ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସର ଇଞ୍ଜିନ୍ ଲାଇନଚ୍ୟୁତ, ସବୁ ଯାତ୍ରୀ ସୁରକ୍ଷିତ

ରାଞ୍ଚି: ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସର ଇଞ୍ଜିନ୍ ଶୁକ୍ରବାର ଝାଡ଼ଖଣ୍ଡର ଟାଟାନଗରଠାରେ ଲାଇନଚ୍ୟୁତ ହୋଇଯାଇଥିଲା। ଟ୍ରେନଟି ଟାଟାନଗର ଷ୍ଟେସନରେ ପ୍ରବେଶ କରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ତେବେ ଟ୍ରେନ ଚାଳକ ଉପସ୍ଥିତ ବୁଦ୍ଧି ଖଟାଇ ଟ୍ରେନ୍ ଅଟକାଇ ଦେବାରୁ ଏକ ବଡ ଧରଣର ଦୁର୍ଘଟଣାରୁ ରୋକାଯାଇପାରିଥିଲା। ଟ୍ରେନର ସମସ୍ତ ବଗି ଓ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି। ଅନ୍ୟ ଏକ ଇଞ୍ଜିନ୍ ଲଗାଯାଇ ଯାତ୍ରୀମାନଙ୍କୁ ଦିଲ୍ଲୀ […]

accident

accident

Rakesh Mallick
  • Published: Friday, 18 September 2015
  • Updated: 18 September 2015, 01:23 PM IST

Sports

Latest News

accidentରାଞ୍ଚି: ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସର ଇଞ୍ଜିନ୍ ଶୁକ୍ରବାର ଝାଡ଼ଖଣ୍ଡର ଟାଟାନଗରଠାରେ ଲାଇନଚ୍ୟୁତ ହୋଇଯାଇଥିଲା। ଟ୍ରେନଟି ଟାଟାନଗର ଷ୍ଟେସନରେ ପ୍ରବେଶ କରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ତେବେ ଟ୍ରେନ ଚାଳକ ଉପସ୍ଥିତ ବୁଦ୍ଧି ଖଟାଇ ଟ୍ରେନ୍ ଅଟକାଇ ଦେବାରୁ ଏକ ବଡ ଧରଣର ଦୁର୍ଘଟଣାରୁ ରୋକାଯାଇପାରିଥିଲା। ଟ୍ରେନର ସମସ୍ତ ବଗି ଓ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି। ଅନ୍ୟ ଏକ ଇଞ୍ଜିନ୍ ଲଗାଯାଇ ଯାତ୍ରୀମାନଙ୍କୁ ଦିଲ୍ଲୀ ପଠାଯାଇଛି।  ଚକ୍ରଧରପୁର ଡିଆରଏମ୍ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ରେଳବାଇର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି। ଏହି କମିଟି ଦୁର୍ଘଟଣାର ତଦନ୍ତ କରିବ।accident

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story