ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିନ: ସରକାର ଓ ବିରୋଧୀ ନିଜ ଜିଦରେ ଅଟଳ, ଅପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହ ମୁଲତବି

ଭୁବନେଶ୍ୱର: ଯାହା ଆଶା କରାଯାଉଥିଲା ସେୟା ହେଲା। ଗୁରୁବାର ତୃତୀୟ ଦିନରେ ବି ବିଧାନସଭାରେ ଅଚଳାବସ୍ଥା ଲାଗିରହିଛି। ବାଚସ୍ପତି ନିରଞ୍ଜନ ପୂଜାରୀ ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି କରି ଦେଇଛନ୍ତି। ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ କଂଗ୍ରେସ ପୂର୍ବତନ ପୋଲିସ୍ ଡିଜି ପ୍ରକାଶ ମିଶ୍ର ପ୍ରସଙ୍ଗରେ ଆଲୋଚନା କରିବାକୁ ତା’ର ଦାବିକୁ ଦୋହରାଇଥିଲା। ଦଳୀୟ ବିଧାୟକମାନେ ବ୍ୟାନର ଧରି ଗୃହର ମଧ୍ୟଭାଗକୁ ଚାଲି ଆସିଥିଲେ ଓ ନାରାବାଜି କରିଥିଲେ। ଅଚଳାବସ୍ଥା ଦେଖି ବାଚସ୍ପତି […]

assembly2

assembly2

Rakesh Mallick
  • Published: Thursday, 20 August 2015
  • Updated: 20 August 2015, 05:46 AM IST

Sports

Latest News

ଭୁବନେଶ୍ୱର: ଯାହା ଆଶା କରାଯାଉଥିଲା ସେୟା ହେଲା। ଗୁରୁବାର ତୃତୀୟ ଦିନରେ ବି ବିଧାନସଭାରେ ଅଚଳାବସ୍ଥା ଲାଗିରହିଛି। ବାଚସ୍ପତି ନିରଞ୍ଜନ ପୂଜାରୀ ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି କରି ଦେଇଛନ୍ତି।

ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀ କଂଗ୍ରେସ ପୂର୍ବତନ ପୋଲିସ୍ ଡିଜି ପ୍ରକାଶ ମିଶ୍ର ପ୍ରସଙ୍ଗରେ ଆଲୋଚନା କରିବାକୁ ତା’ର ଦାବିକୁ ଦୋହରାଇଥିଲା। ଦଳୀୟ ବିଧାୟକମାନେ ବ୍ୟାନର ଧରି ଗୃହର ମଧ୍ୟଭାଗକୁ ଚାଲି ଆସିଥିଲେ ଓ ନାରାବାଜି କରିଥିଲେ। ଅଚଳାବସ୍ଥା ଦେଖି ବାଚସ୍ପତି ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରି ଦେଇଥିଲେ। ମାତ୍ର ଗୋଟିଏ ମିନିଟ୍ ମଧ୍ୟରେ ବାଚସ୍ପତି ଗୃହକୁ ମୁଲତବି ଘୋଷଣା କରିଥିଲେ।

ବୁଧବାର ମଧ୍ୟ ବିଧାନସଭାରେ ଏହି ପ୍ରସଙ୍ଗକୁ ନେଇ ବାରମ୍ବାର ଗୃହ ମୁଲତବି ହୋଇଥିଲା। ବାଚସ୍ପତି ଗୃହକୁ ଚାରି ଥର ମୁଲତବି କରିବା ପରେ ଗୁରୁବାର ପର୍ଯ୍ୟନ୍ତ ମୁଲତବି ରଖିଥିଲେ। ଗତକାଲି ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ନେତା ନରିସଂହ ମିଶ୍ର କହିଥିଲେ ଯେ ପ୍ରଶ୍ନକାଳକୁ ବାତିଲ କରାଯାଇ ପ୍ରକାଶ ମିଶ୍ରଙ୍କ ପ୍ରସଙ୍ଗରେ ଆଲୋଚନା କରାଯାଉ। ତେବେ ବାଚସ୍ପତି ଏହାକୁ ଅଗ୍ରାହ୍ୟ କରି ଦେବା ପରେ କଂଗ୍ରେସ ବିଧାୟକମାନେ  ହୋହାଲ୍ଲା କରି ଥିଲେ। ଅନ୍ୟପକ୍ଷରେ ଓଡ଼ିଶାକୁ କେନ୍ଦ୍ରୀୟ ଅବହେଳା ନେଇ ବିଜେଡି ବିଧାୟକମାନେ ମଧ୍ୟ ବ୍ୟାନର ଧରି ଗୃହର ମଧ୍ୟଭାଗକୁ ଆସି ହୋହାଲ୍ଲା କରିଥିଲେ। ବାଚସ୍ପତି ଗୃହକୁ ସ୍ୱାଭାବିକ କରିବା ପାଇଁ ଏକ ବୈଠକ ଡାକି ଥିଲେ ବି କିଛି ଲାଭ ହୋଇ ନଥିଲା।

କଂଗ୍ରେସ କହିଛି ଯେ ପ୍ରକାଶ ମିଶ୍ର ମାମଲାରେ ଉଭୟ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ସରକାର ଅପଦସ୍ଥ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଆଉ ପଦବୀରେ ବସିବାର ନୈତିକ ଅଧିକାର ନାହିଁ। ତେଣୁ ପ୍ରଥମେ ଏହି ପ୍ରସଙ୍ଗ ଉପରେ ଆଲୋଚନା ହେଉ। ଅନ୍ୟପକ୍ଷରେ ଶାସକ ବିଜେଡି କହିଛି ଯେ କୌଣସି ବ୍ୟକ୍ତି ପ୍ରସଙ୍ଗରେ ଗୃହରେ ଆଲୋଚନା କରାଯାଇପାରିବ ନାହିଁ।

ବ୍ରହ୍ମ ପରିବର୍ତ୍ତନ ପ୍ରସଙ୍ଗରେ ଆଲୋଚନା ପାଇଁ ବିଜେପି ମୁଲିତବି ପ୍ରସ୍ତାବ ଆଣିଥିଲା। ସରକାର ଏହାକୁ ଗ୍ରହଣ କରି ନେଇଥିଲେ। ଏନେଇ ଆଇନ ମନ୍ତ୍ରୀ ଅରୁଣ ସାହୁ ଜବାବ ରଖିବେ ବୋଲି ମଧ୍ୟ କୁହାଯାଇଥିଲା। ତେବେ କଂଗ୍ରେସ ପକ୍ଷରୁ ପ୍ରକାଶ ମିଶ୍ର ପ୍ରସଙ୍ଗ ଉଠାଯିବା ପରେ ବିଜେପି ମଧ୍ୟ ଏହାକୁ ସମର୍ଥନ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story