ଭୁବନେଶ୍ୱରରେ ଥିବା ଏକ କମ୍ପାନୀରେ ସାରଥିଙ୍କ ଟଙ୍କା ବିନିଯୋଗ ଅଭିଯୋଗ

ଭୁବନେଶ୍ୱର: ସନ୍ତୋଷ ରାଉଳ ଓରଫ୍ ସାରଥି ଗିରଫ ହେବା ପରେ ତାଙ୍କ ଗୁମର ଫିଟିବାରେ ଲାଗିଛି। ସେ କେବଳ ଭକ୍ତଙ୍କଠାରୁ ଚାନ୍ଦା ନେଉ ନ ଥିଲେ ବିଭିନ୍ନ କ୍ଷେତ୍ରରେ ମଧ୍ୟ ଟଙ୍କ। ବିନିଯୋଗ କରିଥିବା ପ୍ରମାଣ ମିଳୁଛି। ଭୁବନେଶ୍ୱରରେ ଥିବା ଶ୍ରୀମଦ୍ ସାରଥି ପାୱାର କନଷ୍ଟ୍ରକସନରେ ତାଙ୍କର ବହୁ ପରିମାଣର ଟଙ୍କ। ଲାଗିଥିବା ଅଭିଯୋଗ ଆସିଛି। ଭୁବନେଶ୍ୱର ପଳାଶୁଣି ପ୍ରାଚୀବିହାରର ପ୍ଲଟ୍ ନମ୍ୱର-୩୫୦୭ରେ ରହିଛି ଶ୍ରୀମଦ୍ ସାରଥି ପାୱାର କନଷ୍ଟ୍ରକସନ ପ୍ରାଇଭେଟ୍ ଲିମିଟେଡ କାର୍ଯ୍ୟାଳୟ । ସାରଥିଙ୍କ […]

sarathi

sarathi

Rakesh Mallick
  • Published: Monday, 17 August 2015
  • Updated: 17 August 2015, 02:52 PM IST

Sports

Latest News

ଭୁବନେଶ୍ୱର: ସନ୍ତୋଷ ରାଉଳ ଓରଫ୍ ସାରଥି ଗିରଫ ହେବା ପରେ ତାଙ୍କ ଗୁମର ଫିଟିବାରେ ଲାଗିଛି। ସେ କେବଳ ଭକ୍ତଙ୍କଠାରୁ ଚାନ୍ଦା ନେଉ ନ ଥିଲେ ବିଭିନ୍ନ କ୍ଷେତ୍ରରେ ମଧ୍ୟ ଟଙ୍କ। ବିନିଯୋଗ କରିଥିବା ପ୍ରମାଣ ମିଳୁଛି। ଭୁବନେଶ୍ୱରରେ ଥିବା ଶ୍ରୀମଦ୍ ସାରଥି ପାୱାର କନଷ୍ଟ୍ରକସନରେ ତାଙ୍କର ବହୁ ପରିମାଣର ଟଙ୍କ। ଲାଗିଥିବା ଅଭିଯୋଗ ଆସିଛି।

ଭୁବନେଶ୍ୱର ପଳାଶୁଣି ପ୍ରାଚୀବିହାରର ପ୍ଲଟ୍ ନମ୍ୱର-୩୫୦୭ରେ ରହିଛି ଶ୍ରୀମଦ୍ ସାରଥି ପାୱାର କନଷ୍ଟ୍ରକସନ ପ୍ରାଇଭେଟ୍ ଲିମିଟେଡ କାର୍ଯ୍ୟାଳୟ । ସାରଥିଙ୍କ କେଳେଙ୍କ।ରୀ ପଦାକୁ ଆସିବା ପରେ ଅଫିସ୍ କୋଠାରେ ଲେଖାଥିବା ସାରଥି କୃପା ନାଁକୁ ତାଡ଼ି ଦିଆଯାଇଛି। ୨୦୧୩ ନଭେମ୍ୱର ୫ରେ ରେଜିଷ୍ଟ୍ରି ହୋଇଛି ଶ୍ରୀମଦ ସାରଥି ପାୱାର କମ୍ପାନୀ। ସାରଥିଙ୍କ ଭକ୍ତ ଭାବେ ଏହି କମ୍ପାନୀ ଆରମ୍ଭ କରିଥିଲେ ଶରତ କୁମାର ନାୟକ। ସେ କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ଅଛନ୍ତି। ଅନ୍ୟ ଦୁଇ ନିର୍ଦ୍ଦେଶକ ଅଛନ୍ତି ସଞ୍ଜୁକ୍ତା ନାୟକ ଏବଂ ରଶ୍ମିରଞ୍ଜନ ପରିଡ଼ା। ଅଭିଯୋଗ ଆସିଛି ଯେ, କାଗଜପତ୍ରରେ ସିଧାସଳଖ ଭାବେ ସାରଥିଙ୍କ ନାଁ ନ ଥିଲେ ମଧ୍ୟ ତାଙ୍କ ପ୍ରୋତ୍ସାହନରେ ଏହି କମ୍ପାନୀ ଚାଲିଥିଲା । ଏବେ ଏମଡି  ଓ ଅନ୍ୟ ବରିଷ୍ଠ କର୍ମଚାରୀମାନଙ୍କ ଦେଖା ନ ଥିବାବେଳେ ଜଣେ ନିର୍ଦ୍ଦେଶକ କହିଛନ୍ତି ସାରଥିଙ୍କର ଏଥିରେ ସେଭଳି ସମ୍ପର୍କ କିଛି ନାହିଁ। କେବଳ ସତ୍ୟମ ଚାରିଟେବୁଲ ଟ୍ରଷ୍ଟ କିମ୍ୱା ସାରଥି ସମିତି ନୁହେଁ, ବିଭିନ୍ନ ଲୋକଙ୍କଠାରୁ ଭିନ୍ନ ଭିନ୍ନ ଉପାୟରେ ଟଙ୍କ। ଆଦାୟ କରୁଥିଲେ ସନ୍ତୋଷ ରାଉଳ ଓରଫ୍ ସାରଥି । ଏବେ ଦାବି ଆସୁଛି, କମ୍ପାନୀର କାଗଜପତ୍ର ଯାଞ୍ଚ କରାଗଲେ ଅନେକ ତଥ୍ୟ ପଦାକୁ ଆସିପାରିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story