା ଯାଏଁ ବିଧାନସଭା ଆଗରେ ଧାରଣା ଜାରି ରହିବ ବୋଲି ସଂଘ କହିଛି। ଆନ୍ଦୋଳନରେ ସାମିଲ ହୋଇଛି […]

mlaghara

mlaghara

Rakesh Mallick
  • Published: Thursday, 20 August 2015
  • Updated: 20 August 2015, 04:46 AM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ଠପ୍ ହୋଇଯାଇଛି ସ୍କୁଲ ଶିକ୍ଷା। ୩ଟି ମହାସଂଘର ହଜାର ହଜାର ଶିକ୍ଷକ,ଶିକ୍ଷୟିତ୍ରୀ ସ୍କୁଲରେ ତାଲା ପକାଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଆଜି ଆନ୍ଦୋଳନକାରୀ ଶିକ୍ଷକମାନେ ସମସ୍ତ ବିଧାୟକଙ୍କ ସରକାରୀ ବାସଭବନକୁ ଘେରାଉ କରିଛନ୍ତି। ନିଯୁକ୍ତିର ୬ ବର୍ଷ ପୂରିଥିବା ସମସ୍ତ ଗଣଶିକ୍ଷକଙ୍କୁ ନିୟମିତ କରିବା ଦାବିରେ ଆନ୍ଦୋଳନରେ ସାମିଲ୍ ହୋଇଛନ୍ତି ୨୨ ହଜାର ଗଣଶିକ୍ଷକ। ଦାବି ପୂରଣ ନହେବା ଯାଏଁ ବିଧାନସଭା ଆଗରେ ଧାରଣା ଜାରି ରହିବ ବୋଲି ସଂଘ କହିଛି। ଆନ୍ଦୋଳନରେ ସାମିଲ ହୋଇଛି ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ, ବ୍ଲକଗ୍ରାଣ୍ଟ ସେକେଣ୍ଡାରୀ ସ୍କୁଲ ଶିକ୍ଷକ ଓ କର୍ମଚାରୀ ସଂଘ ଏବଂ ଗଣଶିକ୍ଷକ ମହାସଂଘ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story