ବିଧାନସଭାରେ ସାରଥି ତାତି: ସିବିଆଇ ତଦନ୍ତ ଦାବିରେ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ୱର: ସାରଥି ପ୍ରସଙ୍ଗରେ ଆଜି ବିଧାନସଭାରେ ସରକାରଙ୍କୁ ଘେରିଥିଲେ ବିରୋଧୀ। ଏ ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ଆଲୋଚନା ବେଳେ ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ ଉଭୟ କଂଗ୍ରେସ ଓ ବିଜେପି। ତା’ସହିତ ସରକାରୀ ଦଳ ନେତାଙ୍କୁ ବି ଟାର୍ଗେଟ୍ କରିଥିଲେ। ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚ୍ ସକ୍ରିୟତାର ସହ ତଦନ୍ତ କରୁଥିବାରୁ ସିବିଆଇ ତଦନ୍ତର ଆବଶ୍ୟକତା ନାହିଁ ବୋଲି ସରକାର କହିଥିଲେ। ‘ବାବା ମାୟାରେ ବାୟା ପୋଲିସ ଓ ସରକାର’ ଶୀର୍ଷକ ମୁଲତବି ଆଲୋଚନାରେ ସରକାରଙ୍କୁ ଟାର୍ଗେଟ୍ କରିଥିଲେ […]

assembly

assembly

Rakesh Mallick
  • Published: Monday, 24 August 2015
  • Updated: 24 August 2015, 03:35 PM IST

Sports

Latest News

ଭୁବନେଶ୍ୱର: ସାରଥି ପ୍ରସଙ୍ଗରେ ଆଜି ବିଧାନସଭାରେ ସରକାରଙ୍କୁ ଘେରିଥିଲେ ବିରୋଧୀ। ଏ ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ଆଲୋଚନା ବେଳେ ଘଟଣାର ସିବିଆଇ ତଦନ୍ତ ଦାବି କରିଥିଲେ ଉଭୟ କଂଗ୍ରେସ ଓ ବିଜେପି। ତା’ସହିତ ସରକାରୀ ଦଳ ନେତାଙ୍କୁ ବି ଟାର୍ଗେଟ୍ କରିଥିଲେ। ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚ୍ ସକ୍ରିୟତାର ସହ ତଦନ୍ତ କରୁଥିବାରୁ ସିବିଆଇ ତଦନ୍ତର ଆବଶ୍ୟକତା ନାହିଁ ବୋଲି ସରକାର କହିଥିଲେ।

‘ବାବା ମାୟାରେ ବାୟା ପୋଲିସ ଓ ସରକାର’ ଶୀର୍ଷକ ମୁଲତବି ଆଲୋଚନାରେ ସରକାରଙ୍କୁ ଟାର୍ଗେଟ୍ କରିଥିଲେ ବିରୋଧୀ କଂଗ୍ରେସ ଓ ବିଜେପି। ୧୫ ବର୍ଷ ଧରି ସାରଥି ତାଙ୍କ କାରନାମା ଚଳାଇଥିବା ବେଳେ ସରକାର କିଭଳି ଜାଣିପାରିଲେନି ବୋଲି ବିରୋଧୀଦଳ ନେତା ନରସିଂହ ମିଶ୍ର ପ୍ରଶ୍ନ ଉଠାଇଥିଲେ। ଏଥିସହିତ ଏମଏଲଏ ଲାଡ୍ ଫଣ୍ଡରୁ ବାବାଙ୍କ ଆଶ୍ରମକୁ ଅର୍ଥ ଦିଆଯାଇଥିବା ସେ ଅଭିଯୋଗ କରିଥିଲେ। ସାରଥିଙ୍କ ସହିତ ଚିଟଫଣ୍ଡ୍ ଲିଙ୍କ୍ ଅଭିଯୋଗ ଆସୁଥିବାରୁ ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ସେ ଦାବି କରିଥିଲେ।

ସେହିଭଳି କେନ୍ଦ୍ରାପଡାର ପୂର୍ବତନ ଏସପି ସତୀଶ ଗଜଭୀମ୍ଭେଙ୍କ ବିରୋଧରେ ଅପରାଧିକ ମାମଲା ରୁଜ୍ଜୁ କରାଯାଇ କାହିଁକି ଗିରଫ କରାଗଲାନାହିଁ ବୋଲି ପ୍ରଶ୍ନ କରିଥିଲେ ବିରୋଧୀଦଳ ନେତା। ବିଜେପି ବିଧାୟକ ଦଳ ନେତା ବସନ୍ତ ପଣ୍ଡା କଂଗ୍ରେସର ଦାବିକୁ ସମର୍ଥନ କରିବା ସହ ଘଟଣାର ସିବିଆଇ ଦାବି ଦୋହରାଇଥିଲେ।

ସେପଟେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଗୃହରେ ଉତ୍ତର ରଖିଥିଲେ ସଂସଦୀୟ ବ୍ୟପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। କେଉଁ ତାରିଖରେ କ’ଣ କ’ଣ ଘଟିଥିଲା ସେ ନେଇ ଗୃହରେ ବିବରଣୀ ଦେଇଥିଲେ ସେ। ଏଥିସହିତ କ୍ରାଇମବ୍ରାଞ୍ଚ୍ ସକ୍ରିୟତାର ସହ ତଦନ୍ତ କରୁଛି। ଏଇ ଘଟଣାରେ ସାରଥି ଓ ତାଙ୍କ ପୁଅ ଗିରଫ ହୋଇଛନ୍ତି। ତେଣୁ ସିବିଆଇ ତଦନ୍ତର ଆବଶ୍ୟକତା ନାହିଁ। ସେପଟେ ସାରଥି ଆଶ୍ରମକୁ ଯିବା ପ୍ରସଙ୍ଗରେ ବିଜେଡି ବିଧାୟକ ମାନେ କହିଥିଲେ ଆଶାରାମ ବାପୁଙ୍କ ଆଶ୍ରମକୁ ନରେନ୍ଦ୍ର ମୋଦି ଓ ବାଜପେୟୀ ଯାଇଥିଲେ। ସେହିଭଳି

ଚନ୍ଦ୍ରସ୍ୱାମୀଙ୍କ ପାଖକୁ ଯାଉଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓ। ଏମାନେ କ’ଣ ଆଶାରାମ ଓ ଚନ୍ଦ୍ରସ୍ୱାମୀଙ୍କ ପୃଷ୍ଠପୋଷକ ଥିଲେ ବୋଲି ବିଜେଡି ବିଧାୟକ ପ୍ରଶ୍ନ ଉଠାଇଥିଲେ।

ସେପଟେ ଆଳି କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମା ପ୍ରାର୍ଥନା ଚ୍ୟାନେଲରେ ସାରଥିଙ୍କ ପ୍ରବଚନ ପ୍ରସଙ୍ଗ ଉଠାଇ ସମାଲୋଚନା କରିଥିଲେ। ସେପଟେ ଆଳି ବିଧାୟକ ନିଜେ ସାରଥିଙ୍କ ଆଶ୍ରମକୁ ଯାଉଥିବା ଅଭିଯୋଗ ଆଣିଥିଲେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ।

ସାରଥି ପ୍ରସଙ୍ଗରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଉତ୍ତର ରଖୁଥିବା ବେଳେ ଏଥିରେ ଅସନ୍ତୋଷ ପ୍ରକାଶ କରି କଂଗ୍ରେସ ଓ ବିଜେପି ବିଧାୟକ କକ୍ଷତ୍ୟାଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story