ବିଶିଷ୍ଟ ଗୀତିକାର ନିଜାମଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିର ଜଣାଶୁଣା ଗୀତିକାର ନିଜାମଙ୍କର ଆଜି ସକାଳ ୬ଟା ବେଳେ ପରଲୋକ ହୋଇଛି। ୬୨ ବର୍ଷରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି। ଦୀର୍ଘ ଦିନ ଧରି ସେ କିଡନୀ ରୋଗରେ ଆକ୍ରାନ୍ତ ଥିଲେ। ଅସୁସ୍ଥତା କାରଣରୁ ତାଙ୍କୁ ଘରୋଇ ହସ୍ପିଟାଲରେ  ଭର୍ତ୍ତି କରାଯାଇଥିଲା। ଓଡ଼ିଆ ସିନେ ଜଗତକୁ ନିଜାମଙ୍କ ଅବଦାନ ଅତୁଳନୀୟ। ତାଙ୍କ ଲିଖିତ ଅନେକ ଗୀତ ସିନେପ୍ରେମୀଙ୍କ ହୃଦୟକୁ ଛୁଇଁଛି। ତାଙ୍କ ବିୟୋଗରେ  ସିନେ ଜଗତରେ ଶୋକର ଛାୟା […]

nijam

nijam

Rakesh Mallick
  • Published: Monday, 21 September 2015
  • Updated: 21 September 2015, 07:04 AM IST

Sports

Latest News

nijam

ଭୁବନେଶ୍ୱର: ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିର ଜଣାଶୁଣା ଗୀତିକାର ନିଜାମଙ୍କର ଆଜି ସକାଳ ୬ଟା ବେଳେ ପରଲୋକ ହୋଇଛି। ୬୨ ବର୍ଷରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି। ଦୀର୍ଘ ଦିନ ଧରି ସେ କିଡନୀ ରୋଗରେ ଆକ୍ରାନ୍ତ ଥିଲେ। ଅସୁସ୍ଥତା କାରଣରୁ ତାଙ୍କୁ ଘରୋଇ ହସ୍ପିଟାଲରେ  ଭର୍ତ୍ତି କରାଯାଇଥିଲା। ଓଡ଼ିଆ ସିନେ ଜଗତକୁ ନିଜାମଙ୍କ ଅବଦାନ ଅତୁଳନୀୟ। ତାଙ୍କ ଲିଖିତ ଅନେକ ଗୀତ ସିନେପ୍ରେମୀଙ୍କ ହୃଦୟକୁ ଛୁଇଁଛି। ତାଙ୍କ ବିୟୋଗରେ  ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି।  ତାଙ୍କ ବିୟୋଗରେ   ଅଭିନେତା ବିଜୟ ନାହାନ୍ତି, ଅରିନ୍ଦମ୍, ବିଶିଷ୍ଟ ସଙ୍ଗୀତକାର ପ୍ରଫୁଲ୍ଲ କର, ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପାଲିତ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। ତେବେ ନିଜାମଙ୍କ ମୃତଦେହ ହସ୍ତାନ୍ତରକୁ ନେଇ ଆଜି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ବକେୟା ଚିକିତ୍ସା ଅର୍ଥକୁ ନେଇ ସମସ୍ୟା ଉପୁଜିଥିଲା। ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ହସ୍ପିଟାଲ୍ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ମରଶରୀର ହସ୍ତାନ୍ତର କରିଥିଲେ। ଏ ସଂପର୍କରେ ସଂସ୍କୃତି ଓ ପର୍ଯ୍ୟଟନମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଥିଲେ। ତାଙ୍କୁ ଅନ୍ତିମ ଦର୍ଶନ ପାଇଁ କଟକ ସୂତାଘାଟ ବାସଭବନକୁ ଅଣାଯାଇଛି। ଆଜି ଅପରାହ୍ନ ୫ଟାରେ କଟକ ଦର୍ଘାବଜାରରେ ନିଜାମଙ୍କ ଶେଷ କୃତ୍ୟ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story