ରାଷ୍ଟ୍ରପତି ରେସ୍‌ରେ ଧର୍ମନିରପେକ୍ଷ ରାଜନୀତି: ନବୀନଙ୍କୁ ଭେଟିବେ ୟେଚୁରୀ

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନକୁ ନେଇ ଉଷ୍ଣ ହେଉଛି ଜାତୀୟ ରାଜନୀତି। ଏଥରର ନିର୍ବାଚନ ଭାରତୀୟ ଜାତୀୟତାବାଦ ବନାମ୍ ହିନ୍ଦୁ ଜାତୀୟତାବାଦ ଏବଂ ଧର୍ମ ନିରପେକ୍ଷ ବନାମ ସାମ୍ପ୍ରଦାୟିକତାର ହେବ। ଏନେଇ ସୂଚନା ଦେଇଛନ୍ତି ଓଡିଶା ଆସିଥିବା ସିପିଆଇଏମ୍ ମହାସଚିବ ସୀତାରାମ ୟେଚୁରୀ। ସେ କହିଛନ୍ତି,“ଧର୍ମ ନିରପେକ୍ଷ ଦଳମାନେ ଏକାଠି ହେବାର ଆବଶ୍ୟକତା ରହିଛି। ଦେଶ ଓ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଧର୍ମ ନିରପେକ୍ଷ ଦଳରେ ସାମିଲ ହେବାକୁ ମୁଁ ନବୀନ ପଟ୍ଟନାୟକଙ୍କୁ କହିବି। ନବୀନ ସକାରତ୍ମକ ଆଭିମୁଖ୍ୟ […]

CPM leader @SitaramYechury

CPM leader @SitaramYechury

Rakesh Mallick
  • Published: Wednesday, 03 May 2017
  • Updated: 04 May 2017, 07:28 AM IST

Sports

Latest News

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନକୁ ନେଇ ଉଷ୍ଣ ହେଉଛି ଜାତୀୟ ରାଜନୀତି। ଏଥରର ନିର୍ବାଚନ ଭାରତୀୟ ଜାତୀୟତାବାଦ ବନାମ୍ ହିନ୍ଦୁ ଜାତୀୟତାବାଦ ଏବଂ ଧର୍ମ ନିରପେକ୍ଷ ବନାମ ସାମ୍ପ୍ରଦାୟିକତାର ହେବ। ଏନେଇ ସୂଚନା ଦେଇଛନ୍ତି ଓଡିଶା ଆସିଥିବା ସିପିଆଇଏମ୍ ମହାସଚିବ ସୀତାରାମ ୟେଚୁରୀ।

ସେ କହିଛନ୍ତି,“ଧର୍ମ ନିରପେକ୍ଷ ଦଳମାନେ ଏକାଠି ହେବାର ଆବଶ୍ୟକତା ରହିଛି। ଦେଶ ଓ ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ଧର୍ମ ନିରପେକ୍ଷ ଦଳରେ ସାମିଲ ହେବାକୁ ମୁଁ ନବୀନ ପଟ୍ଟନାୟକଙ୍କୁ କହିବି। ନବୀନ ସକାରତ୍ମକ ଆଭିମୁଖ୍ୟ ରଖିବେ ବୋଲି ମୁଁ ଆଶା କରିଛି।”

ରାଷ୍ଟ୍ରପତି ନିର୍ବାଚନରେ ବିରୋଧୀ ଦଳଗୁଡିକ ଏକାଠି ହୋଇ ସର୍ବସମ୍ମତି କ୍ରମେ ଏକକ ପ୍ରାର୍ଥୀ ଦେବା ଲାଗି ଉଦ୍ୟମ ଚାଲିଥିବା ବେଳେ ପୂର୍ବରୁ ୟେଚୁରୀ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ଶରତ ଯାଦବ, ଶରଦ ପାୱାରଙ୍କ ଭଳି ନେତାଙ୍କୁ ଭେଟି ଆଲୋଚନା କରିସାରିଛନ୍ତି। ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story