ହାଇଟେକ୍‌ର ଜବତ ଜମି ବାଜ୍ୟାପ୍ତି କରିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ହାଇଟେକ୍‌  ଜମି ଠକେଇ ମାମଲାରେ ଜବତ ହୋଇଥିବା ସବୁ ଜମିକୁ  ବାଜ୍ୟାପ୍ତି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ। ଜବତ ଜମି ମଧ୍ୟରେ ରହିଛି ହାଇଟେକ୍‌ ମେଡିକାଲ୍‌,ଡେଣ୍ଟାଲ୍‌ କଲେଜ୍‌ ଓ ସହିଦନଗରରେ ଥିବା କର୍ପୋରେଟ୍‌ ଅଫିସର ଜମି। ସୁନ୍ଦରପଦାରେ ଥିବା ସଂସ୍ଥାର ବିଭିନ୍ନ ପ୍ରକଳ୍ପ ଜମି ମଧ୍ୟ ଏଥିରେ ସାମିଲ ଅଛି। ଜବତ ଜମିର ମୂଲ୍ୟ ୧୦୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଇଓଡବ୍ଲ୍ୟୁ ସମ୍ପତ୍ତି ଜବତ କରି […]

hitech

hitech

Rakesh Mallick
  • Published: Wednesday, 30 November 2016
  • Updated: 30 November 2016, 03:26 PM IST

Sports

Latest News

ଭୁବନେଶ୍ୱର: ହାଇଟେକ୍‌  ଜମି ଠକେଇ ମାମଲାରେ ଜବତ ହୋଇଥିବା ସବୁ ଜମିକୁ  ବାଜ୍ୟାପ୍ତି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାରଙ୍କ ଅର୍ଥ ବିଭାଗ। ଜବତ ଜମି ମଧ୍ୟରେ ରହିଛି ହାଇଟେକ୍‌ ମେଡିକାଲ୍‌,ଡେଣ୍ଟାଲ୍‌ କଲେଜ୍‌ ଓ ସହିଦନଗରରେ ଥିବା କର୍ପୋରେଟ୍‌ ଅଫିସର ଜମି। ସୁନ୍ଦରପଦାରେ ଥିବା ସଂସ୍ଥାର ବିଭିନ୍ନ ପ୍ରକଳ୍ପ ଜମି ମଧ୍ୟ ଏଥିରେ ସାମିଲ ଅଛି। ଜବତ ଜମିର ମୂଲ୍ୟ ୧୦୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି।

ଇଓଡବ୍ଲ୍ୟୁ ସମ୍ପତ୍ତି ଜବତ କରି ବାଜ୍ୟାପ୍ତି ଲାଗି ସୁପାରିଶ କରିଥିଲା।

ସୁପ୍ରମକୋର୍ଟରେ ହାଇଟେକ୍‌ ଦାଖଲ କରିଥିବା ୬୩ କୋଟି ଟଙ୍କା ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟକୁ ଟ୍ରାନ୍ସଫର୍‌ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story