ବିଧାନସଭାରେ ଉଠିଲା କଟକ ଶିଶୁ ମୃତ୍ୟୁ ଘଟଣା: ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ବିରୋଧୀ

ଭୁବନେଶ୍ୱର: କଟକ ଶିଶୁଭବନରେ ଗତ ୪ ଦିନରେ ୨୬ ଶିଶୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଆସିବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏହି ପ୍ରସଙ୍ଗ ଆଜି ବିଧାନସଭାରେ ମଧ୍ୟ ଉଠିଛି। ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ଦାବି କରାଯାଇଛି। ଏହାସହ ଉଭୟ ଦଳ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି। ଅନ୍ୟପକ୍ଷେ ବିଜେପି ଓ କଂଗ୍ରେସର ପ୍ରତିନିଧି ଦଳ ଶିଶୁ ଭବନକୁ ଯାଇ ସ୍ଥିତି ଯାଞ୍ଚ କରିଛନ୍ତ। […]

ass

ass

Rakesh Mallick
  • Published: Tuesday, 25 August 2015
  • Updated: 25 August 2015, 09:04 AM IST

Sports

Latest News

ଭୁବନେଶ୍ୱର: କଟକ ଶିଶୁଭବନରେ ଗତ ୪ ଦିନରେ ୨୬ ଶିଶୁଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଆସିବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଏହି ପ୍ରସଙ୍ଗ ଆଜି ବିଧାନସଭାରେ ମଧ୍ୟ ଉଠିଛି। ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ଦାବି କରାଯାଇଛି। ଏହାସହ ଉଭୟ ଦଳ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି। ଅନ୍ୟପକ୍ଷେ ବିଜେପି ଓ କଂଗ୍ରେସର ପ୍ରତିନିଧି ଦଳ ଶିଶୁ ଭବନକୁ ଯାଇ ସ୍ଥିତି ଯାଞ୍ଚ କରିଛନ୍ତ। ଶୂନ୍ୟକାଳରେ ବିଜେପି ବିଧାୟକ କେଭି ସିଂଦେଓ, ବିରୋଧୀ ଦଳ ଉପନେତା ଚିରଞ୍ଜିବୀ ବିଶ୍ୱାଳ ଏବଂ ଶାସକ ଦଳ ପକ୍ଷରୁ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ପ୍ରସଙ୍ଗ ଉଠାଇଥିଲେ।

ଆଜି ବିଜେପିର ଏକ ଟିମ୍ ମଧ୍ୟ ଶିଶୁଭବନ ଯାଇ ଆଜି ସ୍ଥିତି ଅନୁଧ୍ୟାନ କରିଛନ୍ତି। ବିଜେପି ବିଧାୟକ ଦଳ ନେତା ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଦଳ ଶିଶୁଭବନର ଅଧ୍ୟୀକ୍ଷକଙ୍କ ସହ ଆଲୋଚନା କରିଥିଲେ। ଏହି ଟିମରେ ବିଧାୟିକା ରାଧାରାଣୀ ପଣ୍ଡା ଏବଂ ପ୍ରଦୀପ ପୁରୋହିତ ମଧ୍ୟ ଅଛନ୍ତି। ସେହିପରି ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଅନୁଧ୍ୟାନ ପାଇଁ  ଶିଶୁ ଭବନ ଗସ୍ତ କରିଥିଲେ। ସେଠାରେ ଏହି ପ୍ରତିନିଧି ଦଳ ପରିସ୍ଥିତି ସମ୍ପର୍କରେ ଶିଶୁଭବନର ଅଧୀକ୍ଷକଙ୍କ ସହ ଆଲୋଚନା କରିବା ସହ ପ୍ରତ୍ୟେକ ୱାର୍ଡ ବୁଲି ଦେଖିଥିଲେ। ଏହି ଦଳ ଶିଶୁଭବନ କର୍ମଚାରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ପ୍ରସାଦଙ୍କ ସହ ମହମ୍ମଦ ମୋକିମ ଏବଂ ସୁରେଶ ମହପାତ୍ର ମଧ୍ୟ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story